ହଟିଲା କରୋନା କଟକଣା: ଟ୍ରେନ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ମୁମ୍ବାଇ,୩୧।୩: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ ହଟାଇଦିଆଯାଇଛି। ଇତିମଧ୍ୟରେ ଗୁରୁବାର ମହାରାଷ୍ଟ୍ର ସରକାର କରୋନାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ କରୋନା ପ୍ରତିବନ୍ଧକକୁ ହଟାଇବା ପାଇଁ ଉଦ୍ଧବ ସରକାର ଘୋଷଣା କରିଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୨ରୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ନାହିଁ। ଏଣିକି ଜନସାଧାରଣ ଉପରେ ନିର୍ଭର କରିବ ସେମାନେ ମାସ୍କ ପିନ୍ଧିବେ କି ନାହିଁ। ସେହିପରି ଲୋକାଲ ଟ୍ରେନ୍‌ରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ଏତଦ୍‌ ବ୍ୟତୀତ ଗୁଡ଼ି ପଡଓ୍ବା, ରମଜାନ ପର୍ବ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ କରାଯାଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ: ସ୍କ୍ରିନିଂ ପରେ ମତଦାନ…

କୋଲକାତା,୨୯।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଅଷ୍ଟମ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌...

ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଅଧଘଣ୍ଟା

ଲକ୍ଷ୍ନୌ,୧୨।୪: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବଡ...

ମୁଁ ଆଉ ପେଟ୍ରୋଲ-ଡିଜେଲ କାରରେ ବସିବି ନାହିଁ: ନୀତିନ ଗଡକରୀଙ୍କ ବଡ ଘୋଷଣାରେ ୨୦୩୦ର ମାଷ୍ଟରପ୍ଲାନ…

ନାଗପୁର,୨୭।୫ : ରାଜପଥ ବିକାଶ ତଥା ସମ୍ପ୍ରସାରଣକୁ ତ୍ୱରାନ୍ବିତ କରିବାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କ୍ରମାଗତ ଭାବରେ ନିୟୋଜିତ ଅଛନ୍ତି। ରେକର୍ଡ ସମୟରେ ସେ...

ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ, ଆଜି ୮,୮୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୨୭ ଜଣ...

ଫସଲ ବୀମାରେ ମିଳିଛି ମାତ୍ର ୯୦ ଟଙ୍କା, ମହାରାଷ୍ଟ୍ର ଚାଷୀଙ୍କ ଦୁଃଖଭରା କାହାଣୀ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ସେମାନେ ବହୁତ କମ କ୍ଷତିପୂରଣ ରାଶି ପାଇଛନ୍ତି ବୋଲି କୃଷକମାନେ...

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ...

ଅନୁପ୍ରବେଶ ପାଇଁ ୫ ସ୍ଥାନରେ ସୁଯୋଗ ଉଣ୍ଡି ବସିଛି ଚାଇନା: ହାଇ ଆଲର୍ଟରେ ଭାରତୀୟ ସେନା

ଲଦାଖ, ୧।୯: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫ଟି ସ୍ଥାନରେ ଚାଇନା ସୁଯୋଗ ଉଣ୍ଡି ବସିଛି। ଗୋଇନ୍ଦା...

Advertisement
Archives

Model This Week