Posted inଜାତୀୟ

ଭାଜପା ପ୍ରଚାରରେ ‘ହିରୋ’, ଆମେ ଥିଲୁ ଜିରୋ: ଗୁଲାମ ନବୀ

ନୂଆଦିଲ୍ଲୀ,୫ ।୫: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବୁଧବାର କହିଛନ୍ତି ଭାରତୀ ଜନତା ପାର୍ଟି(ଭାଜପା) ସରକାର ପ୍ରଚାର କରିବାରେ ‘ହିରୋ’ । ହେଲେ ତାଙ୍କ ଦଳ ଅର୍ଥାତ୍ କଂଗ୍ରେସ ଓ ତାଙ୍କ ନେତୃତ୍ୱ ବାଲା ସରକାର ପ୍ରଚାର କରିବାରେ ‘ଜିରୋ’ । କାରଣ ସେ ତାଙ୍କର କାମ ଓ ଅଭିଜ୍ଞତାର ପ୍ରଚାର କରିବାରେ ବିଫଳ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜାଦ ‘ଲୋକମତ ଟାଇମ୍ସ ଏକ୍ସିଲେନ୍ସ ଇନ୍ ହେଲ୍‌ଥ କେୟାର ଆୱାର୍ଡ ୨୦୨୧’ କାର୍ଯ୍ୟକ୍ରମରେ ଯୋଗଦେବା ଅବରରେ ଏହା କହିଛନ୍ତି । ଆଜାଦ କହିଛନ୍ତି ଏକ ନିର୍ବାଚିତ ପ୍ରତିନିଧି ଭାବେ ତାଙ୍କର ୪୨ ବର୍ଷ, ତତ୍‌କାଳୀନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାମ କରିଥିବାରୁ ସନ୍ତୋଷ ମିଳିଛି । ସେ କହିଛନ୍ତି ଏହି ସମୟରେ ସେ ଲୋକଙ୍କ ପାଇଁ କିଛି କଲ୍ୟାଣକାରୀ ଯୋଜନା ଲାଗୁ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

EVM ବଟନ ଉପରେ ଲାଗିଛି ଟେପ୍‌: ମମତାଙ୍କ ଭଣଜାଙ୍କ ଆସନରେ ହେରଫେର, ଭାଜପାର ଚାଞ୍ଚଲ୍ୟକର ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଚାଲିଥିବା ଭୋଟିଂ ମଧ୍ୟରେ ପରସ୍ପର ବିରୋଧରେ ନିର୍ବାଚନୀ ଜାଲିଆତିର ଅଭିଯୋଗ ଲଗାଯାଉଛନ୍ତି ଟିଏମ୍‌ସି-ଭାଜପା। ମୁଖ୍ୟମନ୍ତ୍ରୀ ମମତା…

ରାଜପାଲଙ୍କୁ ବଡ଼ ବ୍ରେକ୍‌ ଦେଲେ ସଲମାନ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଫିଲ୍ମର ଶୁଟିଂ ମୁମ୍ବାଇରେ ଆରମ୍ଭ ହୋଇଛି। ବରିଷ୍ଠ ହାସ୍ୟ ଅଭିନେତା ରାଜପାଲ ଯାଦବ ମଧ୍ୟ ଏହି ପ୍ରୋଜେକ୍ଟରେ ଯୋଗ ଦେଇଛନ୍ତି।…

ଜିଲା ଦୌରାଜଜଙ୍କ ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ: ଏହି ସବୁ ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ଓକିଲ

ପୁରୁଷୋତ୍ତମପୁର,୨୯।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ଦୌରା ଜଜ ଅଶାନ୍ତ କୁମାର ଦାଶ ବୁଧବାର ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ କରିଛନ୍ତି । ଏହିଅବସରରେ ସେ ନୂତନ…

ଆଜି ସନ୍ଧ୍ୟାରେ ଆସିବ ଏକଜିଟ ପୋଲ: କେରଳ, ବଙ୍ଗଳା, ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ କିଏ କରିବ ସରକାର?

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ…

ଲଭ-ସେକ୍ସ-ଧୋକା: ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ଯବାନ, ବିବାହ ପାଇଁ ଯୁବତୀ କହିବାରୁ…

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ଯୁବତୀଙ୍କୁ ଲଭ ସେକ୍ସ ପରେ ପ୍ରତାରଣା ଅଭିଯୋଗରେ ନବରଙ୍ଗପୁର ସିଆରପିଏଫ କ୍ୟାମ୍ପରେ…

ଉତ୍ତର ପ୍ରଦେଶରୁ ମୋଦିଙ୍କ ବଡ଼ ବୟାନ, ପଶ୍ଚିମବଙ୍ଗ ଭୋଟିଂ ଭିତରେ ଚହଳ!

କୋଲକାତା,୨୯।୪: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ମତ…

ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…

ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ…

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri