ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭୪କୁ ବୃଦ୍ଧି ପାଇଛି। ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ଜଣ ରହିଥିବା ବେଳେ ଭଦ୍ରକ, କଟକ, ଯାଜପୁର ଜିଲାରୁ ଜଣେ ଲେଖାଏ…
ଯୋଗ ପ୍ରଶିକ୍ଷିକାରୁ ଅଭିନେତ୍ରୀ
‘ବାହୁବଲୀ’ ଫେମ୍ ଅନୁଷ୍କା ସେଟ୍ଟି’। ଅଭିନୟ ଜଗତରେ ଏଣ୍ଟ୍ରି କରିବା ପୂର୍ବରୁ ସେ କ’ଣ କରୁଥିଲେ ଜାଣନ୍ତି ? ଆକ୍ଟିଂକୁ କ୍ୟାରିୟର କରିବା ପୂର୍ବରୁ ସେ ଜଣେ ଯୋଗ ପ୍ରଶିକ୍ଷିକା ଥିଲେ। ୨୦୦୫ରେ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ତାଙ୍କ…
ଏକଦା ସ୍କୁଲରେ ପାଠ ପଢ଼ାଉଥିଲେ ଏହି ଅଭିନେତା, ଏବେ ଫିଲ୍ମ ପିଛା ଚାର୍ଜ କରୁଛନ୍ତି ୫ କୋଟି
ବମ୍ବେ: ସଫଳତାର ରାସ୍ତା ସେତେଟା ସହଜ ନୁହେଁ। ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳ ହୋଇଛନ୍ତି। ସେପରି ଜଣେ ହେଲେ ରାଜକୁମାର ରାଓ। ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ତାଙ୍କ ବାପା ରାଜସ୍ବ ବିଭାଗରେ କାମ କରୁଥିଲେ।…
ନିରାଡ଼ମ୍ବରକୁ ନେଇ ନିରାଶା
ବଇଣ୍ଡା,୧୪।୧୦(ଡି.ଏନ.ଏ.) ଆରମ୍ଭ ହୋଇଛି ମା’ ଦଶଭୁଜାଙ୍କ ପୂଜା। ହେଲେ ମଣ୍ଡପ ବାହାରକୁ ଶୁଭୁନି ବୈଦିକ ବ୍ରାହ୍ମଣଙ୍କ ବେଦଧ୍ୱନି। କୋଭିଡ୍ ସମୟ ହୋଇ ନ ଥିଲେ ଏତେବେଳେକୁ ସାଜସଜ୍ଜା, ସାଉଣ୍ଡ ଓ ଶ୍ରଦ୍ଧାଳୁଙ୍କ ଗହଳିରେ ଫାଟି ପଡ଼ୁଥାନ୍ତା ପୂଜାସ୍ଥାନ। ଉତ୍ସାହ, ଉଦ୍ଦୀପନାରେ ଉଛୁଳି…
ପ୍ରଥମ ଅଫର ଅନ୍ତରାଳେ..
ଯେ କୌଣସି ଭୂମିକା ହେଉ ତାହାକୁ ତୁଲାଇବାରେ କଙ୍ଗନା ରାଣାଓ୍ବତ୍ କେତେ ସକ୍ଷମ ତାହା ତାଙ୍କ ଅଭିନୀତ ସିନେମାଗୁଡ଼ିକରୁ ଜଣାପଡ଼ିଥାଏ। ତାଙ୍କୁ ବଡ଼ ପରଦା ପାଇଁ ପ୍ରଥମ ଅଫର ମିଳିବା ସମୟରେ ତାଙ୍କର ବୟସ କେତେ ହୋଇଥିଲା ଜାଣନ୍ତି ? ମାତ୍ର…
ସ୍ପେଶାଲ ସଜବାଜ
ତେଲୁଗୁ ସିନେମାର ଅନ୍ୟତମ ପରିଚିତ ଅଭିନେତା ପ୍ରଭାସ। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ଖୁବ୍ ଶୀଘ୍ର ସେ ବଡ଼ ପରଦାରେ ଖାକି ପୋଷାକ ଗେଟ୍ଅପ୍ରେ ଦେଖିବାକୁ ମିଳିବେ। କଥା କ’ଣ କି ଏପରି ଏକ ଅଫର ପାଇବା ପରେ ସେ…
ଅର୍ଥନୀତିରେ ମାନକକରଣ ଗୁରୁତ୍ୱପୂର୍ଣ୍ଣ
ଅର୍ଥନୀତିର ବିକାଶରେ ଗୁଣବତ୍ତାଯୁକ୍ତ ମାନକ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଘରୋଇ ଉତ୍ପାଦର ଚାହିଦା ଅନ୍ତର୍ଜାତୀୟସ୍ତରରେ ବୃଦ୍ଧି ପାଇପାରିଥାଏ। ଦେଶଦେଶ ମଧ୍ୟରେ ବାଣିଜ୍ୟ ସମୟରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ସହିତ ଅନ୍ୟ ସମସ୍ତ ଉତ୍ପାଦ କ୍ଷେତ୍ରରେ ଗୁଣବତ୍ତା ଯାଞ୍ଚ୍ର…
ଚାଲ ଟିକେ ପ୍ରେମ କରିବା
ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଚାଲ୍ ଟିକେ ପ୍ରେମ କରିବା’। ଏହାର ପ୍ରଯୋଜନା କରିବା ସହ ଫିମେଲ୍ ଲିଡ୍ରେ ଅଭିନୟ କରିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ। ଦେବକୀ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଫିଲ୍ମର…
ଶ୍ରୀମନ୍ଦିରରେ ଡ୍ରେସ୍ କୋଡ୍କୁ ନେଇ ଚର୍ଚ୍ଚା
ପୁରୀ ଅଫିସ, ୧୪ା୧୦: ଶ୍ରୀମନ୍ଦିର ଭିତରକାଠ ଆଗକୁ ଯିବା ପାଇଁ ପ୍ର୍ରତ୍ୟେକ ବ୍ୟକ୍ତିଙ୍କୁ ପାରମ୍ପରିକ ବେଶପୋଷାକ ପରିଧାନ କରିବାକୁ ପଡ଼ିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କିମ୍ବା ଶ୍ରଦ୍ଧାଳୁ ସମସ୍ତଙ୍କୁ ପାରମ୍ପରିକ ଡ୍ରେସ୍କୋର୍ଡ ଅର୍ଥାତ୍ ମଠା ଓ ପାଟ ପିନ୍ଧି ଭିତରକାଠ ଆଗକୁ…
୨୫ ଲକ୍ଷର ବ୍ରାଉନ୍ସୁଗାର ଜବତ, ୫ ଗିରଫ
ପୁରୀ ଅଫିସ, ୧୪ା୧୦: ପୁରୀ ସହରରେ ବ୍ରାଉନସୁଗାର କାରବାର ବଢିଚାଲିଛି। ବିଶେଷକରି ଯୁବପିଢ଼ି ଏହି କାରବାରରେ ସମ୍ପୃକ୍ତ ହେଉଥିବାବେଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଏଠାକୁ ଧଳାଜହର ଆସୁଛି। ମଙ୍ଗଳବାର ରାତିରେ ପୁରୀ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ବ୍ରାଉନ ସୁଗାର…
ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ କାର୍ଯ୍ୟ ଦେଖିଲେ ୫-ଟି ସଚିବ
ପୁରୀ ଅଫିସ,୧୪।୧୦: ପୁରୀ ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍। ବୁଧବାର ୫-ଟି ସଚିବ ପାଣ୍ଡିଆନ୍ ପୁରୀ ଆସି ନିର୍ମାଣାଧୀନ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ୍ ଅଞ୍ଚଳ ବୁଲି କାର୍ଯ୍ୟ ଓ…
ମୋଷ୍ଟ ଓ୍ବାଣ୍ଟେଡ୍ ଥିଲେ ୩ ମାଓବାଦୀ: ଡିଜିପି
ମାଲକାନଗିରି,୧୪।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଳକର ତୁଳସୀ ପାହାଡ଼ରେ ମଙ୍ଗଳବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ୩ଜଣ ମାଓବାଦୀ ମୋଷ୍ଟ ଓ୍ବାଣ୍ଟେଡ୍ ଥିଲେ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତ ଅବସରରେ…
Archives


