ପ୍ରାତଃଭ୍ରମଣ ହେଲା କାଳ: ୨ ମହିଳାଙ୍କ ଗଲା ଜୀବନ, ୨ ଗୁରୁତର
ନୂଆଗାଁ,୧୪।୧୦(ଡି.ଏନ୍.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ସମ୍ପଡା ନୂଆସାହିଠାରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ପ୍ରାତଃଭ୍ରମଣରେ ଯାଉଥିବା ସମୟରେ ପିକ୍ଅପ୍ ଧକ୍କା ଦେବାରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ମହିଳା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ…
ଟପ୍ଲେସ୍ ହେଲେ ଇଶା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ସେ ୨୦୦୭ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମିସ୍ ଇଣ୍ଡିଆ ଅନ୍ତର୍ଜାତୀୟ ଟାଇଟଲ ମଧ୍ୟ…
କେକେଆର୍ର ବାଜିଗର୍ ରାହୁଲ; ପ୍ରଶଂସକ କହିଲେ ହାରିକରି ଜିତୁଥିବା…
ଦୁବାଇ,୧୪।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାଲିଫାୟର-୨ର ରୋମାଞ୍ଚକର ମୁକାବିଲାରେ କେକେଆର୍ ବାଜିମାତ କରିଥିଲା। ଏକ ସମୟରେ…
ବାର୍ରେ ୩୫ ହଜାର ବିଲ୍କୁ ନେଇ ସାଙ୍ଗଙ୍କ ସହ ମନିଷଙ୍କ ହୋଇଥିଲା ବଚସା
ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟ ଘେରକୁ ଚାଲି ଯାଉଛି। ତଦନ୍ତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନିଷଙ୍କର ଦୁଇ ସାଙ୍ଗ ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ଅଟକ…
କୃତ୍ରିମ ଗୋଡ଼ ଲଗାଇବା ପାଇଁ ଆସିଥିଲେ ଦିବ୍ୟାଙ୍ଗ: ମିଳିଲା ମୃତଦେହ
କଣ୍ଟାପଡ଼ା, ୧୪।୧୦(ଡି.ଏନ୍.ଏ.)- କଟକ ଜିଲା ଓଲଟପୁରସ୍ଥିତ ଏସ୍.ଭି.ନିର୍ତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଏକ ୱାର୍ଡ ପଛପଟେ ଘର ରଙ୍ଗ ଦିଆଯାଇଯିବା ପାଇଁ ଥିବା ଶିଡ଼ିରେ ଜଣେ ଦିବ୍ୟାଙ୍ଗଙ୍କ ମୃତଦେହ ଝୁଲନ୍ତା…
ଏନ୍କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
ରାଉରକେଲା, ୧୪।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଛି। ତେବେ ଏହି…
ଚିହ୍ନିଲେ ଅଭିନେତ୍ରୀ ଜଣଙ୍କ କିଏ…
ମୁମ୍ବାଇ: ବଲିଉଡ୍ରେ ଅଭିନେତ୍ରୀମାନେ ଅନେକ ସମୟରେ ନିଜର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଅନିଲ କପୁରଙ୍କ ଅଲିଅଳି କନ୍ୟା ତଥା ଅଭିନେତ୍ରୀ ସୋନମ କପୁର ସେଭଳି କିଛି କରିଛନ୍ତି। ନିଜର ପିଲାଦିନର ଏକ ଫଟୋକୁ ଇନଷ୍ଟାଗ୍ରାମରେ…
ବଲିଉଡ ଅଭିନେତ୍ରୀଙ୍କୁ ଇଡିର ଜେରା
ମୁମ୍ବାଇ: ଇଡିର ପଞ୍ଝାରେ ଫସୁଛନ୍ତି ଅନେକ ବଲିଉଡ୍ କଳାକାର। ନିକଟରେ କିଙ୍ଗଖାନ୍ଙ୍କ ପୁଅ ଆର୍ୟନ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଘଟଣା ଚର୍ଚ୍ଚାରେ ଥିବା ବେଳେ ନୋରା ଫତେହୀ ଓ ଜ୍ୟାକସିନଙ୍କୁ ମିଳିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍। ୨୦୦କୋଟିର…
ଏହି ୪ ମାମଲାରେ ମହିଳା ପୁରୁଷଙ୍କଠାରୁ ଆଗରେ; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ…
ଅକ୍ଷର ଆଉଟ୍, ଶାର୍ଦ୍ଦୁଳ ଇନ୍
ନୂଆଦିଲ୍ଲୀ,୧୪।୧୦: ଆସନ୍ତା ୧୭ରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍। ଏହାପୂର୍ବରୁ ଭାରତୀୟ ଟିମ୍ରେ ପରିବର୍ତ୍ତନ କରାଯାଇଛି। ବିସିସିଆଇ ୧୫ ଜଣିଆ ସ୍କ୍ବାର୍ଡରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଳ…
ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’
ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ…
“ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”: ଦିଲ୍ଲୀ ହାଇକୋର୍ଟ…
ନୂଆଦିଲ୍ଲୀ,୧୪।୧୦: ଜଣେ ମହିଳାଙ୍କୁ ପିଛା କରିବା ଏବଂ ତାଙ୍କ ମୁହଁରେ ଏସିଡ ଫିଙ୍ଗିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦାଖଳ କରାଯାଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, “ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”।…
Archives


