ଭୁବନେଶ୍ବର,୧୦।୫(ବ୍ୟୁରୋ): ଦୃଶ୍ୟମାନ ହେଲା ବାତ୍ୟା ‘ଅସାନି’ ଆଖି । ମଙ୍ଗଳବାର ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏ ନେଇ ଟୁଇଟ୍ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ବାତ୍ୟା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି।
“ଅସାନି” ର ଆଖି ଦୃଶ୍ୟମାନ:
ଆଜି ସକାଳ ୯ଟା ସମୟରେ ମଛଲୀପାଟନମ ଡପ୍ଲର ରାଡ଼ାର ରେ ଭୀଷଣ ବାତ୍ୟା “ଅସାନି” ର #ଆଖି ଦୃଶ୍ୟମାନ ହୋଇଛି | #Asani #CycloneAsani pic.twitter.com/QxlgMHFAJp
— Meteorological Centre, Bhubaneswar (@mcbbsr) May 10, 2022
#ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ #୫୭୦କିମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା “#ଅସାନି“, ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି #୧୦କିମି ରହିଛି pic.twitter.com/GPmmFCNQBF
— Meteorological Centre, Bhubaneswar (@mcbbsr) May 10, 2022