Home Left

ପାଇଲଟ ଅସୁସ୍ଥ ହେବାରୁ ଯାତ୍ରୀ ବିମାନକୁ କରାଇଲେ ଅବତରଣ…

ଫ୍ଲୋରିଡା, ୧୨।୫ : ପାଇଲଟ ଅସୁସ୍ଥ ହୋଇପଡିଥିବାରୁ ଜଣେ ଯାତ୍ରୀ ଫ୍ଲୋରିଡାରେ ବିମାନକୁ ଅବତରଣ କରାଇଛନ୍ତି। ସର୍ବସାଧାରଣ ବିମାନ ଉଡ଼ାଣ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ମିଳିଥିଲା ଯେ ବିମାନକୁ କିପରି ବନ୍ଦ କରାଯିବ ସେ ବିଷୟରେ ତାଙ୍କର କୌଣସି…

ଦୁନିଆର ସବୁଠୁ ଡେଙ୍ଗା ଅମୃତଭଣ୍ଡା ଗଛ, ଉଚ୍ଚତା ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ପ୍ରତ୍ୟେକ ପ୍ରଜାତିର ଗଛ ନିଜସ୍ବ ସ୍ବତନ୍ତ୍ର ଲମ୍ବ, ମୋଟା ହୋଇଥାନ୍ତି। ଯଦି ଏହା ସ୍ବାଭାବିକଠାରୁ ଟିକିଏ ଅଲଗା ଦେଖାଯାଏ ତେବେ ଏହା ଆଶ୍ଚର୍ଯ୍ୟଜନକ କଥା। ବ୍ରାଜିଲର ଜଣେ କୃଷକଙ୍କ ବାଡ଼ିରେ ଏକ…

ବିଦେଶରେ ବଢୁଛି ଦୀପିକାଙ୍କ କ୍ରେଜ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ୍‌ ଏବେ ବିଦେଶରେ ବଢୁଛି। ସେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ନିକଟରେ ଦୀପିକାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜଜ୍‌ ହେବାର ସୁଯୋଗ ମିଳିଥିଲା। ଏବେ ସେ ଏକ ବିଦେଶୀ ଲୋକପ୍ରିୟ…

ଚଢ଼ାଉ ପରେ ଇଡିର କାର୍ଯ୍ୟାନୁଷ୍ଠାନ: ପୂର୍ବତନ ବିଧାୟକଙ୍କ ୧୩୩ କୋଟିର ଜମା ସିଜ

ଭୁବନେଶ୍ୱର,୧୨।୫(ବ୍ୟୁରୋ): କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିଜ କରିଛି। ଏଥିସହ ତାଙ୍କ ୬୯ ଲକ୍ଷର ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଅର୍ଥ ହେରଫେର ମାମଲାରେ ଜିତୁଙ୍କ ଘରେ ବୁଧବାର…

ହନିମୁନ୍‌ ସମୟର ଭିଡିଓ ଶେୟାର କଲେ ଏହି ଅଭିନେତା, କହିଲେ…

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଅଭିନେତା ୟଶ ନିକଟରେ ଅଭିନେତ୍ରୀ ନିଧି ଝାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ନିଧି ଏବଂ ୟଶଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିସହିତ ଉଭୟଙ୍କୁ…

‘ପୁଷ୍ପା-୨’ ପାଇଁ ଅଲୁ ଅର୍ଜୁନ ନେବେ ଏତିକି ଟଙ୍କା ଫି’

ଫିଲ୍ମ ‘ପୁଷ୍ପା-ଦ ରାଇଜ୍‌’ର ଜବରଦସ୍ତ ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦର୍ଶକ ମଧ୍ୟ ପୁଷ୍ପା ୨କୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଫିଲ୍ମର ସ୍କ୍ରିପ୍ଟ କାମ ଚାଲିଛି। ପ୍ରଥମ ଅପେକ୍ଷା ଦ୍ୱିତୀୟ…

ରାତି ଅଧରେ ରାଜଧାନୀରେ ଏନ୍‌କାଉଣ୍ଟର: ଅପରାଧୀ ଚକରା ଆହତ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ। ବୁଧବାର ମଧ୍ୟରାତ୍ରରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଥିବା ଏନକାଉଣ୍ଟରରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଫଟା ଜୋତାର ମୂଲ୍ୟ ୧.୪୩ ଲକ୍ଷ ଟଙ୍କା

ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ ବାଲେନସିଆଗା ଏକ ନୂଆ ଜୋତା ଲଞ୍ଚ କରିଛି। ଏହି ଜୋତା ବହୁତ ପୁରୁଣା ଏବଂ ଚିରା-ଫଟା ଭଳି ଦେଖାଯାଉଛି। ଏହାର ମୂଲ୍ୟ ଏତେ ଅଧିକ ଯେ ଲୋକମାନେ ଏଥିପାଇଁ ଚାରି ଚକିଆ କିଣି ପାରିବେ। ଏହିପରି ଜୋତାକୁ…

ଦୀପିକାଙ୍କୁ ପ୍ରଶଂସା କଲେ ରଣବୀର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ବାମୀ ରଣବୀର ପ୍ରଶଂସା କରିବା, ସମର୍ଥନ କରିବା ଆଦି ସୁଯୋଗକୁ ଆଦୌ ହାତଛଡ଼ା କରନ୍ତି ନାହିଁ। ରଣବୀର ସବୁାବେଳେ ନିଜ ଭଲପାଇବାକୁ ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ଦୀପିକାଙ୍କୁ…

ରାତି ୨.୩୦ରେ ପୋଲିସକୁ ଫୋନ କରି ୨ ବୋତଲ ବିୟର୍‌ ମାଗିଲେ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ୍‌,୧୨।୫: ତେଲେଙ୍ଗାନାରେ ଜଣେ ଯୁବକ ମଦ ନିଶାରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି, ଯାହାକୁ କେହି ସହଜେ ଭାବି ପାରିବେ ନାହିଁ। ଜଣେ ୨୨ ବର୍ଷ ବର୍ଷୀୟ ଯୁବକ ରାତି ୨.୩୦ରେ ୧୦୦ ଡାଏଲ କରି ଦୁଇ ବୋତଲ ବିୟର…

୨୪ ଘଣ୍ଟାରେ ୧୪: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ମଧ୍ୟରେ ୪ଜଣ ସଂକ୍ରମିତ ଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ ୮ ଏବଂ ଲୋକାଲ କେସ୍‌ ୬ ରହିଛି। ଏନେଇ ରାଜ୍ୟ ସୂଚନା ଓ…

୩୨ ଅଣ୍ଡାରୁ ବାହାରିଲେ ଘଡ଼ିଆଳ ଛୁଆ

ବନ୍ତଳା,୧୨ା୫(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପାଇଁ ସୋମବାର ଆସିଛି ଖୁସି ଖବର। ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଅଣ୍ଡାରୁ ୩୨ ଶାବକ ଜନ୍ମ ହୋଇଛନ୍ତି। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା ଏ ନେଇ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଡିଏଫ୍‌ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?