Home Left

କାମ ଦେଲାନି ଚାଲ୍‌, ବନ୍ଧା ହେଲେ ରୂପେଶ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଘରେ ପଶି ମା-ଝିଅଙ୍କୁ ଛୁରାମାଡ଼ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଗୁରୁବାର ଗିରଫ ହୋଇଛନ୍ତି। ଲୁଟ୍‌ ପାଇଁ ରୂପେଶ ରଚିଥିବା ଚାଲ୍‌ କିଛି କାମ ଦେଲାନି। ଶେଷରେ ବନ୍ଧା ହେଲେ। ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସରଙ୍କ…

‘ପୂରା ଭାରତ ତୁମ ପଛରେ ଅଛି’

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୬ ରନ୍‌ରେ ସ୍କଟଲାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ସ୍କଟଲାଣ୍ଡ ଜିତିଥିଲେ, ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିପାରିଥାନ୍ତା। ତେବେ ମ୍ୟାଚ୍‌ ବେଳେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଥିଲା।…

ଧାନ ମଣ୍ଡିରୁ ମିଳିଲା ଯୁବକଙ୍କ ମୃତଦେହ

ଜୁନାଗଡ଼,୪।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରବାହାଲ ମଣ୍ଡିରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ସ୍ଥାନୀୟ ପୋଲିସ ଜବତ କରିଛି। ସେ ହେଲେ ମାଲପଡାର ସୁବ୍ରତ ତାଣ୍ଡି(୩୦)। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ…

ସଫଳତା ପାଇଁ କୋହଲିଙ୍କ ଭୋକ ଅବିଶ୍ୱାସନୀୟ: ହିଟ୍‌ମ୍ୟାନ୍‌

ଆବୁଧାବି,୪।୧୧: ଅନେକ ଥର ଭାରତୀୟ ଟିମ୍‌ର ଓପନର୍‌ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲିଙ୍କ ଭିତରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ଚର୍ଚ୍ଚା ହୋଇଥାଏ। ଏଯାବତ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ…

୬ରେ ଗଜପତି ବନ୍ଦ ଡାକରା

ପାରଳାଖେମୁଣ୍ଡି,୪।୧୧(ଡି.ଏନ୍‌.ଏ.): ଆସନ୍ତା ୬ ତାରିଖ  ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପାରଳା ବିଧାୟକ ତଥା ଜିଲା ଭାଜପା ସଭାପତି କେ ନାରାୟଣ ରାଓ…

ରୋହିତଙ୍କ ବଡ଼ ବୟାନ

ଆବୁଧାବି,୪।୧୧: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୁଧବାର ଭାରତ ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଓପନର ରୋହତି ଶର୍ମା ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା।…

ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ଏହି ଜବରଦସ୍ତ କ୍ୟାଚ୍‌; ଫିଟ୍‌ନେସ ପ୍ରଶ୍ନ ଉପରେ…

ଆବୁଧାବି,୪।୧୧: ଟିମ୍‌ ଇଣ୍ଡିଆ ବୁଧବାର ଖେଳିଥିବା ଟି୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଆଫଗାନିସ୍ତାନକୁ ଦଳ ସୁପର-୧୨ ରାଉଣ୍ଡରେ ୬୬ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। କିଛି…

ଧାନଫସଲ ନଷ୍ଟ କଲେ ହାତୀପଲ

ଢେଙ୍କାନାଳ ଅଫିସ,୪ା୧: ଢେଙ୍କାନାଳ ସଦର ବ୍ଲକ ନୂଆଗାଁ ଏବଂ ଗୋଡ଼ି ସାହିରେ ଗୁରବାର ସକାଳେ ୪୦ ହାତୀ ପଶି ଉପଦ୍ରବ ଘଟାଇଛନ୍ତି। କ୍ଷେତରେ ପଶି ଦଳଚକଟି ଏକର ଏକର ଧାନଫସଲ ନଷ୍ଟ କରିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ…

ପୁଅ ସହ ଖେଳୁଛନ୍ତି ସୈଫ୍‌, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଦୀପାବଳି ଅବସରରେ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୈଫ୍‌ ଅଲ୍ଲୀ ଖାନ୍‌ ଛୋଟ ନବାବ ସହ ଖେଳୁଥିବା ନଜର ଆସିଛନ୍ତି। କରୀନା ଦୀପାବଳି ଅବସରରେ ପରିବାର ସହ ଫଟୋ ଶେୟାର…

ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ପ୍ରଭାସ, କରିଥିଲେ ଏମିତି କାମ

ବମ୍ବେ: ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଅନ୍‌ସ୍କ୍ରିନ୍‌ କପଲ୍‌ ହେଲେ ଅନୁଷ୍କା ସେଟ୍ଟୀ- ପ୍ରଭାସ। ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ସେ। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତୁଥିବାରୁ ବାସ୍ତବ ଜୀବନରେ ବି ସେମାନେ ବିବାହ କରନ୍ତୁ ବୋଲି ପ୍ରଶଂସକ…

ପାରିବାରିକ କଳହ ହେଲା ଅସହ୍ୟ: ଏଭଳି ଚରମ ନିଷ୍ପତ୍ତି ନେଲେ ବୃଦ୍ଧ ଦମ୍ପତି

ସମ୍ବଲପୁର,୪।୧୧(ବ୍ୟୁରୋ): ପାରିବାରିକ କଳହ ହେଲା ଅସହ୍ୟ। ଶେଷରେ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଲେ ଦମ୍ପତି। ବିଷ ପିଇ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର…

ମାଟିକୁ ମସଲା ପରି ବ୍ୟବହାର କରନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ…

ଦୁନିଆର ବିଭିନ୍ନ ଦେଶରେ ଲୋକଙ୍କ ଖାଇବା ଅଭ୍ୟାସ ଭିନ୍ନ ଅଟେ। ଏହା ସହିତ ଲୋକମାନେ ରୋଷେଇରେ ମଧ୍ୟ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri