Home Left

ପୋଲିସ ଉପରକୁ ଗୁଳିମାଡ଼

ଦେବଗଡ଼,୧୩।୧୦(ଡି.ଏନ.ଏ): ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା…

କୁଏତ୍‌ ମହିଳା ସୈନ୍ୟ ବାହିନୀରେ ହେବେ ସାମିଲ…

କୁଏତ୍‌ ସିଟି,୧୩।୧୦: ଏବେ କୁଏତ୍‌ ମହିଳା ଦେଶର ସୈନ୍ୟ ବାହିନୀରେ ସାମିଲ ହେବେ। ଏନେଇ ସରକାରଙ୍କ ପକ୍ଷରୁ ସ୍ବୀକୃତି ମିଳିଛି। ଏନେଇ କୁଏତ୍‌ ପ୍ରତିରକ୍ଷା ମନ୍ତ୍ରୀ ହମଦ୍‌ ଜବେର ଅଲ୍‌ ଅଲୀ ଅଲ୍‌ ସବାହ ସୂଚନା ଦେଇଛନ୍ତି। ସୈନ୍ୟ ବାହିନୀର ବିଭିନ୍ନ…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବରିଷ୍ଠ ଖବରଦାତା ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ସବୁ ପଦାକୁ ଆସୁଛି। ପୂର୍ବରୁ ମନୀଷଙ୍କ ଦୁଇ ସହଯୋଗୀକୁ ପୋଲିସ ଅଟକ ରଖିଥିବାବେଳେ ରବିବାର ଆଉ ୨ଜଣ କନ୍ଧମାଳରେ ଆତ୍ମସମର୍ପଣ କରିଛନ୍ତି।…

ଏବେ ବି ସହାୟତା ଅପେକ୍ଷାରେ ବିପନ୍ନ

ପୁରୀ ଅଫିସ,୧୩।୧୦:ଓଡ଼ିଶା ପାଇଁ ଅକ୍ଟୋବର ଏବେ ବାତ୍ୟା ମାସ ଭାବେ ଜଣା। ଓଡ଼ିଶାକୁ ଆସୁଥିବା ବାତ୍ୟାର ଅଧିକାଂଶ ପୂର୍ବ ଉପକୂଳର ପୁରୀ ସହରକୁ ଅଳ୍ପବହୁତ ପ୍ରଭାବିତ କରେ। ଏହି ଅକ୍ଟୋବରରେ ହିଁ ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍‌, ତିତିଲି ଓ…

ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ଚିଲିକା ବିଧାୟକ

କଟକ ଅଫିସ,୧୩।୧୦:ବାଲୁଗଁ। ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ମାଡ଼ମାରିବା ଘଟଣାରେ ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରିକୁ ଏଡ଼ାଇବା ପାଇଁ ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ…

ଆଜି ଜଗତଜନନୀ ମା’ଦୁର୍ଗାଙ୍କର ଅଷ୍ଟମୀ ପୂଜା

ଭୁବନେଶ୍ୱର,୧୩ା୧୦: ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ସ୍ବତନ୍ତ୍ର ରୀତିନୀତି ଅନୁସାରେ ଦେବୀପୀଠରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ମଣ୍ଡପ ମଧ୍ୟକୁ ଭକ୍ତମାନଙ୍କୁ ନ ଯିବା ପାଇଁ ବାରଣ ଥିବାରୁ ବାହାରେ ରହି ପୂଜା କରିଥିବା ଦେଖିବାକୁ ମିଳିଛି ସୋସିଆଲ ମିଡିଆ…

ସଚିନ ତେନ୍ଦୁଲକରଙ୍କ ଝିଅଙ୍କୁ ପସନ୍ଦ କରୁଛନ୍ତି ଏହି ଅଭିନେତା

ପୂର୍ବତନ ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତାଙ୍କ ସୁନ୍ଦର ଏବଂ ସରଳ ସ୍ବଭାବ ପାଇଁ ସେ ଜଣାଶୁଣା। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ସାରାଙ୍କ ସରଳତାରେ ଫିଦା…

ମହିଳାଙ୍କ ଲୋଟା ଦୌଡ଼, ବାହାରେ ଶୌଚ ବନ୍ଦ ପାଇଁ ସଚେତନତା…

ଭୋପାଳ,୧୩।୧୦: ବାହାରେ ଶୌଚ ହେବା ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମହିଳାମାନେ ଏକ ନିଆରା ଦୌଡ଼ର ଆୟୋଜନ କରିଛନ୍ତି। ସେମାନେ ଲୋଟା ଧରି ଦୌଡ଼ିଛନ୍ତି। ପୂର୍ବରୁ ପ୍ରତିଦିନ ସେମାନେ ଲୋଟା ଧରି ବାହାରକୁ ଶୌଚ ପାଇଁ ଅସୁଥିଲେ। ମାତ୍ର…

ଦିଲ୍ଲୀର ମୁଣ୍ଡବିନ୍ଧା ବଢାଉଛନ୍ତି ଏହି ବୋଲର୍‌

ଦୁବାଇ,୧୩।୧୦: ଆଇପିଏଲ ୨୦୨୧ର ଫାଇନାଲରେ କେଉଁ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ତାହା ଆଜି ସ୍ପଷ୍ଟ ହେବ। ଏହି ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଶାରଜାଠାରେ…

ଗଞ୍ଜାମରେ ଅଣାୟତ୍ତ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୧୩।୧୦:ଗଞ୍ଜାମ ଜିଲାର ୧୯ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ୧୫୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା…

ଏହି କ୍ରିକେଟର୍‌ଙ୍କ ଘରକୁ ଆସିଲା ନୂଆ ଅତିଥି, ହେଲେ ଭାବପ୍ରବଣ

ନୂଆଦିଲ୍ଲୀ,୧୩।୧୦: ଅଷ୍ଟ୍ରେଲିଆ କ୍ରିକେଟର୍‌ ପ୍ୟାଟ୍‌ କମିନ୍ସଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ସେ ପ୍ରଥମଥର ପାଇଁ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଷ୍ଟ୍ରେଲିଆର ଟି -୨୦ ବିଶ୍ୱକପ ଦଳରେ ଯୋଗଦେବା…

ସାରା ଶେୟାର କଲେ ଫଟୋ; କାର୍ତ୍ତିକ ଆର୍ୟନ କଲେ ଲାଇକ୍‌

ବମ୍ବେ: ବଡ଼ ହୋଇଗଲେଣି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା। ଏବେ ବିଦେଶରେ ରହି ପାଠ ପଢ଼ୁଛନ୍ତି ସେ। ଆଜିର ସମୟର ପିଲାଙ୍କ ଭଳି ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଦେଖିବାକୁ ବେଶ ସୁନ୍ଦର ହୋଇଥିବାରୁ ତାଙ୍କର ପ୍ରଶଂସକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri