Posted inଖେଳ

ଆସିଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ବ୍ୟାଙ୍ଗକକ୍‌,୭।୩ : ଗତ ଶୁକ୍ରବାର ପ୍ରାଣ ହରାଇଥିବା ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିଛି। ତାଙ୍କ ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ପ୍ରାକୃତିକ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୋମବାର ଥାଇଲାଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି।

ଓ୍ବର୍ନଙ୍କ ପରିବାରବର୍ଗଙ୍କୁ ବ୍ୟବଚ୍ଛେଦରୁ କ’ଣ ମିଳିଛି, ତାହା କୁହାଯାଇଛି। ସେମାନେ ଏହାକୁ ଗ୍ରହଣ କରିଛନ୍ତି। ତାଙ୍କ ମୃତଦେହକୁ ପରିବାର ବର୍ଗଙ୍କ ପାଖକୁ ଅଷ୍ଟ୍ରେଲିଆ ପଠାଇବା ଲାଗି ଅଷ୍ଟ୍ରେଲିଆନ କନସୁଲାର ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଡେପୁଟି ପୋଲିସ ପ୍ରବକ୍ତା କହିଛନ୍ତି।

“ଆଜି ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି। ସେଥିରେ ତାଙ୍କ ମୃତ୍ୟୁ ପଛର କାରଣ ସମ୍ପୂର୍ଣ୍ଣ ପ୍ରାକୃତିକ” ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ ୧୦୦ ଶତକ ରେକର୍ଡ ଭାଙ୍ଗିଲେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି କହିଲେ ସଚିନ୍‌

ତ୍ରିନିଦାଦ,୧୩।୮- ସ୍ଥାନୀୟ ପୋର୍ଟ ଅଫ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି।...

ଚାମ୍ପିୟନ୍ସ ଲିଗ୍‌: ୩୪ ବର୍ଷୀୟ ଗିରୋଡ୍‌ ଦେଲେ ୪ ଗୋଲ୍‌

ସେଭିଲି (ସ୍ପେନ୍‌), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍‌ସି ଷ୍ଟ୍ରାଇକର ଅଲିଭର ଗିରୋଡ୍‌। ସେଭିଲା...

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ...

ମୋଲେମା ୧୪ତମ ଷ୍ଟେଜ୍‌ ବିଜେତା

ପ୍ୟାରିସ, ୧୧|୭ : ନେଦରଲାଣ୍ଡ୍ସର ବାଉକେ ମୋଲେମା ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୪ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜେନେରାଲ କ୍ଲାସିଫିକେଶନରେ ଫ୍ରାନ୍ସର ଗୁଇଲାମ...

ବଲିଉଡ୍‌ରେ ଡେବ୍ୟୁ କରିବେ ଟିକ୍‌ ଟକ୍‌ ଷ୍ଟାର

ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ଜଣାଯାଉଥିବା ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଟିକ୍‌ ଟକ୍‌ ଷ୍ଟାର ଗୌରବ ଆରୋରା ଏବେ...

ଶ୍ରୀଲଙ୍କା ଟୁର୍‌ ଅଧାରୁ ଫେରିଲା ଇଂଲଣ୍ଡ

ଲଣ୍ଡନ, ୧୪ା୩ (ପି.ଟି.)-କରୋନା ଭାଇରସ୍‌ଜନିତ କାରଣରୁ ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ ଦଳ ଏହାର ଟୁର୍‌ ବାତିଲ କରିଛି। ଇଂଲଣ୍ଡ କ୍ରିକେଟ ଦଳ କଲମ୍ବୋଠାରେ...

୨୦୨୨ ଫିଫା ବିଶ୍ୱକପ: ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ ମ୍ୟାଚ

ଲଣ୍ଡନ, ୧୬।୭(ଏପି)- କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏ ମ୍ୟାଚ ଖେଳାଯିବ। ଗ୍ରୁପ ମ୍ୟାଚ ଗୁଡ଼ିକ ୧୨ଦିନଧରି ଚାଲିବ।...

ଚହଲଙ୍କ ଅଲୋଡ଼ା ରେକର୍ଡ

ବର୍ମିଂହାମ, ୧।୭(ପି.ଟି.)- ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ରବିବାର ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଏକ...

Advertisement
Archives

Model This Week