ମକା ଖାଇଲେ ଦୂର ହୁଏ ଏସବୁ ସମସ୍ୟା
ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି ନିଅନ୍ତୁ। ଏଥିରେ ମହୁ କିମ୍ବା ଚିନି ମିଶାଇ ସେବନ କରନ୍ତୁ। ଯାହାକି କିଡ୍ନୀ ରୋଗକୁ…
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେଉଁଠି, କେମିତି ଦେଖିବେ ମ୍ୟାଚ୍
ଜୟପୁର,୧୯।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ଜୟପୁରର ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା ଭାରତ।…
ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍ ୟୁନିଭର୍ସ ହୋଇଥିଲେ ସୁସ୍ମିତା
ମୁମ୍ବାଇ: ଆଜି ହେଉଛି ଭାରତର ପ୍ରଥମ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଜନ୍ମଦିନ। ଆଜି ସେ ତାଙ୍କର ୪୬ତମ ଜନ୍ମଦିବସ ପାଳୁଛନ୍ତି। ୧୯୭୫ ମସିହା ନଭେମ୍ବର ୧୯ରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ସୁସ୍ମିତା। ମାତ୍ର ୧୮ ବର୍ଷ ବୟସରେ ସେ…
ବଲିଉଡ୍ର ସବୁଠୁ ହ୍ୟାଣ୍ଡସମ୍ ହିରୋ କିଏ ଜାଣନ୍ତି
ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ସଲମାନ ଖାନଙ୍କ ମଧ୍ୟରେ ସ୍ବତନ୍ତ୍ର ସମ୍ପର୍କ ରହିଛି। ଧର୍ମେନ୍ଦ୍ରଙ୍କ ପ୍ରତି ସଲମାନଙ୍କର ବହୁତ ସମ୍ମାନ ରହିଛି। ରଣଭୀର ସିଂଙ୍କ ଶୋ’ ‘ବିଗ ପିକ୍ଚର୍’ର ମଞ୍ଚରେ ପହଞ୍ଚି ଧର୍ମେନ୍ଦ୍ରଙ୍କ ପ୍ରତି ସେ ନିଜର ପ୍ରେମ ବ୍ୟକ୍ତ…
ସୁସ୍ବାସ୍ଥ୍ୟ ପାଇଁ ପରିମଳ
ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ…
ଭଙ୍ଗା ହୃଦୟରେ ଲେଖିଥିବା କବିତା ୩ କୋଟି ୮୯ ଲକ୍ଷ ଟଙ୍କାରେ ବିକ୍ରି
କୁହାଯାଏ ଯେ, ବେଳେବେଳେ ହୃଦୟର ଯନ୍ତ୍ରଣା ତୁମର ମୂଲ୍ୟ ବଢାଇଥାଏ। ଲଣ୍ଡନର ବାସିନ୍ଦା ଆର୍କ ହେଡ୍ସଙ୍କ ସହ ସମାନ ଘଟଣା ଘଟିଛି। ଛାଡପତ୍ରର ଦୁଃଖ ତାଙ୍କ ଜୀବନରେ ଏପରି ଭାବରେ ଆସିଲା ଯେ ସେ ପ୍ରସିଦ୍ଧ ହୋଇଗଲେ। ତାଙ୍କ ଭାବନାକୁ ପ୍ରକାଶ…
ସମୟର ଆହ୍ବାନ ଲିଙ୍ଗଗତ ସମାନତା
ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସିବା ସ୍ବାଭାବିକ। ସମସ୍ୟାର ସମାଧାନର ପଥ ଖୋଜିବା ବେଶ୍ ଗୁରୁତ୍ୱପୂର୍ଣ୍ଣ। ପୁରୁଷମାନଙ୍କ କ୍ଷେତ୍ରରେ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସଚେତନତା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ…
‘ଶତ୍ରୁଙ୍କୁ ବି ରୋକାଯିବା ଉଚିତ ନୁହେଁ’
ଚଣ୍ଡିଗଡ଼,୧୯।୧୧: ପଞ୍ଜାବର ବିରୋଧୀ ଏଏପି ବିଧାୟକଙ୍କୁ ଶୁକ୍ରବାର ଗୁରପୁରବ ଅବସରରେ ପାକିସ୍ତାନର କର୍ତାରପୁର ସାହିବ ଗୁରଦ୍ୱାରା ଯିବା ପାଇଁ ଅନୁମତି ଦିଆଯାଇ ନାହିଁ। ଏ ସମ୍ପର୍କରେ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ୍ କରି ଲେଖିଛନ୍ତି, ଏଭଳି…
ଆରମ୍ଭରୁ ଖସିଲା ପେଟିଏମ୍ ଶେୟାର
ମୁମ୍ବାଇ, ୧୯।୧୧: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍ର ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ)ର ଶୁଭାରମ୍ଭ ପ୍ରଭାବିତ ରହିଛି। କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିବା ପରଠାରୁ ଏହାର ଷ୍ଟକ୍ ପ୍ରାୟ ୨୭% ଖସିଛି। କମ୍ପାନୀ ୧୮,୩୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ଏହା…
ଆହୁରି ଖସିବ ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ,୧୮।୧୧: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ କମ୍ କରିଛନ୍ତି। ଏହା ପରେ ରାଜ୍ୟଗୁଡ଼ିକ ମଧ୍ୟ କିଛି କିଛି ପରିମାଣରେ ଭାଟ୍ କମାଇଛନ୍ତି।…
ବଳାତ୍କାରୀଙ୍କୁ ନପୁଂସକ କରାଯିବ
ଇସ୍ଲାମାବାଦ, ୧୮।୧୧: ଏକାଧିକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଅଭ୍ୟାସଗତ ବଳାତ୍କାରୀଙ୍କୁ କେମିକାଲ କାଷ୍ଟ୍ରାଶନ (ରାସାୟନିକ ପଦ୍ଧତି) ଜରିଆରେ ନପୁଂସକ କରାଯାଇପାରେ। ବାଳତ୍କାରୀଙ୍କୁ ଶୀଘ୍ର ଦୋଷୀ ସାବ୍ୟସ୍ତ କରିବା ଓ କଠୋର ଦଣ୍ଡଦେବା ଲକ୍ଷ୍ୟରେ ପାକ୍ ପାର୍ଲାମେଣ୍ଟ ଗୁରୁବାର…
କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ
ଭୁବନେଶ୍ୱର,୧୮।୧୧ (ବ୍ୟୁରୋ): ଶତାବ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ ଶୁକ୍ରବାର ସଂଗଠିତ ହେବ। ଭାରତୀୟ ସମୟ ସକାଳ ୧୧ଟା ୩୨ରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହିତ ଗ୍ରହଣ ଆରମ୍ଭ ହେବ। ପରେ ମଧ୍ୟାହ୍ନ ୧୨ଟା ୪୮ରେ ଚନ୍ଦ୍ର ଛାୟାରେ ପ୍ରବେଶ…
Archives


