ଟେଲିଭିଜନ ନାଟକରେ ଭାଗ ନେଇ ପାରିବେନି ମହିଳା
କାବୁଲ,୨୨ ।୧୧: ପୁଣିଥରେ ପଦାକୁ ଆସିଛି ତାଲିବାନର ଅସଲ ଚେହେରା । ଆଫଗାନିସ୍ତାନରେ ଶାସନ ଭାର ନେଇଥିବା ତାଲିବାନ ଏବେ ତା’ର ମନମୁଖି ଶାସନ ଆରମ୍ଭ କରିଛି । ବିଶେଷ କରି ତାଲିବାନ ଶାସନରେ ଯାହା ଅନୁମାନ କରାଯାଉଥିଲା ତାହା ଦେଖିବାକୁ…
ପଥର ଅନ୍ଲୋଡ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇଗଲେ ଡ୍ରାଇଭର
ଅମରପାଲି,୨୨ା୧୧(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ନିକଟରେ ନିର୍ମାଣାଧୀନ ପୋଲ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ପଥର ପ୍ୟାଚିଂ ପାଇଁ ପଥର ଆଣୁଥିବା ବେଳେ ଏହି…
ଏଠାରୁ ଅନବରତ ବାହାରୁଛି ପାଣି, ରହସ୍ୟ ଖୋଜି ପାଉନାହାନ୍ତି ବୈଜ୍ଞାନିକ
ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ। ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି। ସେଥିମଧ୍ୟରୁ କେତେକ ଘଟଣା ଉପରୁ ପରଦା ହଟାଇଥାନ୍ତି ତ ଆଉ କେତେକର ରହସ୍ୟ ଆଜି ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି। ଫ୍ରାନ୍ସର ବରଗୁଣ୍ଡି ଅଞ୍ଚଳରେ ଏକ ସ୍ଥାନ ଅଛି, ଯାହାର…
ଚୁଲି ଜାଳି ପ୍ରତିବାଦ କଲେ ମହିଳା
ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ସଭା କରାଯାଇଛି । ନିଶ୍ଚିନ୍ତକୋଇଲି ବଉଳ ବଜାରରୁ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ବିଡିଓଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…
ବିବାହକୁ ନେଇ ଏମିତି କହିଲେ ରକୁଲ ପ୍ରୀତ୍
ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଜନ୍ମଦିନ ଅବସରରେ ଜ୍ୟାକି ଭଗ୍ନାନୀଙ୍କ ସହ କିଛି ମାସ ପୂର୍ବରୁ ପ୍ରେମସମ୍ପର୍କକୁ ଅଫିସିଆଲ କରିଥିଲେ। ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରେମ ସମ୍ପର୍କକୁ ଖୁଲାସା କରିଥିଲେ। ଏଥିରେ କ୍ୟାପଶନ…
ତ୍ରିପୁରା ହିଂସା: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଅଡି ବସିଲା ତ୍ରୁଣମୂଳ କଂଗ୍ରେସ
ନୂଆଦିଲ୍ଲୀ,୨୨ ।୧୧: ତ୍ରିପୁରାରେ ପୋଲିସ ବର୍ବରତାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପାର୍ଟି ତ୍ରୁଣମୂଳ କଂଗ୍ରେସର ଏମ୍ପଙ୍କ ପ୍ରତିନିଧିମଣ୍ଡଳ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଟିଏମ୍ସିର ଏମ୍ପିମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ୍…
ରୋଗମୁକ୍ତି ପାଇଁ ଶାମ୍ବଦଶମୀ ଭୋଗ
ଓଡ଼ିଶାର ଗଣଉତ୍ସବ ‘ଶାମ୍ବଦଶମୀ’ କିପରି ଶ୍ରୀମହାଭାସ୍କରଙ୍କ ନିକଟରେ ପାଳିତ ହେଉଥିଲା, ତାହାର ଏକ ଚିତ୍ର ଆମେ ଆଲୋଚନା କରିଥିଲୁ। ସୂର୍ଯ୍ୟଙ୍କ ମୂଳ ସ୍ଥାନ ମୂଲତାନ ବୋଲି ଯେଉଁ ଭାବନା କେତେକ ଆଲୋଚକଙ୍କ ମୁଣ୍ଡରେ ବସା ବାନ୍ଧିଥିଲା ଆଉ ସେମାନେ ସେ ଭାବନାକୁ…
ଯେଉଁଠି ପିସିଆର୍, ସେଇଠି ନିଶା ବେପାର
ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି ଜବରଦଖଲ କରି ଆଡ୍ଡା ଜମାଇବା ସହ ନିଶା କାରବାର, ଦେହ ବେପାରଠାରୁ ଆରମ୍ଭ କରି…
ଅମିତାଭଙ୍କ ମଜା ଉଡାଇଲେ ୯ ବର୍ଷର ବାଳକ
ମୁମ୍ବାଇ: ସୋନି ଟିଭି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ କୌନ ବନେଗା କରୋଡ଼ ପତିର ନୂଆ ପ୍ରୋମୋ ଶେୟାର କରିଛି । ଯେଉଁଥିରେ ବିଗ୍ ବିଙ୍କ୍ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି । ଏହା ସହିତ ହଟସିଟରେ ହିମାଚଳର ଜଣେ ୯…
ଛାଡପତ୍ର ପରେ ‘ଲଭ୍ ଲେଟର୍’ ଲେଖିଲେ ନାଗା ଚୈତନ୍ୟ
ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ ଟ୍ରେଣ୍ଡ କରୁଛି। ଏହା ପଛର କାରଣ ହେଉଛି ତେଲୁଗୁ ସିନେମା ପରେ ନାଗା ଚୈତନ୍ୟ…
ଥାଇରଏଡ୍ର ଘରୋଇ ଉପଚାର
ରକ୍ତରେ ଥାଇରକ୍ସିନ୍ର ହରମୋହନର୍ ମାତ୍ରା ଆବଶ୍ୟକତାଠାରୁ କମ୍ ବେଶି ହେଲେ ଥାଇରଏଡ୍ ସମସ୍ୟା ସୃଷ୍ଟି ହୋଇଥାଏ। ଶରୀରରେ ପ୍ରତିରୋଧକ ଶକ୍ତି କମିଗଲେ, ଔଷଧର ସାଇଡ ଇଫେକ୍ଟ, ଖାଦ୍ୟରେ ଆୟୋଡିନର ଅଭାବ, ଗଳା ଫୁଲିବା, ଓଜନ କମିବା, ଅତ୍ୟଧିକ ଝାଳ ବୋହିବା, ଋତୁସ୍ରାବରେ…
ଖୁସିରେ ଗଦ୍ଗଦ୍ ଦ୍ରାଭିଡ ଥାପୁଡାଇଲେ ପିଠି
କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ ୨୦…
Archives


