୬ ବ୍ୟାଟ୍ସମ୍ୟାନ୍ ‘ଶୂନ’ରେ ଆଉଟ୍, ମାତ୍ର ୨୪ ଓଭରରେ ଦିନିକିଆ ମ୍ୟାଚ୍ ଶେଷ
ଅଗରତାଲା,୧୨।୧୨: ଯଦି ୫୦-୫୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍ ଯଦି ମାତ୍ର ୨୪ ଓଭରରେ ଶେଷ ହୁଏ, ତେବେ ଯେ କେହି କେହି ଆଶ୍ଚର୍ଯ୍ୟ ହେବେ। ରବିବାର ଜୟପୁରରେ ବିଜୟ ହଜାରେ ଟ୍ରଫିରେ ଏହିପରି ଗୋଟିଏ ମ୍ୟାଚ ଖେଳାଯାଇଥିଲା। ମ୍ୟାଚ୍ରେ ଉଭୟ…
ବିବାହ ବିଚ୍ଛେଦ କଥା ପଚାରିଲେ ରାଗୁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ରୁଥ୍ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି। ଏନେଇ ସୋସିଆଲ ମିଡିଆରେ ଉଭୟେ ସୂଚନା ଦେଇଥିଲେ। ଏହି ଖବର ଶୁଣି ଫ୍ୟାନମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ନାଗାଙ୍କଠାରୁ…
କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ: ମୁଁ ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହେଁ
ଜୟପୁର,୧୨ ।୧୨: ରାଜସ୍ଥାନରେ ରବିବାର ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମହାରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ଏଠାରେ ସେ ପୁଣିଥରେ…
ତାରାତାରିଣୀ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୧୨ା୧୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକ ତାରାତାରିଣୀଠାରେ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଥିଲେ। ସେଠାରୁ ଫେରି ସଭାସ୍ଥଳକୁ ଯାଇ ୨୨୮୧ କୋଟି ୩୬ ଲକ୍ଷ ଟଙ୍କାରେ ଜିଲାର ବିଭିନ୍ନ…
ସୌନ୍ଦର୍ଯ୍ୟପୂର୍ଣ୍ଣ ନଗରକୋଏଲ
ତାମିଲନାଡ଼ୁସ୍ଥିତ କନ୍ୟାକୁମାରୀର ଖୁବ୍ ନିକଟରେ ରହିଛି ଏହି ସହରଟି । ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ଏହା ଅତ୍ୟନ୍ତ ସମୃଦ୍ଧ। କୁହାଯାଏ, ଏହି ସହର ଉପରେ କୁଆଡ଼େ ପ୍ରକୃତି ମାତାଙ୍କର ଖୁବ୍ ଆଶୀର୍ବାଦ ରହିଛି। କାରଣ ଏଠାରେ ଦେଖିବାକୁ ମିଳୁଥିବା ଦର୍ଶନୀୟ…
ଆସନ୍ତା ବର୍ଷରୁ ହରିୟାଣା ସ୍କୁଲରେ ହେବ ଭଗବତ ଗୀତା ପାଠ: ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷରୁ ହରିୟାଣାର ସମସ୍ତ ସ୍କୁଲରେ ଭଗବତ ଗୀତାର ଶ୍ଳୋକ ପାଠ କରିବା ଶିକ୍ଷା ଦିଆଯିବ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଏହା କହିଛନ୍ତି । ଏହା ପଞ୍ଚମ ଓ ସପ୍ତମ ଶ୍ରେଣୀ ପାଠ୍ୟକ୍ରମରେ…
ଧୀରେ ଗାଡ଼ି ଚଳାଇବା ବି ଅପରାଧ !…
କୋଚି, ୧୨।୧୨: ଧୀରେ କିନ୍ତୁ ଅସାବଧାନ ହୋଇ ଗାଡ଼ି ଚଳାଇବା ମଧ୍ୟ ଅପରାଧ। ତେଣୁ ଧୀରେ ବେପରୁଆ ଭାବରେ ଗାଡି ଚଳାଇ ରକ୍ଷା ପାଇବା ପାଇଁ ଚିନ୍ତା କରିବା ଏକ ବଡ ଭୁଲ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏଭଳି ଗାଡି…
୧୦ ବର୍ଷରେ ୫ ଗୁଣା ବୃଦ୍ଧି ପାଇଛି ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରି…
ନୂଆଦିଲ୍ଲୀ, ୧୨।୧୨: ଦେଶରେ ନିବେଶ ଧାରା ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ବ୍ୟାଙ୍କର କମ ସୁଧ ହାର ଯୋଗୁୁ ଲୋକମାନେ ଶୀଘ୍ର ଅନ୍ୟ ନିବେଶ ବିକଳ୍ପ ମୁହାଁ ହୋଇଛନ୍ତି। ସେଥିମଧ୍ୟରୁ ମ୍ୟୁଚୁଆଲ ଫଣ୍ଡ ଏବଂ ଷ୍ଟକ ମାର୍କେଟ ସର୍ବାଧିକ ପସନ୍ଦର କ୍ଷେତ୍ର…
ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡିଜିପିି
ଚିତ୍ରକୋଣ୍ଡା,୧୨।୧୨(ଡି.ଏନ୍.ଏ.): ଆନ୍ଧ୍ରଓଡ଼ିଶା ସୀମାନ୍ତ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଲାଲଗଡ ଘନବେଢ଼ା ବିଏସଏଫ୍ କ୍ୟାମ୍ପରେ ରବିବାର ପୋଲିସ ମହାନିର୍ଦ୍ଦେଶକ ପହଞ୍ଚିଛନ୍ତି। ମାଓବାଦୀ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓବାଦୀଙ୍କ କବଳରୁ ମୁକ୍ତ କରିବା ନେଇ ସେ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ତାଙ୍କ…
ଏମିତି ବି ଘର
ରହିବା ପାଇଁ ଘରଟିଏ ସମସ୍ତେ ଚାହାନ୍ତି। ଏଇ ଘର କେବଳ ଯେ, ଖରା, ବର୍ଷା, ଶୀତରୁ ସୁରକ୍ଷା ଦିଏ ତାହା ନୁହେଁ, ବେଳେବେଳେ କିଛି ଘରର ସ୍ବତନ୍ତ୍ର ଡିଜାଇନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଏ। ଜାଣନ୍ତୁ ସେହିଭଳି କିଛି ଅଜବ…
ଡବଲ ସିଟ୍ରେ ଧୀରେନ୍
ଏକାଥରେ ଦୁଇଟି ଦାୟିତ୍ୱ ତୁଲାଇବା ସହଜ କଥା ନୁହେଁ। ହେଲେ ସେ ଏପରି କାମକୁ ରିସ୍କ ଭାବରେ ନେଇଛନ୍ତି। ସିନେମାଟିଏ ପ୍ରଯୋଜନା କରିବା ସହ ତାହାର ନାୟକ ସାଜିଛନ୍ତି ସେ। ସେ ହେଲେ ନବାଗତ ଧୀରେନ୍ ତ୍ରିପାଠୀ। କେବଳ ସେତିକି ନୁହେଁ,…
ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି: ତଥାଗତ
ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): ଓଡ଼ିଶା ତଥା ଓଡ଼ିଆ ଭାଷା ଉପରେ ଅନେକବାର ଆକ୍ରମଣ ହେବା ସତ୍ତ୍ୱେ ଏହା ଆଜି ମଧ୍ୟ ମୁଣ୍ଡ ଟେକି ବଞ୍ଚତ୍ ରହିଛି। ଓଡ଼ିଶାର ନିଜସ୍ବ ବୈଶିଷ୍ଟ୍ୟ ରହିଛି। ଜାତୀୟ ଗଣମାଧ୍ୟମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଏହାର ସ୍ବତନ୍ତ୍ରତାକୁ…
Archives


