Home Left

ଦରମା ବଦଳରେ ବାଧ୍ୟତାମୂଳକ ଅବସର

ପାରଳାଖେମୁଣ୍ଡି,୧୨ା୧୨(ଡି.ଏନ୍‌.ଏ.): ଗଜପତି ଜିଲାର ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ମିଳିଛି। ନିଜ ପ୍ରାପ୍ୟ ଦରମା ନ ପାଇବାରୁ ନ୍ୟାୟାଳୟରେ ଆଶ୍ରୟ ନେବାରୁ ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି…

‘ଭାରତୀୟ କ୍ରିକେଟ ପାଇଁ ଭଲ ନିଷ୍ପତ୍ତି’

ମୁମ୍ବାଇ,୧୨ା୧୨: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଘୋଷଣା କରିବା ଅବସରରେ ରୋହିତ ଶର୍ମାଙ୍କୁ ଟି୨୦ ସହ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ବିସିସିଆଇର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି…

ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ ସହ ୭୦ ହଜାର ଟଙ୍କା

ବାଉଁଶୁଣୀ,୧୨ା୧୨(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ବଉଲପୁର ଗ୍ରାମର ଛେଳି ବ୍ୟବସାୟୀ ଜଗନ୍ନାଥ ଜାଲ ଲୁଟ୍‌ର ଶିକାର ହୋଇଛନ୍ତି। ପଲାସାଗୋରା ବଜାରରୁ ସେ ଫେରୁଥିବା ବେଳେ ବାଘମୁଣ୍ଡା ଗଁା ନିକଟରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ୭୦ହଜାର ୫ଶହ…

ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍‌ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ସେ ମିଥ୍ୟା ବୋଲି କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ହରଭଜନ…

ସ୍ତ୍ରୀଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିବା ପରେ ବିଷ ପିଇଲେ ସ୍ବାମୀ

କଣ୍ଟାପଡ଼ା,୧୨ା୧୨(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ରବିବାର ହେମଦସ୍ତାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷପିଇ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କଟକ ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ମହିଳା ଜଣକ ହେଲେ କଳ୍ପନା…

ବିପିନ ରାୱତଙ୍କ ଶେଷ ବାର୍ତ୍ତା ଭାଇରାଲ୍‌, ସମସ୍ତଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି। ତେବେ ମୃତ୍ୟର ଦିନକ ପୂର୍ବରୁ ଅର୍ଥାତ୍‌ ୭ ତାରିଖରେ ‘ବିଜୟ ପର୍ବ’ ପାଇଁ ସେ ଆଗୁଆ ରେକର୍ଡ କରିଥିବା ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। ଏହି…

ଓମିକ୍ରନଙ୍କୁ ନେଇ ବଢୁଛି ଚିନ୍ତା

ନୂଆଦିଲ୍ଲୀ,୧୨ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦେଶରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ଏହା ସତ୍ତ୍ୱେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ ନାଗପୁର, ଚଣ୍ଡିଗଡ଼…

ବିସ୍ଫୋରକ ଶତକ ପରେ ଏମିତି ସେଲିବ୍ରେଟ୍‌ କଲେ ଭେଙ୍କଟଶ

ମୁମ୍ବାଇ,୧୨ା୧୨: ନିକଟରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଭେଙ୍କଟଶ ଆୟର ଚଣ୍ଡିଗଡ଼ ବିପକ୍ଷ ବିଜୟ ହଜାରେ ମ୍ୟାଚ୍‌ରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ପାଳି। ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆୟର ୧୧୩ ବଲରେ ୧୫୧ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ…

ଜୁମ୍‌ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ ଛୁଟିରେ ଗଲେ ସିଇଓ

ନ୍ୟୁୟର୍କ,୧୨।୧୨: ଆମେରିକାର ବେଟର୍‌ ଡଟ କମର ସିଇଓ ବିଶାଲ ଗର୍ଗ ଛୁଟିରେ ଯାଇଛନ୍ତି। ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ବିଶାଲ ଗର୍ଗଙ୍କୁ କମ୍ପାନୀ ଏକ ଦୀର୍ଘ ଛୁଟିରେ ପଠାଇଛି। ଜୁମ ମିଟିଂ ସମୟରେ କମ୍ପାନୀରୁ ୯୦୦…

ଅମିତାଭଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଦେବେ କ୍ରୀତି ସାନନ, କାରଣ…

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ ବିଗ୍‌-ବି ଅମିତାଭ ବଚ୍ଚନଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଦେବେ। ଏହାର କାରଣ ଜାଣିବାକୁ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ। ତେବେ କ୍ରୀତି ଅମିତାଭଙ୍କୁ ମାଗଣାରେ ଏତେ ପରିମାଣର ଟଙ୍କା ଦେବେନି। ଅମିତାଭଙ୍କ ମୁମ୍ବାଇସ୍ଥିତ…

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଚେନ୍ନାଇ,୧୨।୧୨: ତାମିଲନାଡୁର ସାଲେମ ଜିଲାରେ ଶନିବାର ବିଳମ୍ବିତ ରାତିରେ ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଓମାଲୁର ସହରର କମଲାପୁରାମ କଲୋନୀରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବେଦକରଙ୍କ…

୧୨ ଫୁଟ ଉଚ୍ଚରୁ ରୋମାଣ୍ଟିକ୍‌ ଏଣ୍ଟ୍ରି କରୁଥିଲେ ବର-କନ୍ୟା: ଘଟିଲା ଏମିତି

ରାୟପୁର,୧୨।୧୨: ଛତିଶଗଡର ରାଜଧାନୀ ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିହାହ କାର୍ଯ୍ୟକ୍ରମରେ ୧୨ ଫୁଟ ଉଚ୍ଚରୁ ରୋମାଣ୍ଟିକ୍‌ ଏଣ୍ଟ୍ରି କରୁଥିବାବେଳେ ସୁସଜ୍ଜିତ ଦୋଳି ଭାଙ୍ଗିଯିବାରୁ ବରକନ୍ୟା ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ଉଭୟ ଗୁରୁତର ଆହତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri