କୁମ୍ଭୀରକୁ ଏମିତି ଗୁଡ଼ାଇ ଧରିଥିଲା ବିଶାଳକାୟ ଆନାକୋଣ୍ଡା, ଆଉ ତା’ ପରେ…
ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇ ହେଉଥିବାର ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ। ଏସବୁ ଭିଡିଓକୁ କ୍ୟାମେରାରେ କଏଦ କରିବା ଜଣେ ଫଟୋଗ୍ରାଫର ପାଇଁ ବହୁତ କଷ୍ଟକର ବ୍ୟାପାର। ବର୍ତ୍ତମାନ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ ହେଉଛି। ଏହି…
ପୁଣି ଭାଜପା ସରକାରଙ୍କୁ ଟାର୍ଗେଟ୍ କଲେ ପାଓ୍ବାର
ନୂଆଦିଲ୍ଲୀ,୧୩।୧୦: ଏନସିପି ନେତା ଶରଦ ପାୱାର ପୁଣି ଥରେ ଲଖିମ୍ପୁର ହିଂସା ମାମଲାରେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ଲଖିମ୍ପୁରରେ ଚାଷୀଙ୍କ ଉପରେ କାର୍ ଚଢାଇ ଦିଆଯାଇଥିଲା। କେନ୍ଦ୍ର ରାଜ୍ୟ ମନ୍ତ୍ରୀଙ୍କ ପୁଅ ଘଟଣାସ୍ଥଳରେ…
ବିଶ୍ୱର ସବୁଠୁ ମହଙ୍ଗା ପାଣି: ଗୋଟିଏ ବୋତଲ ଦାମ୍ରେ କିଣି ହେବ ୨ ମହଲା କୋଠା
ଦୁନିଆର ସବୁଠାରୁ ମହଙ୍ଗା ପାଣି। କେବେ ଭାବିଛନ୍ତି କି ପାଣି ବୋତଲର ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇପାରେ। ଦୁନିଆରେ ଏମିତି ଏକ ପାଣି ବୋତଲ ଅଛି ଯାହାର ଦାମ୍ରେ ୨ ବିଏଚକେ ଫ୍ଲାଟ ଏତେ ବଡ ସହରରେ କିଣାଯାଇପାରିବ।…
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିହ୍ନଟ: ଡିଆଇଜି
କେନ୍ଦୁଝର,୧୩ା୧୦(ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିବା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବହୁ ପ୍ରମାଣ ମିଳିସାରିଛି। ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ଧରିତ୍ରୀ ଜିଲା ପ୍ରତିନିଧିଙ୍କୁ କହିଛନ୍ତି।…
‘ଫ୍ଲୋରିଆ’ ପରିବାର ପକ୍ଷରୁ ଆମେରିକାରେ ଦୁର୍ଗାପୂଜା…
ଓ୍ବାଶିଂଟନ,୧୩।୧୦: ସୁଦୂର ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗାତ୍ସୋବର ଭବ୍ୟ ଆୟୋଜନ କରାଯାଇଛି। ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜାର…
ଟି-୨୦ ବିଶ୍ୱକପ୍ ପାଇଁ ଭାରତର ନୂଆ ଜର୍ସି ଲଞ୍ଚ୍
ନୂଆଦିଲ୍ଲୀ,୧୩।୧୦: ଆଇସିସି ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି କ୍ରିକେଟ ବୋର୍ଡ ଅଫ କ୍ରିକେଟ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ଏହି ଜର୍ସି ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳ ଜର୍ସି ଠାରୁ ସାମାନ୍ୟ ଭିନ୍ନ। ଅକ୍ଟୋବର ୧୭ ରୁ…
ପୁଣି ଏକାଠି ନଜର ଆସିବେ କ୍ରିତି ଓ କାର୍ତ୍ତିକ
ମୁମ୍ବାଇ: ନିକଟରେ କ୍ରିତି ସାନନ୍ଙ୍କ ‘ମିମି’, ‘ହମ୍ ଦୋ ହମାରେ ଦୋ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ କାର୍ତ୍ତିକ ଆର୍ୟନଙ୍କ ସହ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏ ନେଇ ଉଭୟ କଳାକାର…
ଏୟାରପୋର୍ଟରେ ବିନା ପୋଷାକରେ ହଠାତ୍ ଡ୍ୟାନ୍ସ କରିବାକୁ ଲାଗିଲେ ମହିଳା, ଆଉ ତା’ ପରେ…
ଜଣେ ମହିଳା ବିନା ପୋଷାକରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଏୟାରପୋର୍ଟରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କୁ ଦେଖି ସୁରକ୍ଷାକର୍ମୀ ଜଣକ ତାଙ୍କୁ ଏକ କମ୍ବଳ ଘୋଡ଼ାଇ ଦେବାକୁ…
ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବାମୀଙ୍କୁ ଦୁଇଥର ଆଜୀବନ କାରାଦଣ୍ଡାଦେଶ…
କୋଲ୍ଲମ,୧୩।୧୦: ସାପ ଦ୍ୱାରା ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀଙ୍କୁ ଏକ କୋର୍ଟ ଦୁଇଥର ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। କେରଳର କୋଲ୍ଲମର ଏକ କୋର୍ଟ ବୁଧବାର ଅଭିଯୁକ୍ତ ସ୍ବାମୀ ପି ସୋରାଜ ଏସ୍ କୁମାରଙ୍କ ବୟସକୁ ବିଚାର…
ପୁଣି ରେଡ୍ ଜୋନ୍କୁ ଫେରିଲା ଖୋର୍ଦ୍ଧା, ଚିନ୍ତା ବଢ଼ାଉଛି ଆକ୍ଟିଭ୍ କେସ୍
ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ। ବୁଧବାର ୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨୩ ସଂକ୍ରମିତ ରହିଥିଲେ। ଏଥିନେଇ ଖୋର୍ଦ୍ଧା ପୁଣି ରେଡ୍ ଜୋନକୁ ଫେରିଛି। ପର୍ବ ପର୍ବାଣୀ ଯୋଗୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହେଉଛି।…
କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି
ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି, ନଦୀରେ…
ରାଜ ପରିବାର ସଦସ୍ୟ କରି ପାରିବ ସମଲିଙ୍ଗୀ ବିବାହ, ଛାଡ଼ିବାକୁ ପଡ଼ିବନି ସିଂହାସନ…
ଆମଷ୍ଟେରଡାମ୍,୧୩।୧୦: ଏବେ ରାଜ ପରିବାରରେ ସମଲିଙ୍ଗୀ ବିବାହ କରିବା ସହଜ ହେବ। ରାଜ ପରିବାର ସଦସ୍ୟ ନିଜ ସିଂହାସନ ନ ଛାଡ଼ି ଏଭଳି ବିବାହ କରିପାରିବେ। ଏନେଇ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡଚ୍…
Archives


