ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀ

କାବୁଲ,୧୮।୩: ଦୀର୍ଘ ମାସ ପରେ ସ୍କୁଲକୁ ଫେରିବେ ଆଫଗାନିସ୍ତାନ ଛାତ୍ରୀମାନେ। ଆସନ୍ତା ସପ୍ତାହରେ ହାଇସ୍କୁଲ ଖୋଲିଲା ବେଳେ ଛାତ୍ରୀମାନଙ୍କୁ ସ୍କୁଲ ଫେରିବାକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯିବ। ଏ ନେଇ ଜଣେ ଶିକ୍ଷା ଅଧିକାରୀ ମଙ୍ଗଳବାର କହିଛନ୍ତି।

“ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି। କିନ୍ତୁ ଛାତ୍ରୀମାନଙ୍କ ପାଇଁ କିଛି ଶର୍ତ୍ତ ରଖାଯାଇଛି। ସମସ୍ତ ଛାତ୍ରୀମାନଙ୍କୁ ଛାତ୍ରମାନଙ୍କଠାରୁ ଅଲଗା ଶିକ୍ଷା ନେବାକୁ ପଡ଼ିବ। କିଛି ଗ୍ରାମିଣ ଅଞ୍ଚଳରେ ଶିକ୍ଷୟିତ୍ରୀଙ୍କ ଅଭାବ ରହିଛି। ସେଭଳି କ୍ଷେତ୍ରରେ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ବୃଦ୍ଧ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଅଜିଜ ଅହମ୍ମଦ ରାୟାନ କହିଛନ୍ତି।

ଗତବର୍ଷ ସରକାର ପ୍ରତିଷ୍ଠା କରିଥିବା ତାଲିବାନକୁ ଏପର୍ଯ୍ୟନ୍ତ କୌଣସି ଦେଶ ପକ୍ଷରୁ ମାନ୍ୟତା ମିଳିନାହିଁ। ଏଥିଲାଗି ତାଲିବାନ ଆଗରେ ପକ୍ଷରୁ ଅନେକ ଦାବି ରଖିଥିଲା ଅନ୍ତର୍ଜାତୀୟ ସମ୍ପ୍ରଦାୟ। ଦାବିଗୁଡ଼ିକ ମଧ୍ୟରେ ଛାତ୍ରୀ ଏବଂ ମହିଳାଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦେବା ପ୍ରମୁଖ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ପଜିଟିଭ ଆସିଲା ଟେଷ୍ଟ ରିପୋର୍ଟ

ସାନ ଡିଏଗୋ (କାଲିଫର୍ନିଆ), ୩୦।୧୨: କୋଭିଡ୍‌-୧୯ ଭାଇରସର ମୁକାବିଲା ପାଇଁ ଅନୁମତି ପାଇଥିବା ଫାଇଜର ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଆମେରିକାର କାଲିଫର୍ନିଆର ଦକ୍ଷିଣାଞ୍ଚଳରେ...

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ...

ଜର୍ମାନୀ ଏବେ ବି ଦଖଲରେ, ସ୍ବତନ୍ତ୍ର ନିଷ୍ପତ୍ତି ନେବାକୁ ଅସମର୍ଥ, ନର୍ଡ ଷ୍ଟ୍ରିମ ପାଇପଲାଇନ ବିସ୍ଫୋରଣରେ ଆମେରିକାର ହାତ: ପୁଟିନ…

ମସ୍କୋ,୧୫।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ସେ ଦାବି କରିଛନ୍ତି ଯେ ଜର୍ମାନୀ ଏବେବି ଦଖଲରେ ଅଛି...

ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ଓ୍ବାଶିଂଟନ,୩୦ା୬: ଆମେରିକା ସଂସଦରେ ଭାରତରେ କୋଭିଡ-୧୯ର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତାବ ପାରିତ ହୋଇ ଭାରତକୁ ତୁରନ୍ତ ସହାୟତା କରିବାକୁ ବାଇଡେନ ପ୍ରଶାସନକୁ...

ହାରିସ୍‌ଙ୍କୁ କରୋନା

ଓ୍ବାଶିଂଟନ୍‌, ୨୭ା୪: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ତାଙ୍କ ପ୍ରେସ୍‌ ସେକ୍ରେଟାରୀ କ୍ରିଷ୍ଟେନ ଆଲେନ୍‌ ଏକ ବିବୃତିରେ ଜଣାଇଛନ୍ତି।...

ଥରିଲା ତାଇଓ୍ବାନ

ତାଇପେ,୧୮।୪: ଉତ୍ତର ପଶ୍ଚିମ ତାଇଓ୍ବାନରେ ଏକ ବଡ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। ଏହାର କେନ୍ଦ୍ରସ୍ଥଳ ହାଓଲିନ...

ଛୋଟପିଲାଙ୍କ ପ୍ଲେ ସ୍କୁଲ ଉପରେ ଖସିଲା ହେଲିକପ୍ଟର: ଗୃହମନ୍ତ୍ରୀଙ୍କ ସମେତ ୧୬ ମୃତ…

କିଭ୍‌,୧୮।୧ : ୟୁକ୍ରେନର ରାଜଧାନୀ କିଭ୍‌ରେ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ମିଡିଆ ରିପୋର୍ଟ...

Advertisement
Archives

Model This Week