ରାଜଧାନୀ କ୍ୱିଭ୍‌ରେ ପଶିଲା ରୁଷିଆ ସେନା

କ୍ୱିଭ୍‌,୨୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷିଆର ଘନଘନ ଆକ୍ରମଣ କରୁଥିବାର ରାଜଧାନୀ କ୍ୱିଭ୍‌ରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ତେବେ ଶୁକ୍ରବାର ଅପରାହ୍ନରେ ରୁଷିଆ ସେନା କ୍ୱିଭ୍‌ରେ ପଶିଛି। ରୁଷିଆ ସେନା ଆଜି ୬ ଥର ମିଶାଇଲ୍‌ ଆକ୍ରମଣ କରିଛି। ମିସାଇଲ ମାଡରେ ପୂରା ରାଜଧାନୀ ଥରିବାରେ ଲାଗିଛି।
ରୁଷିଆ ପୁଣି ଥରେ ୟୁକ୍ରେନ ସୈନିକମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡିବାକୁ ଚେତାବନୀ ଦେଇଛି। ତେବେ ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିଦେଇଛି। ଏହା ପରେ ରୁଷିଆ ରାଜଧାନୀ କ୍ୱିଭ୍‌ ଉପରେ ଏୟାର ଷ୍ଟ୍ରାଇକ କରିଛି। ତେବେ ସୀମାରେ ରୁଷିଆ ପ୍ରାୟ ୨ ଲକ୍ଷ ସୈନ୍ୟକୁ ଏକାଠି କରିଥିବା ବେଳେ ୟୁକ୍ରେନ ନିଜର ସୁରକ୍ଷା ପାଇଁ ମାତ୍ର ୬୦ ହଜାର ସୈନ୍ୟଙ୍କୁ ଠୁଳ କରିଛି। ଫଳରେ ରୁଷ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରି ପୂରା ୟୁକ୍ରେନକୁ ଦଖଲ କରି ନେବାର ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ...

ପୃଥିବୀରେ ବୃହତ ଯୁଦ୍ଧର ଆଶଙ୍କା, ବିନାଶ ସମ୍ପର୍କରେ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ…

ଜେନେଭା,୮।୨ : ପୃଥିବୀ ଏବେ ବିନାଶ ମୁହାଁ ହେବାରେ ଲାଗିଛି। ପୃଥିବୀରେ ବୃହତ ଯୁଦ୍ଧର ଆଶଙ୍କା ସମ୍ପର୍କରେ ଜାତିସଂଘ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଚେତାବନୀ...

ରୁଷିଆର ପଛଘୁଞ୍ଚା ସଙ୍କେତ

କିଭ୍‌/ମସ୍କୋ,୨୬ା୩: ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ପାଶ୍ଚାତ୍ୟର ନେତାମାନେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ସପକ୍ଷରେ ଏକାଠି ହୋଇ ଜରୁରୀ ସମ୍ମିଳନୀ କରିବାର ଦିନକ ପରେ ଏହାର ସୁଫଳ ଦେଖିବାକୁ...

ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କଲେ ସୈନ୍ୟ ବାହିନୀ: ୫୧ ଜଣଙ୍କ ମୃତ୍ୟୁ

ନାପିତଓ୍ବ,୧୫।୩: ମ୍ୟାନ୍‌ମାରରେ ସୈନ୍ୟ ବାହିନୀ ଦ୍ୱାରା କ୍ଷମତା ଦଖଲ କରାଯିବା ପରେ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରବିବାର ଉତ୍ୟକ୍ତ...

ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୧୦୦ ଟପିଲା, ୧୫୦୦ ଭାରତୀୟଙ୍କୁ ନେଇ ବଢ଼ିଲା ଚିନ୍ତା…

ରାବତ,୧୧।୯: ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୨୨କୁ ବୃଦ୍ଧି ପାଇଛି। ଏଥିସହ ୨,୦୫୯ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧,୪୦୪ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।...

ଦୋନେସ୍କରେ ରୁଷିଆର ଆକ୍ରମଣକୁ ଦେଖି ୩.୫ ଲକ୍ଷ ଲୋକଙ୍କୁ ଅଞ୍ଚଳ ଛାଡିବାକୁ ଦିଆଯାଇଛି ସୂଚନା

କ୍ୱିଭ,୭ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଦେଇ ଗତି କରୁଛି । ଲୁହାନସ୍କ ଉପରେ କବଜା କରିବା ପରେ ଏବେ ରୁଷିଆ ସେନା...

ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ଲମ୍ବର ମ୍ୟାନ୍‌, ଆଉ ତା’ ପରେ…

ଲଣ୍ଡନ,୩ା୧୧: ବ୍ରିଟେନର ଜଣେ ମହିଳାଙ୍କ ବାଥ୍‌ରୁମ୍‌ରେ ଜଣେ ୫୭ ବର୍ଷୀୟ ପ୍ଲମ୍ବର ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହା ଦ୍ୱାରା ମହିଳାଙ୍କ ସମସ୍ତ ବାଥ୍‌ରୁମ୍‌ ଦୃଶ୍ୟ ଏହି...

ବିଦେଶରେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏଠାରେ ସେ ଅନେକ ଦେଶର ବଡ଼ ବଡ଼ ନେତାଙ୍କୁ...

Advertisement
Archives

Model This Week