ପାକିସ୍ତାନ ଅଧିନାୟକଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍ରେ ଚମକିବେ ଏହି ଦୁଇ ଖେଳାଳି
ଦୁବାଇ,୧୭।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍। ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଟିମ୍ ଦ୍ୱିତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ୟୁଏଇ ପହଞ୍ଚିସାରିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଇସିସି ପକ୍ଷରୁ ଆୟୋଜିତ ଖବରଦାତା…
ଲିଟର ପିଛା ୧୧୧ ଛୁଇଁଲା ପେଟ୍ରୋଲ ଦର
ନୂଆଦିଲ୍ଲୀ, ୧୭।୧୦: କ୍ରମାଗତ ଭାବେ ବଢ଼ିଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ରବିବାର ପୁଣି ତୈଳ ଦାମ ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ…
୨୪ ଘଣ୍ଟାରେ ୪୪୩ କରୋନା ପଜିଟିଭ୍ ଚିହ୍ନଟ; କେବଳ ୭୫ ପିଲା
ଭୁବନେଶ୍ୱର ୧୭।୧୦ : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦେଖାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…
ଏହି ଛୋଟ ବାଳକଙ୍କ ନୃତ୍ୟ ଦେଖି ବୋଲ୍ଡ ହେଲେ କୋହଲି; ଅସାଧାରଣ କହିବା ସହ…
ବମ୍ବେ: ‘ସୁପର ଡ୍ୟାନ୍ସର-୪’ ପ୍ରତିଯୋଗୀ ସଞ୍ଚିତ ଚନାନାଙ୍କ ପ୍ରଶଂସାରେ ଶତମୁଖ ହେଲେ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି। କ୍ରିକେଟର ସୋସିଆଲ ଆକାଉଣ୍ଟରେ ସଞ୍ଚିତଙ୍କ ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଏଥିସହ ଏକ ନୋଟ୍ରେ କହିଛନ୍ତି, ସେ ଅତି ସହଜରେ…
ଚର୍ଚ୍ଚରେ ବ୍ରିଟେନ୍ ଏମ୍ପିଙ୍କୁ ହତ୍ୟା
ଲଣ୍ଡନ, ୧୭ା୧୦: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ କଞ୍ଜରଭେଟିଭ୍ ପାର୍ଟିର ଏମ୍ପି ଡେଭିଡ୍ ଆମେସ୍ଙ୍କୁ ଶୁକ୍ରବାର ଏକ ଚର୍ଚ୍ଚରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ୬୯ ବର୍ଷୀୟ ଡେଭିଡ୍ ନିଜ ନିର୍ବାଚନମଣ୍ଡଳୀର ଲେହ-ଅନ୍-ସି ସହରରେ ଥିବା ଚର୍ଚ୍ଚରେ ଲୋକଙ୍କୁ ଭେଟୁଥିବାବେଳେ…
ଭାଇଜାନଙ୍କୁ ନିଜଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…
ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ଦର୍ଶକ ବେଷ ପସନ୍ଦ କରନ୍ତି। ଏହି ତାଲିକାରେ ‘ମେନ ପ୍ୟାର କିୟା’ ମଧ୍ୟ ଅନ୍ତର୍ଭୁକ୍ତ। ୧୯୮୯ ମସିହାରେ ସୋରାଜ ବର୍ଜାତ୍ୟାଙ୍କ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ସଲମାନ ଖାନ ଏବଂ…
ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା
ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ତେବେ ଜିଲା ପରିଷଦ ଆସନ ପାଇଁ ଚିଠା ସଂରକ୍ଷଣ ପ୍ରକାଶ…
ତଦନ୍ତ ଘେରରେ ସାଉଥସିଟି ହୋଟେଲ, ମୁଖ୍ୟ ଅଭିଯୁକ୍ତ କିଏ…
ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା ପାତ୍ରପଡ଼ାସ୍ଥିତ ସାଉଥ ସିଟି ହୋଟେଲ ଆଣ୍ଡ ବାର୍ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ହୋଟେଲ ଓ…
ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର ଥାନା ପୋଲିସ। ସେମାନେ ହେଲେ ଛତିଶଗଡ଼ର ମୋହନ ସୁଲାଙ୍କୀ(୫୦) ଓ ଘନଶ୍ୟାମ ସୁଲାଙ୍କୀ(୫୦)। ସେମାନଙ୍କଠାରୁ…
ତାଇୱାନ: ଚାଇନାଠାରୁ ବିପଦ ଆଶଙ୍କା, ଏଫ୍-୧୬ ଫାଇଟର ଜେଟର ଡେଲିଭରି ଯେତେଶୀଘ୍ର କରାଯାଉ
ତାଇପେ,୧୭ ।୧୦: ଚାଇନା ତାଇୱାନ ଉପରେ ଦାଦାଗିରି କରିବା କିଛି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ଚାଇନା ଲଗାତାର ଭାବେ ତାଇୱାନକୁ ଧମକ ଦେଇ ଆସୁଛି । ଏହାସହ ଚାଇନା ତାଇୱାନ ଉପରେ ଫାଇଟର ଜେଟ୍…
ଦୁଇ ଷଣ୍ଢ ଲଢ଼େଇ : ଭାଇରାଲ ଭିଡିଓ ଦେଖିଲେ…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇ ଷଣ୍ଢ ଲଢ଼େଇ ଲାଗୁଥିବା ଦେଖିବାକୁ ମିଳୁଛି। ଜଣେ ଜଣଙ୍କୁ…
କାହିଁକି ଭୁଲିହୁଏନି ପ୍ରଥମ ପ୍ରେମ …
କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ଯେତେ ପୁରୁଣା ହେଲେ ମଧ୍ୟ ଯେତେବେଳେ…
Archives


