ଫନୀ ପ୍ରଭାବିତଙ୍କୁ ୧.୮୪ ଲକ୍ଷ ପକ୍କାଘର ଦିଅ
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ୨୦୧୯ ମେ’ ମାସରେ ହୋଇଥିବା ଫନୀ ବାତ୍ୟାରେ ଓଡ଼ିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ପାଇନାହାନ୍ତି। ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ୧.୮୪ ଲକ୍ଷ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନା(ପିଏମଏଓ୍ବାଇ-ଜି) ଅଧିନରେ ଘର…
ଚନ୍ଦକାରେ ପ୍ରାଗୈତିହାସିକ ଗୁମ୍ଫା
ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା ଏହି ଗୁମ୍ଫାଗୁଡ଼ିକର ଐତିହାସିକ ଗୁରୁତ୍ୱ ଓ ବିଶେଷତ୍ତ୍ୱ ରହିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରି…
୨୬ କର୍ମଚାରୀରେ ସାଇବର ଅପରାଧ ନିୟନ୍ତ୍ରଣ
ଯାଜପୁର ଅଫିସ,୧୨।୧୨: ରାଜ୍ୟରେ ସାଇବର ଅପରାଧ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୧ ସେପ୍ଟେମ୍ବର ୩୦ ମଧ୍ୟରେ ୭୩୩୦ ସାଇବର ଅପରାଧ ପଞ୍ଜୀକୃତ ହୋଇଛି। ହେଲେ ଉପରୋକ୍ତ ସମୟସୀମା ମଧ୍ୟରେ ବିଚାରାଧୀନ ଓ ଫଇସଲା, ବର୍ତ୍ତମାନର ସ୍ଥିତି, ଦୋଷୀ…
ଅଷ୍ଟ୍ରେଲିଆ ଜିତିଲା, ଭାରତକୁ କ୍ଷତି
ବ୍ରିସବେନ୍,୧୨।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ୯ ଉଇକେଟରେ ଏକପାଖିଆ ବିଜୟ ହାସଲ କରି ଅଷ୍ଟ୍ରେଲିଆ ଏକ ଭଲ ଆରମ୍ଭ କରିଛି। ଏହା ସହ ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ନିଜର ଆକାଉଣ୍ଟ ଖୋଲିଛି। ପ୍ୟାଟ…
ବିନା ଧାଡ଼ିରେ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ
ପୁରୀ ଅଫିସ,୧୨।୧୨: ଶ୍ରୀମନ୍ଦିର ଧାଡ଼ି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ବେଳେ କେତେଜଣ ସେବାୟତ ଶ୍ରଦ୍ଧାଳୁଙ୍କୁ ବିନା ଧାଡ଼ିରେ ଶ୍ରୀମନ୍ଦିରରେ ପ୍ରବେଶ କରାଉଛନ୍ତି। ଏଭଳି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ
ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍ଶାରେ। ସକାଳ ସଞ୍ଜରେ ଆମର ଭେଟ ହୁଏ ସାମନ୍ତରାପୁରରେ ଥିବା ଏକ ଚା’ ଦୋକାନରେ। ସେଠାକୁ ଆମର…
ପୁଣି ଏକାଠି ହେଲେ ମଲାଇକା-ଅରବାଜ୍!
ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଚଳଚ୍ଚିତ୍ର ନିର୍ମାତା ଅରବାଜ ଖାନ ସେମାନଙ୍କ ସମ୍ପର୍କକୁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଯଦିଓ ଉଭୟ ୧୮ ବର୍ଷର ବୈବାହିକ ସମ୍ପର୍କ ପରେ ଛାଡପତ୍ର ନେଇଥିଲେ, କିନ୍ତୁ ଉଭୟଙ୍କୁ ନେଇ ଆଲୋଚନା ଥମିବାର ନାଁ ନେଉନାହିଁ।…
ଶୀତଳ ଭଣ୍ଡାରରେ ଜିଲାର ଶତାଧିକ ସଙ୍ଗଠନ
ଜଗତସିଂହପୁର ଅଫିସ, ୧୨।୧୨: ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା, ସଭା, ୟୁନିୟନ ଆଦି ସୃଷ୍ଟି କରାଯାଏ। ଏସବୁ ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଉପସ୍ଥାପନ ହୁଏ। ସରକାର, କମ୍ପାନୀ କିମ୍ବା…
ଦୀପିକାଙ୍କ ଶୁଭ ଅକ୍ଷର
ଦୀପିକା ପାଦୁକୋନ୍ଙ୍କର ଗୋଟିଏ ଅକ୍ଷର ଉପରେ ଅଗାଧ ବିଶ୍ୱାସ ରହିଛି। ତାହାକୁ ସେ ଲକି ଲେଟର ଭାବରେ ଗ୍ରହଣ କରିନେଇଛନ୍ତି। ତାହା ହେଲା ‘କେ’। ପୁଣି ଏପରି ସଂଯୋଗ ଏପରି ଅକ୍ଷରକୁ ନେଇ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ସେଥିରେ…
ଖରିଫ ଚାଷୀଙ୍କ ଦୁଃଖ ଚିଙ୍ଗୁଡ଼ି ଘେରି
କେନ୍ଦ୍ରାପଡ଼ା ଅଫିସ,୧୨।୧୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକରେ ଗତ ୪ରୁ ୬ ତାରିଖ ମଧ୍ୟରେ ୪୭୭ ମିଲିମିଟର ବର୍ଷା ହୋଇଛି । ଏଥିରେ ଚିଙ୍ଗୁଡ଼ି ଘେରିରୁ ପାଣି ଉଛୁଳି ନିକଟସ୍ଥ ଖରିଫ ଚାଷକୁ ନଷ୍ଟ କରିଛି ।…
ଅବହେଳିତ ଅବସ୍ଥାରେ ମିନି କୋଣାର୍କ
ଗୋପ,୧୨।୧୨(ଡି.ଏନ୍.ଏ): କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଗୋପ ବ୍ଲକ ଅଧୀନ ଏରବଙ୍ଗ ପଞ୍ଚାୟତର ବୟାଳିଶବାଟି ଗ୍ରାମରେ ଏକ ମିନି କୋଣାର୍କ ମନ୍ଦିର ରହିଛି। ହେଲେ ଏହି ମନ୍ଦିରଟି ସରକାରଙ୍କ ଦୃଷ୍ଟି ଅଗୋଚରରେ ରହିଯାଇଥିବାରୁ ମନ୍ଦିରର ଅବସ୍ଥା ଅବହେଳିତ ଅବସ୍ଥାରେ ଥିବାବେଳେ ମନ୍ଦିରରେ…
ବିନାନୁମତିରେ ଚାଲିଛି ୭୬୫ ଘରୋଇ ସ୍କୁଲ
ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୧,୯୬୯ଟି ଘରୋଇ ଇଂଲିଶ ମିଡିୟମ ସ୍କୁଲ ରହିଛି। ଏଥିରୁ ୭୬୫ଟି ସ୍କୁଲ ରାଜ୍ୟ ସରକାରଙ୍କ ବିନା ଅନୁମତି ବା ସ୍ବୀକୃତିପତ୍ର(Certificate of Recognition)ରେ ଚାଲୁଛି। ଆଉ ୧,୨୦୪ଟି ବିଦ୍ୟାଳୟ…
Archives


