Posted inଫୁରସତ

ଫୁଟୁଥିବା ତେଲ କଡ଼େଇରେ ହାତ ପୁରାଇ ଗ୍ରାହକଙ୍କୁ ପକୁଡ଼ି ଦେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଏକ ଜଳଖିଆ ଦୋକାନରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣଙ୍କ ଫୁଟୁଥିବା ତେଲରୁ ପକୁଡି କାଢ଼ି ଗ୍ରାହକଙ୍କୁ ଦେଉଛନ୍ତି। ତେବେ ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି। ମାତ୍ର ଆଶ୍ଚର୍ଯ୍ୟ କରିଦେଲା ଭଳି ଅନେକ କିଛି ଅଛି। କାରଣ ବ୍ୟକ୍ତି ଜଣଙ୍କ ଗରମ ତେଲ କଡ଼େଇରେ ହାତ ପୁରାଇ ପକୁଡ଼ି କାଢ଼ୁଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Harish Goswami (@__harish_goswami__)


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ବିକ୍ରି ହେଉଛି ସନ୍ନି ଲିଓନୀ ମ୍ୟାଗି, ପ୍ଲେଟ୍‌ର ଦାମ୍‌ ରହିଛି…

ଆଜିକାଲି ପ୍ରାୟତଃ ସବୁଆଡ଼େ ମ୍ୟାଗିର ଚାହିଦା ବେଶି। ବିଶେଷକରି ଘରଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମ୍ୟାଗି ସତେ ଯେମିତି ବରଦାନ ସଦୃଶ। କାରଣ ହାତରେ...

ଦରମା ଟଙ୍କା ବାପା, ମା’ଙ୍କ ହାତରେ ଦେଇଥିଲି: ଧନେଶ୍ୱର ପୃଷ୍ଟି

ସେଦିନ ଥିଲା ୧୯୬୭ ମସିହା ଜୁଲାଇ ୨୫ ତାରିଖ। ପୂର୍ବରୁ ବି.ଏ. ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। କିନ୍ତୁ କୌଣସି କାରଣରୁ ଇତିହାସ ଅନର୍ସ ପରୀକ୍ଷା...

ଆସୁଛି ପୃଥିବୀ ପାଇଁ ବଡ଼ ବିପଦ, ଚାରିଆଡ଼େ ଘୋଟିଯିବ ଅନ୍ଧାର

ସୂର୍ଯ୍ୟ ଆମ ପୃଥିବୀ ପାଇଁ ଆଲୋକର ଏକ ବଡ଼ ତଥା ପ୍ରାକୃତିକ ଉତ୍ସ। ସମଗ୍ର ବିଶ୍ୱ ଏଥିରୁ ଆଲୋକ ପାଇଥାଏ। ଯାହା ପୃଥିବୀରେ ବସବାସ କରୁଥିବା...

୬୧୦ କି.ଗ୍ରା.ରୁ ୬୩ କି.ଗ୍ରା.

ମେଦବହୁଳତା ଅନେକ ରୋଗକୁ ଡାକି ଆଣିଥାଏ। ଚଲାବୁଲା କରି ହୁଏନା। ସାଧାରଣଭାବେ ଜିଇ ହୁଏନା। ଜୀବନ ଦୁର୍ବିସହ ହୋଇଯାଏ। ଏମିତି ଅନେକ ମୋଟା ଲୋକଙ୍କୁ ଆପଣମାନେ...

ଏହି ଦେଶରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟଙ୍ଗା ଯାଇ ପାଳନ କରାଯାଏ ନୂଆବର୍ଷ, କାରଣ ଜାଣିଲେ…

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ...

ସେଲ୍‌ଫି ନିଶାରେ ନଈ ମଝିକୁ ଚାଲି ଯାଇଥିଲେ ଏହି ଦୁଇ ଯୁବତୀ: ଘଟିଲା ଏଭଳି..

ଯୁବତୀଙ୍କ ସେଲ୍‌ଫି ନିଶା। ସେ ବି ଏମିତି ଯେ ସେଲ୍‌ଫି ପାଇଁ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଚିଣ୍ଡଓ୍ବାରା...

ଏହି ଗାଁର ଯୁବତୀମାନେ ଦେଖିବାକୁ ଖୁବ୍‌ ସୁନ୍ଦର, ହେଲେ ମିଳେନି ବରପାତ୍ର: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବିବାହ ପାଇଁ ଉପଯୁକ୍ତ ଯୁବକ ବା ଯୁବତୀ ନ ମିଳିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହି ସମସ୍ୟାଟି ସେତେବେଳେ ଘଟିଥାଏ ଯେତେବେଳେ ଯୁବକର ଭଲ...

ଡେଭିଡ୍‌ ବେକହାମ୍‌ ମନ୍ଦିର

ଦେବଦେବୀଙ୍କ ମନ୍ଦିର ସହ ଅନେକ ସମୟରେ କିଛି ଅଜବ ମନ୍ଦିର ବି ସାରା ପୃଥିବୀରେ ଦେଖିବାକୁ ମିଳେ। କିଛି ସ୍ଥାନରେ ତ ଲୋକଙ୍କ ପ୍ରିୟ ତାରକା,...

Advertisement
Archives

Model This Week