ଆଜି ବାର ଆସୋସିଏଶନର ନିର୍ବାଚନ, ଅପରାହ୍ନରେ ଫଳାଫଳ

କଟକ ଅଫିସ, ୨୬।୩: ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ରାଜ୍ୟର ୧୫୧ଟି ବାର ଆସୋସିଏଶନରେ ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର ୪୦ ଜଣ ଆଇନଜୀବୀ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଷ୍ଟେଟ ବାର କାଉନସିଲ ପକ୍ଷରୁ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି । ସକାଳ ୮ଟା ରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳ ଘୋଷଣା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷରେ ମା’ ଶ୍ୟାମାକାଳୀଙ୍କ ପଥର ମୂର୍ତ୍ତି ପୂଜା, ସନ୍ଧ୍ୟାରେ ଜମିବ ମହୋତ୍ସବର ଆସର

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ…

ଦୀପାବଳିରେ ସୃଷ୍ଟି ହେବ ବୁଧାଦିତ୍ୟ ରାଜଯୋଗ, ୪ ରାଶିକୁ ପ୍ରଚୁର ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତୁଳା ରାଶିରେ ବୁଧ ଓ ସୂର୍ଯ୍ୟଙ୍କ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୪ଟି ରାଶି ପାଇଁ…

ମହମ୍ମଦ ସାମିଙ୍କୁ ମିଳିଲା ନାହିଁ ସମ୍ମାନ? ଅବସର ଘୋଷଣା ପରେ କଡ଼ା କଥା କହିଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୮ା୧୧: ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ଏକ ନୂତନ ପରିଚୟ ଦେଇଥିବା ଅଭିଜ୍ଞ ପେସର୍ ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏକ ସୋସିଆଲ…

ପ୍ରଦୂଷଣ ବଳୟରେ ଦିଲ୍ଲୀ-ଏନସିଆର, ଆଜି ରାତି ସୁଦ୍ଧା ସ୍ଥିତି ହେବ ଆହୁରି ଖରାପ

ନୂଆଦିଲ୍ଲୀ,୮ା୧୧: ଦୀପାବଳି ରାତି ଅର୍ଥାତ୍‌ ରବିବାର ଦିଲ୍ଲୀର ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା କରାଯାଉଛି। ଶନିବାର ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜାଳିବା ଘଟଣା ଋତୁର…

SRH-ର ରିଲିଜ ତାଲିକାରେ ୩ ଜଣଙ୍କ ନାମ ଆଗରେ ରହିବ; ଦୁଇଥର ‘ପର୍ପଲ କ୍ୟାପ’ ଜିତିଥିବା ଖେଳାଳିଙ୍କୁ ଦଳରୁ ବିଦା!

ନୂଆଦିଲ୍ଲୀ,୮।୧୧: IPL 2027 ମିନି-ନିଲାମର ତାରିଖ ପାଖେଇ ଆସୁଛି। ସମସ୍ତ ୧୦ଟି ଦଳକୁ ନଭେମ୍ବର ୧୭ ତାରିଖ ସୁଦ୍ଧା ନିଜ ନିଜର ‘ରିଟେନସନ ତାଲିକା’ (ଦଳରେ ରଖାଯିବାକୁ…

ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା; ଜୈସୱାଲଙ୍କ ଶତକ ପରେ ଚମକିଲେ ସୁନ୍ଦର-ତିଲକ

ନୂଆଦିଲ୍ଲୀ,୮।୧୧: ତୃତୀୟ ଅଣ-ଅଫିସିଆଲ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା, ନ୍ୟୁଜିଲ୍ୟାଣ୍ଡ ନିଜର ପ୍ରଥମ ଇନିଂସରେ…

ବନ୍ୟାର ଅନ୍ଧକାରରେ ଦୀପାବଳିର ଆଲୋକ ବାଣ୍ଟିଲେ ଜିଲାପାଳ, ବିପନ୍ନଙ୍କ ଘରେ ପହଞ୍ଚି…

ପୁରୁଷୋତ୍ତମପୁର,୮ା୧୧(ସବିତା ମିଶ୍ର): ବନ୍ୟା ଛଡ଼ାଇ ନେଇଛି ସର୍ବସ୍ବ, ହେଲେ ଛଡ଼ାଇ ପାରିନି ଦୀପାବଳିର ଆଲୋକ। ବନ୍ୟାର ଦୁଃଖରେ ବୁଡ଼ି ରହିଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବାକୁ ଗଞ୍ଜାମ…

ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ PM: କହିଲେ, “ନକ୍ସଲବାଦର ଅନ୍ତ ଘଟିଛି, କିନ୍ତୁ …

ରାୟପୁର/ନୂଆଦିଲ୍ଲୀ,୮ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଦୀପାବଳି ଅବସରରେ ଛତିଶଗଡର ବସ୍ତର ପହଞ୍ଚି ସୁରକ୍ଷାବଳର ଯବାନମାନଙ୍କ ଗହଣରେ ଆଲୋକର ପର୍ବ ପାଳନ କରିଛନ୍ତି। ନକ୍ସଲବାଦର ଅନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?