ହାଇକୋର୍ଟ ଗଲେ ସୁମିତ୍ଙ୍କ ବାପା
ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୁମିତଙ୍କ ପରିବାର ଉପରେ ତପସ୍ବିନୀ ଦେଇଥିବା ପିଟିଶନର ଆଜି ଶୁଣାଣି ଏସଡିଜେଏମ୍ କୋର୍ଟରେ ହେବାର ଥିଲା।…
ଭାରତୀୟ ଦଳ ପାଇଁ ଖୁସି ଖବର
କେପଟାଉନ,୧୦।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ତୃତୀୟ ଟେଷ୍ଟ ପାଇଁ ବିରାଟ କୋହଲି ଫିଟ୍…
ରାଜଧାନୀରେ ହେବନି ଲକ୍ଡାଉନ
ନୂଆଦିଲ୍ଲୀ,୧୦।୧: ରାଜଧାନୀ ଦିଲ୍ଲୀରେ କରୋନା ସହ ଏହାର ପୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବ୍ୟାପିବାରେ ଲାଗିଛି। ସୋମବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ କୌଣସି ଲକ୍ଡାଉନ ପଡ଼ିବ ନାହିଁ, କିନ୍ତୁ କିଛି ପ୍ରତିବନ୍ଧକ…
କୋଭିଡ୍ ନିୟମ ଭାଙ୍ଗିଲେ ୫୦୦ ଜରିମାନା
ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସିକୁ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜରିମାନା ବିଏମ୍ସି ଧାର୍ଯ୍ୟ କରିଛି। ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ ପିନ୍ଧିବା…
ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କାଜଲ
ମୁମ୍ବାଇ: ବଲିଉଡର ସିଂଘମ ଆକ୍ଟ୍ରେସ କାଜଲ ଅଗ୍ରୱାଲ ଏବେ ଖୁବ୍ ଖୁସି ଅଛନ୍ତି । କାରଣ ଏବେ ସେ ମା’ହେବାକୁ ଯାଉଛନ୍ତି । କିଛିଦିନ ତଳେ କାଜଲଙ୍କ ସ୍ୱାମୀ ଗୌତମ କିଚଲୁ ଏହି ଖୁସି ଖବରଟି ଦେଇଥିଲେ । ଏହାପରେ ଏହି…
ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ‘ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମାର୍ଗଦର୍ଶୀକା ଅନୁସାରେ ସଙ୍ଗରୋଧରେ ରହିବା…
ପ୍ରଧାନମନ୍ତ୍ରୀ ପୂରା ଦେଶର, ଏଥିପାଇଁ ଚିନ୍ତିତ ଥିଲି:ପ୍ରିୟଙ୍କା
ନୂଆଦିଲ୍ଲୀ,୧୦।୧: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସୂଚନା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ପ୍ରିୟଙ୍କାଙ୍କ ସହ ଶେୟାର କରିଥିଲେ। ଏହା ଉପରେ ଭାଜପା ଦୃଢ…
ବାଚସ୍ପତି ନେଲେ ବୁଷ୍ଟର ଡୋଜ୍
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଆଜିଠୁ ସାରା ଦେଶରେ ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାରି ଭିତରେ ରାଜ୍ୟରେ ପ୍ରଥମ କରି ସୋମବାର ବୁଷ୍ଟର ଡୋଜ୍ ନେଇଛନ୍ତି । ବିଧାନସଭା ପରିସରରେ ସେ ଏହି ଟିକା ନେଇଛନ୍ତି । କରୋନା…
୧୦୦୦ ପୋଲିସ କର୍ମଚାରୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୧୦ା୧: ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳ ଅଛନ୍ତି।…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ ଅଫିସ,୧୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ୍…
କାଶୀ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ ଯୋଡ଼ା ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୧୦।୧ : କାଶୀର ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡ଼ା ଜୋତା ପଠାଇଛନ୍ତି। ଏଭଳି କରି ପ୍ରଧାନମନ୍ତ୍ରୀ ପୁଣି ଥରେ ହୃଦୟ ଜିଣିବା କାମ କରିଛନ୍ତି। କାଶୀକୁ ସ୍ବଚ୍ଛ ରଖୁଥିବା କର୍ମୀଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଏଭଳି…
ଅପରାହ୍ନରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏ ନେଇ ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ । ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଆର.କେ ଶର୍ମା, ସ୍ବାସ୍ଥ୍ୟ…
Archives


