ମୋର କାହାକୁ କିଛି ପ୍ରମାଣ କରିବାର ନାହିଁ
କେପ୍ ଟାଉନ,୧୦।୧: ଗତ ଦୁଇ ବର୍ଷ ହେଲା ତିନି ସଂଖ୍ୟା ବିଶିଷ୍ଟ ସ୍କୋର ହାସଲ କରିବାରେ ବିଫଳ ହେବା ସହ ରନ୍ ସଂଗ୍ରହ ହାରରେ ମଧ୍ୟ ତଳ ମୁହଁା ହୋଇଛି। କିନ୍ତୁ ଏଥିଲାଗି ଚିନ୍ତିତ ନ ଥିବା ଏବଂ କାହାକୁ କିଛି…
ନାବାଳିକାଙ୍କୁ ଗର୍ଭବତୀ କରି ଫେରାର
ଆର.ଉଦୟଗିରି,୧୦।୧(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରେ ଏକୁଟିଆ ରହୁଥିବାର ସୁଯୋଗ ନେଇ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ନାବାଳିକା ଜଣକ ଗର୍ଭବତୀ…
ମା’ଙ୍କ ଅନୁମତି ପରେ ହେବ ରଥକାଠ ଚିହ୍ନଟ
ପୁରୀ ଅଫିସ, ୧୦।୧: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ନୟାଗଡ଼ର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ…
ହାତ ଛାଡି ସାଇକେଲ ଚଢିବେ ଇମ୍ରାନ
ଲକ୍ଷ୍ନୌ,୧୦।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା ଲାଗିଛି। କଂଗ୍ରେସର ରାଷ୍ଟ୍ରୀୟ ସଚିବ ଥିବା ସାହାରନପୁରର ଇମ୍ରାନ ମାସୁଦ ଏବେ ଦଳ ଛାଡି ସମାଜବାଦୀ ପାର୍ଟି(ଏସପି)ରେ ଯୋଗଦେବାକୁ ଘୋଷଣା କରିଛନ୍ତି। ଅମ୍ବାଲା ରୋଡରେ ଥିବା ତାଙ୍କ ବାସଭବନରେ ଆୟୋଜିତ…
ମୁଁ ପୂରା ଫିଟ୍
କେପ୍ ଟାଉନ,୧୦।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ତଥା ଅନ୍ତିମ ଟେଷ୍ଟ। ସିରିଜ୍ର ବିଜେତା ନିର୍ଣ୍ଣୟ ହେବାକୁ ଥିବା ମ୍ୟାଚ୍ ଲାଗି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ଫିଟ୍। କିନ୍ତୁ…
ଫିଲ୍ମ ‘କୁଛ କୁଛ ହୋତା ହୈ ’ରେ କାଜଲ କାହିଁକି ପିନ୍ଧିଥିଲେ ହେୟାରବ୍ୟାଣ୍ଡ? ଅନେକ ବର୍ଷ ପରେ ରାଜ୍ ଖୋଲିଲେ କରଣ
ବଲିଉଡର ଆଇକନିକ୍ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକମାନେ ଆଜି ମଧ୍ୟ ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର ଏକ…
ବଳାତ୍କାର ଉଦ୍ୟମ ପାଇଁ ଗିରଫ ହେଲେ ଅଗ୍ନିଶମ କର୍ମଚାରୀ
କୁଚିଣ୍ଡା,୧୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜନୈକା ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ କୁଚିଣ୍ଡା ଅଗ୍ନିଶମ ବିଭାଗ ଅଗ୍ନିଶମ କର୍ମଚାରୀ ବିକାଶ ଚନ୍ଦ୍ର ବିଶ୍ୱାଳ(୨୭)ଙ୍କୁ ଗିରଫ କରି ସୋମବାର…
ପ୍ରତିରକ୍ଷା ମନ୍ତ୍ରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୦।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ରାଜନାଥ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ସୋମବାର ଅପରାହ୍ନରେ ନିଜେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ…
ଧୋନୀଙ୍କ ଗୋଟିଏ ଉପଦେଶକୁ ମନେ ପକାଇଲେ କୋହଲି
କେପଟାଉନ୍,୧୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚ ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କେପଟାଉନ ଟେଷ୍ଟ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଫିଟ ବୋଲି କହିଥିଲେ।…
‘ଫୁଲ ହାଉସ’ ଫେମ୍ କମେଡିଆନ୍ ବବ ସଗେଟଙ୍କ ପରଲୋକ: ସନ୍ଦିଗ୍ଧ ଅବସ୍ଥାରେ ହୋଟେଲରୁ ମିଳିଲା ମୃତଦେହ
ଫ୍ଲୋରିଡା,୧୦ ।୧: ଆମେରିକା ଟେଲିଭିଜନରେ ୯୦ ଦଶକରେ ପ୍ରସାରିତ କମେଡି ଶୋ’ ‘ଫୁଲ ହାଉସ’ରେ ଅଭିନୟ କରି ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ବବ ସଗେଟଙ୍କର ପରଲୋକ ହୋଇଛି । ୬୫ ବର୍ଷ ବୟସରେ ସେ ଶେଷ…
୨ ସପ୍ତାହରେ ଛିଡ଼ା ହେଲା ହସ୍ପିଟାଲ
ଚିତ୍ରକୋଣ୍ଡା,୧୦।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବଭିମାନ ଅଞ୍ଚଳରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ୨ କୋଟି ଟଙ୍କାର ଏକ ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ ନିର୍ମାଣ କରାଯାଇଛି। ସୋମବାର ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
୩ ବର୍ଷ କ୍ୟାରିୟର୍ରେ ମାତ୍ର ୪ ରନ୍ କରିଛନ୍ତି ଏହି କ୍ରିକେଟର୍, ତଥାପି ଦଳରେ ପାଇଛନ୍ତି ସ୍ଥାନ
ଖ୍ରୀଷ୍ଟଚର୍ଚ୍ଚ,୧୦।୧: ବାଂଲାଦେଶ କ୍ରିକେଟର୍ ଇବାଦତ ହୁସେନ ନିକଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ନ୍ୟୁଜିଲାଣ୍ଡକୁ ଟେଷ୍ଟରେ ପରାସ୍ତ କରିବାରେ ବାଂଲାଦେଶ ଦଳ ସଫଳ ହୋଇଥିଲା। ଏବେ ଦ୍ରୁତ ବୋଲର ଇବାଦତ ସୋମବାର ବ୍ୟାଟ୍ସମ୍ୟାନ ଭାବରେ ଏକ ଲଜ୍ଜାଜନକ ରେକର୍ଡ…
Archives


