ଆଜି ନକଲି ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବୁଧବାର ପଲିଗ୍ରାଫ ଟେଷ୍ଟ ହେବ । ପୋଲିସ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି । ସେ କିଭଳି ଠକେଇ କରୁଥିଲେ? ଏ ନେଇ ପରିବାର ଛଡ଼ା ଆଉ କେଉଁମାନେ ତାଙ୍କର ସହଯୋଗୀ ଥିଲେ ? ତାଙ୍କ ପ୍ରେମ ଜାଲରେ ୧୮ ସ୍ତ୍ରୀ କିଭଳି ପଡିଥିଲେ? ଏସବୁ ଦିଗକୁ ନେଇ ମହିଳା ଥାନା ପୋଲିସ ପ୍ରଶ୍ନ କରିବ।
ଅନ୍ୟପଟେ ମଙ୍ଗଳବାର ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀଙ୍କୁ ପିଙ୍କ ଟିମ ମାରାଥନ ଜେରା କରିଛି । ୧୯୮୨ରେ ରମେଶ ପ୍ରଥମେ ଶାନ୍ତିଲତା ସ୍ବାଇଁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତିି । ୩ ଜଣ ରାଜ୍ୟ ବାହାରେ ଡାକ୍ତର ଅଛନ୍ତି। ରମେଶର ଠକେଇ ଟଙ୍କାରେ ତିନି ଜଣ ପାଠ ପଢିଥିବା ପୋଲିସ ଜାଣିବାକୁ ପାଇଛି। ସାମୀଙ୍କ ବାବଦରେ ପୋଲିସ ଯାହା ଚାହିଁବ ସେଦିଗରେ ସହଯୋଗ କରିବେ ବୋଲି ପ୍ରଥମ ପତ୍ନୀ କହିଛନ୍ତି । ତେବେ ପ୍ରଥମ ସ୍ତ୍ରୀ ଙ୍କଠାରୁ ମିଳିଥିବା ତଥ୍ୟକୁ ନେଇତାଙ୍କୁ ପ୍ରଶ୍ନ କରାଯିବ । ଗିରଫକୁ ମାସେ ପୁରିଥିଲେ ମଧ୍ୟ ଠକେଇରେ ସାମିଲ ଥିବା ଦ୍ୱିତୀୟ ସ୍ତ୍ରୀ , ଭିଣୋଇ ଓ ଡ୍ରାଇଭର ଫେରାର ଥିବାରୁ ସେମାନଙ୍କୁ ଧରିବାରେ ବିଫଳ ପୋଲିସ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଝଡ଼ ସତର୍କତା: ଜିଲାର ୬୪ ଗ୍ରାମର ଅଧିବାସୀ ସ୍ଥାନାନ୍ତର ହେବେ

କେନ୍ଦ୍ରାପଡ଼ା ଅଫିସ, ୧୮ା୫: ସାମୁଦ୍ରିକ ଝଡ ଅମ୍ଫନ୍‌କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲାର ୬୪ଟି ସୁନାମି ପ୍ରବଣ ଗ୍ରାମର ଅଧିବାସୀଙ୍କୁ ସ୍ଥାନାନ୍ତର...

ଚକ୍‌ଖଡ଼ିରେ କ୍ଷୁଦ୍ର ରଥ

ଫୁଲବାଣୀ ଅଫିସ୍‌, ୮ା୧୧: କନ୍ଧମାଳ ଜିଲାର ଏନ୍‌. ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ ଦ୍ୱାରା ଚକ୍‌ ଖଡ଼ିରେ ଖୋଦିତ ଜଗନ୍ନାଥଙ୍କ କ୍ଷୁଦ୍ରାକୃତି ରଥ ଏସିଆ ବୁକ୍‌ ଅଫ...

ପଦ୍ମପୁର ଜନାଦେଶ: ବହୁମତରେ ବାଜି ମାରିଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଅନ୍ତିମ ୨୩ ରାଉଣ୍ଡ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌...

ବଢ଼ିପାରେ ପେଟ୍ରୋଲ ଡିଜେଲ ଦର

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଜିଠୁ ପେଟ୍ରୋଲ ଓ ଡିଜେଲ ଦର ବଢିପାରେ । ୫ ରାଜ୍ୟର ନିର୍ବାଚନ ପରେ ପୁଣି ପେଟ୍ରୋଲ ଡିଜେଲ ଦର ଏକାଥରକେ ୧୫ ଟଙ୍କା...

ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା; ମହିଳାଙ୍କୁ ୫୦% ଆସନ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ସାନି ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପୂର୍ବରୁ ଥିବା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରାଯାଇଛି।...

ହୋଲିରେ ଗଡ଼ିଲା ମୁଣ୍ଡ

ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ...

ବଢ଼ିବ ଟ୍ରମା କେୟାରର ଶକ୍ତି

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର କମାଇବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ସରକାର ଟ୍ରମା ଚିକିତ୍ସା...

କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର...

Advertisement
Archives

Model This Week