ହସ୍ପିଟାଲରେ ଭର୍ତ୍ତି ହେଲେ ଆଶା ଭୋସଲେଙ୍କ ପୁଅ

ବଲିଉଡର ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପୁଅ ଆନନ୍ଦ ଭୋସଲେ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛିି । କିଛି ଦିନ ପୂର୍ବରୁ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ଆଘାତ ଲାଗିଥିଲା। ଆନନ୍ଦଙ୍କୁ ଦୁବାଇର ଏକ ଡାକ୍ତରଖାନାକୁ ନିଆଯାଇଥିଲା ।
ଆନନ୍ଦ ଭୋସଲେ ପୂର୍ବରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଗୋଟିଏ କୋଠରୀକୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଘଟିବା ପରେ ଆଶା ଭୋସଲେ ଦୁବାଇରେ ଥିଲେ। ତେବେ ଘଟଣାରେ ପରିବାରରେ ଏକ ଭୟର ବାତାବରଣ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ...

ଜୟାଙ୍କ ସହ ଲଣ୍ଡନ ଯିବା ପୂର୍ବରୁ ଅମିତାଭଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ ବାପା: ପୂରା ଘଟଣା ଜାଣିଲେ…

ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ...

ଶ୍ରୀଦେବୀଙ୍କୁ ପ୍ରପୋଜ କରିଥିଲେ ବିବାହିତ ପୁରୁଷ, ଉତ୍ତର ମିଳିଥିଲା ଏମିତି

ଅଶୀ ଦଶକରୁ ପ୍ରାୟ ଏକ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମହଲରେ ହଇଚଇ ସୃଷ୍ଟି କରିଥିବା ଏହି...

ମିନି ଡ୍ରେସ୍‌ରେ ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ରଣବୀର କପୁରଙ୍କୁ ବିବାହ କରିବାର ଦୁଇମାସ ପରେ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇ ଚର୍ଚ୍ଚାକୁ...

ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ...

ଶାର୍ଦ୍ଦୁଳଙ୍କ ପ୍ରେମରେ ନେହା, ଖୁବ୍‌ଶୀଘ୍ର କରିପାରନ୍ତି ବିବାହ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବଲିଉଡ୍‌ ଅଭିନେତ୍ରୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିଂଙ୍କୁ ସେ ନିର୍ବନ୍ଧ କରିଥିବା ଖବର ପ୍ରଚାରିତ ହେବା ପରେ ଏବେ...

ବିକିଙ୍କୁ ମିଳିଗଲା ଆଉ କିଏ;ଫଟୋ ଦେଖି କ୍ୟାଟ୍ରିନା କହିଲେ…

ବି-ଟାଉନ ହ୍ୟାଣ୍ଡସମ ହଙ୍କ୍‌ ବିକି କୌଶଲ ନିକଟରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ଫିଲ୍ମ ଶୁଟିଂ କରୁଛନ୍ତି। ବିକି...

‘ବେହଦ -୨’ ଶୁଟିଂ ସେଟ୍‌ରେ ଶିବିନ୍‌ ନାରଙ୍ଗ ଆହତ

ଛୋଟପରଦାର ସିରିୟଲ ‘ବେହଦ-୨’ରେ ନଜର ଆସୁଛନ୍ତି ଜେନିଫର ଓ୍ବିଙ୍ଗେଟ୍‌ ଏବଂ ଶିବିନ୍‌ ନାରଙ୍ଗ। ଏହି ସିରିୟଲଟିକୁ ଦର୍ଶକ ବହୁ ପସନ୍ଦ ବି କରୁଛନ୍ତି। କିନ୍ତୁ ଏହି...

Advertisement
Archives

Model This Week