ଆଜି ରିଲିଜ୍‌ ହେବ ‘ହିରୋପନ୍ଥି-୨’

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ହେରୋପନ୍ଥି- ୨’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ରିଲିଜ୍‌ ହୋଇସାରିଛି । ତେବେ ଫିଲ୍ମର ଷ୍ଟାର୍‌କାଷ୍ଟ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ଏକ ଦରଘାରେ ପହଞ୍ଚିଥିଲେ। ତେବେ ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଟିକେଟ୍‌ ମଧ୍ୟ ଆଡଭାନ୍ସ ବୁକିଂ ହୋଇସାରିଛି। ଏକ ରିପୋର୍ଟ ଅନୁଯାୟୀ ଆଡଭାନ୍ସ ଟିକେଟ୍‌ ବୁକିଂରେ ପ୍ରାୟ ୩ କୋଟି ଟଙ୍କା ଆୟ କରିସାରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ...

ଲକ୍‌ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କଲେ ହ୍ରିତିକ

ନୂଆଦିଲ୍ଲୀ,୧୦।୧- ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରବିବାର ୪୬ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କ ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ହ୍ରିତିକ।...

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ...

କରୋନା ନିୟମ ଭାଙ୍ଗି ଲୋକଙ୍କ ଆକ୍ରୋଶର ଶିକାର ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ରେ କେତୋଟି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସେଥିମଧ୍ୟରୁ କିଛି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆଉ କିଛିର ରିଲିଜ୍‌ ତାରିଖ ଘୋଷଣା...

ବିବାହ ପରେ ମଧ୍ୟ ଏହି ଅଭିନେତ୍ରୀଙ୍କ ସହ ଶତ୍ରୁଘ୍ନଙ୍କ ଥିଲା ପ୍ରେମ ସମ୍ପର୍କ: ସବୁକିଛି ଜାଣିଥିଲେ ସ୍ତ୍ରୀ

ଶତ୍ରୁଘ୍ନ ସିହ୍ନା, ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା। ପାରିବାରିକ ପୃଷ୍ଠଭୂମି ନଥିଲେ ମଧ୍ୟ ସେ ବଲିଉଡରେ ନାମ ଅର୍ଜନ କରିଥିଲେ,। ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି...

ଝିଅକୁ କଥା ଦେଇ ରଖିପାରି ନ ଥିଲେ ଶାହାରୁଖ, ପରେ ଶୁଣିଥିଲେ ଗାଳି

ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିବା ଶାହାରୁଖଙ୍କ ଝିଅ ସୁହାନା ବାପାଙ୍କୁ ନେଇ ଅନେକ...

ଅଫର ପାଇଲେ ଚୁମ୍ବନ, ଅନ୍ତରଙ୍ଗ ସିନ୍‌ ଅଛି କି ପଚାରନ୍ତି ଏହି ଅଭିନେତ୍ରୀ; ଜାଣନ୍ତୁ କାହିଁକି

ଅଭିନେତ୍ରୀ ହିବା ନବାବ ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ସେ ପ୍ରତିଦିନ ତାଙ୍କ ଫଟୋ ଶେୟାର୍‌ କରନ୍ତି। କରୋନା ପାଇଁ ସିରିଏଲ ଶୁଟିଂ ଅନିର୍ଦ୍ଦିଷ୍ଟ କାଳ...

Advertisement
Archives

Model This Week