Posted inଫୁରସତ

ନାଗୁଣୀକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ନାଗ, ଚର୍ଚ୍ଚାରେ ଅନନ୍ୟ ପ୍ରେମକାହାଣୀ

ମଣିଷର ପ୍ରେମକାହାଣୀ ବିଷୟରେ ଆପଣ ଶୁଣିଥିବେ, ହେଲେ ବିହାରର ଗୋପାଳଗଞ୍ଜ ଜିଲାର ଭୋରେ ବ୍ଲକ ଅଞ୍ଚଳରେ ନାଗ-ନାଗୁଣୀଙ୍କ ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାର ଭୋପାଟପୁରା ଗାଁରେ ଥିବା ପୋଖରୀରୁ ମାଛ ଧରିବା ଲାଗି ଜଣେ ବ୍ୟକ୍ତି ଜାଲ ବିଛାଇଥିଲେ। ଭୁଲବଶତଃ ସେଥିରେ ଏକ ନାଗୁଣୀ ଫସି ଯାଇଥିଲା। ଏହାଦେଖି ନାଗ ମଧ୍ୟ ସେଠାରେ ପହଞ୍ଚି ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ଯେତେ ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ନିଜେ ମଧ୍ୟ ସମାନ ଜାଲରେ ଫସି ଯାଥିଲା। ପରେ ସେଥିରୁ ମୁକୁଳିବାକୁ ଚେଷ୍ଟା କରିବା ବେଳେ ନାଗୁଣୀର ମୃତ୍ୟୁ ଘଟିଥିଲା। ଏହାପରେ ନାଗର ମଧ୍ୟ ଜୀବନ ଚାଲିଯାଇଥିଲା। ନାଗଙ୍କ ଏଭଳି ପ୍ରେମକୁ ଜଣେ ଯୁବକ ନିଜ ମୋବାଇଲରେ ରେକଡିଂ କରିଥିଲେ। ଏହାପରେ ପୁରା ଗାଁରେ ଏହି ଦୁଃଖଦ ପ୍ରେମକାହାଣୀକୁ ନେଇ ଚର୍ଚ୍ଚା ହୋଇଥିଲା। ପରେ ଲୋକମାନେ ପୋଖରୀକୂଳରେ ଏକତ୍ରିତ ହୋଇଥିଲେ। ପରେ ଉଭୟ ନାଗନାଗୁଣୀଙ୍କୁ ଲୋକେ ବାହାର କରି ପୋତି ଦିଆଯାଇଥିଲା। ଏବେ ଏହି କାହାଣୀ ସୋସିଆଲ ମିଡିଆlରେ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶଙ୍ଖ ରଖିଲେ ମିଳିଥାଏ ଏସବୁ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶଙ୍ଖରେ ଏପରି ଅନେକ ଗୁଣ ଅଛି; ଯେଉଁଥିପାଇଁ ଘରେ ସକାରାତ୍ମକ ଶକ୍ତି ଆସେ। କୁହାଯାଏ, ଯେଉଁ ଘରେ ଶଙ୍ଖ ଅଛି, ସେଠାରେ ଲକ୍ଷ୍ମୀ...

ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର...

ଏପରି ବୁଦ୍ଧି ଖଟାଇ ଓଟ ଉପରେ ପାଣି ଛିଞ୍ଚୁଛି ହାତୀ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଓଟ ଉପରେ ପାଣି ଛିଞ୍ଚୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

ମହାକାଶ ପର୍ଯ୍ୟଟନ ଦୌଡ଼ରେ ତିନୋଟି କମ୍ପାନୀ

ନୂଆଦିଲ୍ଲୀ: ଆଜକୁ ୫୦ ବର୍ଷ ପୂର୍ବେ ଯେତେବେଳେ ମଣିଷ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା ସେତେବେଳେ ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ଜନ୍ମ ହୋଇନଥିଲେ ,...

ହାତ ରଖିଲେ ହସିଥାଏ ଗଛ

ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ...

ଉତ୍ତରାଖଣ୍ଡର ‘ପନୀର’ ଗାଁ: ନାମକରଣ ପଛରେ ରହିଛି ଏଭଳି…

ମସୁରୀ: ଅନେକ ଗ୍ରାମ ରହିଛି ଯାହା ନିଜର ଅଜବ ନାମକୁ ନେଇ ଖ୍ୟାତ। ସେଭଳି ଏକ ଗ୍ରାମ ହେଉଛି ଉତ୍ତରାଖଣ୍ଡ ମସୁରୀ ନିକଟସ୍ଥ ରୌତୁ ଗ୍ରାମ।...

ପେଟ ପୋଷିବା ପାଇଁ ୭୫ ବଷୀୟା ବୃଦ୍ଧା କରୁଛନ୍ତି ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୃଦ୍ଧ ବୟସରେ ଲୋକେ ଆଶାବାଡ଼ିର ସାହାରା ନେଇଥାନ୍ତି। ହେଲେ ଜଣେ ୭୫ ବର୍ଷୀୟା ବୃଦ୍ଧା ଆଶାବାଡି ସହ ଏମିତି ମାର୍ଶଲ ଆର୍ଟ କରି ଦେଖାଇଛନ୍ତି, ଯାହାକୁ...

୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା...

Advertisement
Archives

Model This Week