ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର,୨୯/୪(ବ୍ୟୁରୋ): ଶୁକ୍ରବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦିନିକିଆ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ୨୦୧୬ ଏପ୍ରିଲ ୨ ତାରିଖରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ…
ମଦିନାରେ ପାକିସ୍ତାନ ନେତାଙ୍କୁ ଦେଖି ଚୋର ଚୋର ବୋଲି ସ୍ଲୋଗାନ ଦେଲେ ମସଜିଦରେ ଥିବା ଲୋକେ
ମଦିନା,୨୯ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳଙ୍କୁ ଦେଖି ମଦିନାରେ ମସଜି-ଏ-ନବାବିରେ ଲୋକେ ଚୋର ଚୋର ବୋଲି ସ୍ଲୋଗାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିନିଧି ମଣ୍ଡଳଙ୍କ ସହ ୩ ଦିନିଆ ଅଧିକାରୀ ସ୍ତରୀୟ ଯାତ୍ରାରେ…
ଓଲଟିଲା ବରଯାତ୍ରୀ ଗାଡ଼ିି
ବାରିପଦା ଅଫିସ,୨୮ା୪- ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ୧୯ନଂ. ରାଜ୍ୟ ରାଜପଥର ଚାଉଳିଆଶୋଳଠାରେ ଗୁରୁବାର ରାତି ୧୦ଟାରେ ଏକ ବରଯାତ୍ରୀ ଗାଡ଼ି ଓଲଟି ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲକୁ…
କେକେଆର୍କୁ ହରାଇଲେ କୁଲଦୀପ
ମୁମ୍ବାଇ,୨୮।୪ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ହରାଇ ଦେଇଛି। ମ୍ୟାଚ୍ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଲଦୀପ ଯାଦବ। ସେ ୩…
ବିବାହ ପାଇଁ ଓଡ଼ିଆ ଯବାନଙ୍କୁ ହେଲିକପ୍ଟରରେ ପଠାଇଲା ବିଏସ୍ଏଫ୍
ଶ୍ରୀନଗର,୨୮ା୪: ଜମ୍ମୁ-କଶ୍ମୀର ମାଛିଲ ସେକ୍ଟରରେ ମୁତୟନ ଥିବା ଜଣେ ଓଡ଼ିଆ ଯବାନଙ୍କୁ ତାଙ୍କ ବିବାହ ପାଇଁ ଘରେ ପହଞ୍ଚାଇବା ଲାଗି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏକ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରିଛି। ନୟାଗଡ଼ର ୩୦ ବର୍ଷୀୟ ନାରାୟଣ ବେହେରା ବିଏସ୍ଏଫ୍ରେ…
ଦିଲ୍ଲୀରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୪୯୦ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୮।୪: ରାଜଧାନୀରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ୧ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବୁଧବାର ଦିଲ୍ଲୀରେ ୧୩୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ପୁଣି ଏହି ସଂଖ୍ୟା ବୃଦ୍ଧି…
‘ମଦରୁ ନୁହେଁ ପେଟ୍ରୋଲରୁ ଟିକସ୍ ହ୍ରାସକଲେ ଶସ୍ତା ହେବ ତେଲ’
ନୂଆଦିଲ୍ଲୀ,୨୮।୪: ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଆମଦାନୀ ମଦ ଉପରୁ ଟିକସ ହ୍ରାସ ନ କରି ପେଟ୍ରୋଲ ଉପରୁ କମାଇଲେ ତେଲ ଶସ୍ତା ହେବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର କହିଛନ୍ତି। ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ…
୧୫୧ ଆସନ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ଜଗନମୋହନ
ଗୁଆହାଟୀ,୨୮।୪: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ୨ବର୍ଷ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍ଆର୍ସିପି ଅଧ୍ୟକ୍ଷ ଜଗନମୋହନ ରେଡ୍ଡୀ ପୁନର୍ବାର କ୍ଷମତାକୁ ଫେରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିକଟରେ ସେ ତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ…
ଚଢ଼ାଉ କରିବାକୁ ଯାଇଥିବା କର୍ମଚାରୀଙ୍କୁ ୮ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
କୋରାପୁଟ,୨୮ା୪(ସ୍ବ.ପ୍ର.): ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗୁରୁବାର କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡଙ୍ଗବିର ଗ୍ରାମରେ ଚଢ଼ାଉ କରିବାକୁ ଯାଇ ଅବକାରୀ ବିଭାଗ କର୍ମଚାରୀଙ୍କୁ ୮ଘଣ୍ଟା ଧରି ଅଟକ ରଖିଥିବା ଜଣାପଡ଼ିଛି। ଡଙ୍ଗବିର ଗ୍ରାମରୁ…
ଝାନ୍ସୀ ମନ୍ଦିର, ମସ୍ଜିଦରୁ ହଟିଲା ଡାକବାଜି ଯନ୍ତ୍ର
ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡାକବାଜି ଯନ୍ତ୍ର ହଟାଇବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧,୫୬୫ ଥାନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଝାନ୍ସୀରେ ଥିବା ସର୍ବବୃହତ ମନ୍ଦିର ଓ ମସ୍ଜିଦରୁ ଡାକବାଜି ଯନ୍ତ୍ର ହଟାଇଦିଆଯାଇଛି। ଐକ୍ୟଭାବ…
ଆଉ ୫ ଦିନ ସତର୍କ ଜାରି କଲା ଆଇଏମ୍ଡି
ନୂଆଦିଲ୍ଲୀ,୨୮।୪: ଦେଶର ୫ଟି ରାଜ୍ୟରେ ଅନୂ୍ୟନ ଆଉ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିିଗ୍ରୀ ସେଲ୍ସିୟସ କିମ୍ବା…
ନିଜକୁ ଗୁଳି କଲେ ଯବାନ
ମାଲକାନଗିରି,୨୮।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ଜଣେ ବିଏସ୍ଏଫ୍ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଉଜଲ ନନ୍ଦୀ। କାଙ୍କେର ଜିଲାର କାମଟେଡ଼ା ବିଏଏସ୍ଏଫ୍ କ୍ୟାମ୍ପରେ ଗୁରୁବାର ଜଣେ ଯବାନ ଏକ କେଠରିରେ କେହି…

