ବେଶ ଆରାମରେ କୁକୁରର କ୍ଷୀର ପିଉଛି ଶୁଆ, ଚକିତ କରିବ ଭିଡିଓ
ସୋସିଆଲ ମିଡିଆରେ କେତେବେଳେ କ’ଣ ଦେଖିବାକୁ ମିଳିବ ସେ ନେଇ କହିବା କଷ୍ଟକର। କାରଣ ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖିବାକୁ ମିଳେ ଯାହା କଳ୍ପନା ବାହାରେ। ଆଜିକାଲି ପଶୁମାନଙ୍କ ବିଷୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ଚକିତ କରୁଛି।…
ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୧୯।୧୧: ପୌରାଞ୍ଚଳ ସରବାହାଲଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚିତ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ…
ଅଫ୍ଲାଇନରେ ହେବ ସିବିଏସ୍ଇ, ସିଆଇଏସ୍ସିଇ ପରୀକ୍ଷା
ନୂଆଦିଲ୍ଲୀ, ୧୯।୧୧(ପି.ଟି.):ସିବିଏସ୍ଇ ଏବଂ ଆଇସିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହାଇବ୍ରିଡ୍ କିମ୍ବା ଭର୍ଚୁଆଲ ମୋଡ୍ରେ କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନସିଲ୍ ଫର୍…
କୃଷି ଆଇନରେ ଥିଲା କ୍ରାନ୍ତିକାରୀ ପରିବର୍ତ୍ତନର କ୍ଷମତା: କୃଷିମନ୍ତ୍ରୀ
ନୂଆଦିଲ୍ଲୀ,୧୯ ।୧୧: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କୃଷକ ବିରୋଧ କରିବାର ପାଖାପାଖି ଦେଢ ବର୍ଷ ପରେ କେନ୍ଦ୍ର ସରକାର ଏହାକୁ ଫେରାଇ ନେଇଛନ୍ତି । ଶୁକ୍ରବାର ଏହାକୁ ଫେରାଇ ନେବା କଥା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭାଜପାରେ ଯୋଗଦେଲେ ସଞ୍ଜୀବ ସାହୁ
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି ।…
ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ ଏହି ଷ୍ଟାର କ୍ରିକେଟର; ଆର୍ସିବି ସହ ବି ଯାତ୍ରା ସମାପ୍ତ
ନୂଆଦିଲ୍ଲୀ,୧୯।୧୧: ଦକ୍ଷିଣ ଆଫ୍ରିକା ଷ୍ଟାର୍ କ୍ରିକେଟର ଏ ବି ଡିଭିଲିୟର୍ସ ଖେଳର ସବୁ ଫର୍ମାଟକୁ କହିଛନ୍ତି ଅଲ୍ବିଦା। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ହେଲେ ସେ ଆଇପିଏଲ୍ ସହ ଅନ୍ୟ ସମସ୍ତ ଘରୋଇ ଟୁର୍ନାମେଣ୍ଟ ଖେଳୁଥିଲେ। ଶୁକ୍ରବାର…
ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୮୯ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା ବେଳେ ଗଞ୍ଜାମରୁ…
ବନ୍ଧାହେଲେ କୋଟିପତି ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଗୁରୁବାର ଋଷିନାଥଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଋଷିନାଥଙ୍କ ଘର ସମେତ…
ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଆଜି ଯୁକ୍ତ ଦୁଇ ଅଫ୍ଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚ୍ଏସ୍ଇର ଅନୁସାରେ, www.orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ।…
ରାସ୍ତାମଝିରେ କ୍ୟାବ୍ ଡ୍ରାଇଭରଙ୍କୁ ଚାପୁଡ଼ା, ବିଧା
ଆପଣ ନିଶ୍ଚିତ ଭାବେ ସୋସିଆଲ ମିଡିଆରେ ଉତ୍ତେଜନା, ମାର୍ପିଟ୍ର ଭିଡିଓ ଦେଖିଥିବେ। ହେଲେ ମହିଳାଙ୍କ ଦ୍ୱାରା ମାଡ଼ ମରାଯିବାର ଭିଡିଓ କ୍ୱଚିତ୍ ଦେଖାଯାଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ମହିଳା କ୍ୟାବ୍ ଡ୍ରାଇଭରକୁ ଚାପୁଡ଼ା…
ଗାଜିପୁର ସୀମାରେ ଜିଲାପି ଖାଇ ଖୁସି ମନାଇଲେ କୃଷକ
ଗାଜିପୁର,୧୯ ।୧୧: କେନ୍ଦ୍ର ସରକାର ଫେରାଇ ନେଇଥିବା ୩ କୃଷି ଆଇନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ସ୍ୱାଗତ କରିଛି । ମୋର୍ଚ୍ଚା କହିଛି ଉଚିତ ସଂସଦୀୟ ପ୍ରକ୍ରିୟା ମାଧ୍ୟମରେ ଘୋଷଣାକୁ ପ୍ରଭାବି ହେବାନେଇ ପରୀକ୍ଷା କରାଯିବ । କୃଷକ ମୋର୍ଚ୍ଚା ଆହୁରି…
୬୫ ବର୍ଷ ପରେ କ୍ରିକେଟ୍ରେ ଘଟିବ ଏମିତି
ସିଡନୀ,୧୯।୧୧: ଟିମ ପେନ୍ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ ନୂଆ ଅଧିନାୟକ ଦାୟିତ୍ୱ ନେବେ। ନୂତନ ଅଧିନାୟକଙ୍କ ପାଇଁ ଦୌଡ଼ରେ ପ୍ୟାଟ କମିନ୍ସଙ୍କ ନାମ…
Archives


