ବିଏମ୍ସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ, ନନ୍ଦନବିହାର
ଭୁବନେଶ୍ୱର,୭।୩(ବ୍ୟୁରୋ): କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ଚଳିତ ବର୍ଷ ପ୍ରଥମ ଥର ବିଏମସିର ୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି । ଏ ନେଇ ଅଞ୍ଚଳ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ନୂଆ ଅଞ୍ଚଳରେ ପାଖାପାଖି ୫…
ପୁଣି ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା, ପୋଷ୍ଟ ଶେୟାର କରି ଦେଲେ ସୂଚନା
ମୁମ୍ବାଇ: ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅସୁସ୍ଥ ହୋଇ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଫେବୃୟାରୀରେ ଐଶ୍ୱର୍ଯ୍ୟା କୋଭିଡ ସଂକ୍ରମଣ ହୋଇଥିଲେ , ଏବଂ ଚିକିତ୍ସା…
ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ
ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୨…
ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ
ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିିଲ୍ମ ‘ବଚ୍ଚନ ପାଣ୍ଡେ’ର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଖୁବ୍ ଉତ୍ସାହର ସହ ଏହାକୁ ଅପେକ୍ଷା ରଖିଛନ୍ତି । ଫିଲ୍ମଟି ରିଲିଜ୍…
ପୁଣି ମୁଣ୍ଡ ନେଲା କନାକୁଣ୍ଡ: ଇବ୍ ନଦୀରେ ବୁଡ଼ି ଚାଲିଗଲା ଜୀବନ
ସୁନ୍ଦରଗଡ଼,୭।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ଗାଁ ନିକଟ ଇବ୍ ନଦୀର କନାକୁଣ୍ଡ ଘାଟରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଜଣେ ଯୁବକ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ଯୁବକ ଜଣକ ବିହାର ପାଟଣାର ରୁପେଶ…
ଝାନ୍ସୀକୁ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ନାମରେ ଜାଣିିବା ଉଚିତ୍: କୋର୍ଟ
ଝାନ୍ସୀ ୭।୩: ଝାନ୍ସି ରେଳ ଷ୍ଟେସନର ନାମ ବଦଳାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ସୋମବାର ନିଜର ମନ୍ତବ୍ୟ ରଖିଛନ୍ତି। ବ୍ରିଟିଶଙ୍କ ବିରୋଧ ଲଢ଼େଇରେ ରାଣୀ ଲକ୍ଷ୍ମୀବାଇ ଉଚ୍ଚ ବଳିଦାନ ଦେଇଥିଲେ।…
୧୧ତମ ବିବାହ ବାର୍ଷିକୀ ପାଳନ କଲେ ଅଲ୍ଲୁ ଅର୍ଜୁନ
ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପତ୍ନୀ ସ୍ନେହା ରେଡ୍ଡିଙ୍କ ସହ ୧୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଅଭିନେତା ତଥା ପୁଷ୍ପା ଫେମ ବିବାହ ବାର୍ଷିକୀ ଅବସରରେ କେକ କାଟୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି…
ଜେଲେନସ୍କିଙ୍କ ସହ ସିଧା କଥା ହେବାକୁ ପରାମର୍ଶ ଦେଲେ
ନୂଆଦିଲ୍ଲୀ,୭।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି ଆଲୋଚନା ବେଳେ ମୋଦି ୟୁକ୍ରେନର ସମି ସହରରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ଉପରେ ଗୁରୁତ୍ୱ ଦେଇଥିଲେ। ୟୁକ୍ରେନର…
ନିଲମ୍ବିତ ହେଲେ ଭାଜପାର ୩ ବିଧାୟକ
ହାଇଦ୍ରାବାଦ,୭।୩: ତେଲେଙ୍ଗାନା ବାଚସ୍ପତି ପୋଖରାମ ଶ୍ରୀନିବାସ ରେଡ୍ଡୀ ସୋମବାର ଭାଜପାର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଟି.ରାଜା ସିଂହ, ଏମ୍. ରଘୁନନ୍ଦନ ରାଓ ଏବଂ ଇତେଲା ରାଜେନ୍ଦର। ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ ଆଦେଶ…
ଅଲଗା ହେଲେ ପେମୀଯୁଗଳ, ପୋଷ୍ଟ ଶେୟାର କରି ଏମିତି ଲେଖିଲେ ଦିବ୍ୟା
ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ ଅନେକ ସମୟରେ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଯାଇଥିବା ସମସ୍ତଙ୍କୁ ଚକିତ କରିଛି । ନିକଟରେ ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦଙ୍କ ମଧ୍ୟରେ…
ସାଇବର କ୍ରାଇମରେ ତେଲେଙ୍ଗାନା ଲିଙ୍କ୍ : ରିମାଣ୍ଡରେ ଯିବେ ଅଭିଯୁକ୍ତ
ଭୁବନେଶ୍ୱର,୭।୩(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଦ୍ୱାରା ଧରାପଡିଥିବା ତିନି ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ରିମାଣ୍ଡରେ ନେବ । ଏ ନେଇ ତେଲେଙ୍ଗାନା ପୋଲିସର ଏକ ଟିମ୍ ଓଡ଼ିଶାରେ ପହଞ୍ଚିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ତେଲେଙ୍ଗାନା ପୋଲିସ କୋର୍ଟରେ ମଧ୍ୟ ଆବେଦନ କରିଛି ।…
ଧର୍ମ ସଙ୍କଟରେ ଦକ୍ଷିଣ ଆଫ୍ରିକା ଖେଳାଳି
ନୂଆଦିଲ୍ଲୀ,୭।୩ : ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ। ଏହି ସିଜନରେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଅଂଶଗ୍ରହଣ କରିବେ କି ନାହିଁ, ତାହା ଅନିଶ୍ଚିତତାରେ ଘେରି ହୋଇଯାଇଛି। କାରଣ ଦକ୍ଷିଣ ଆଫ୍ରିକା…

