ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ
ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ ହରିଣକୁ ଶିକାର କରିବା ପାଇଁ ଗୋଡ଼ାଇଥିଲେ। ହରିଣଟି ବାଟବଣା ହୋଇ ଚନ୍ଦନପୁର ଗ୍ରାମର ଏକ…
ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୦୦ ଟପିଲା
ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛିି। ସୋମବାର ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚତ୍ଛି। ଜୀବନ ବିଜ୍ଞାନ ପ୍ରତିଷ୍ଠାନର(ଆଇଏଲ୍ଏସ୍) ରିପୋର୍ଟ ମୁତାବକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…
ନିର୍ବାଚନ ପୂର୍ବରୁ ଭାଜପାକୁ ଡବଲ ଝଟ୍କା
ଗୋଆ,୧୦।୧: ଗୋଆରେ ଫେବୃୟାରୀ ୧୪ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଭାଜପାକୁ ସୋମବାର ଦୁଇଟି ଶକ୍ତ ଧକ୍କା ଲାଗିଛି। ‘ଦଳ ଆଉ ସାଧାରଣ ଲୋକଙ୍କ ପାର୍ଟି ହୋଇ ନାହିଁ’ କହି ମନ୍ତ୍ରୀ ମାଇକେଲ ଲୋବୋ ଭାଜପା ଛାଡ଼ିବା ପରେ ବିଧାୟକ…
ବଢିଲା ଦ୍ୱାଦଶ ପରୀକ୍ଷା ଫର୍ମ ପୂରଣ ଅବଧି
ଭୁବନେଶ୍ୱର,୧୦।୧:(ବ୍ୟୁରୋ): ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଫର୍ମ ପୂରଣ ଅବଧି ବଢାଇଛନ୍ତି। ଏହି ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ମଙ୍ଗଳବାର ଫର୍ମ ପୂରଣର ଅବଧି ସରିବାର ଥିଲା। ୪୫୦ ଟଙ୍କା ଦେଇ ଛାତ୍ରୀଛାତ୍ର ଫର୍ମ ପୂରଣ…
ଗୋଟିଏ ଦିନରେ ୨ ମୁଖ୍ୟମନ୍ତ୍ରୀ ହେଲେ କରୋନା ପଜିଟିଭ
ବେଙ୍ଗାଲୁରୁ:୧୦।୧: ବିହାର ମୁଖ୍ୟମନ୍ତ୍ରୀଙ୍କ ପରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ସୋମବାର କରୋନା ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏନେଇ ସେ କରୋନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ବର୍ତ୍ତମାନ ହୋମ ଆଇସୋଲେଶନରେ…
ଗେମ୍ ଚେଞ୍ଜର ହେବେ ସୋନୁଙ୍କ ଭଉଣୀ
ନୂଆଦିଲ୍ଲୀ,୧୦।୧: ପଞ୍ଜାବ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ। ପଞ୍ଜାବରେ ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଅନ୍ୟ ୫ ରାଜ୍ୟ ଭଳି ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣନା କରାଯିବ।…
ରେଷ୍ଟୁରାଣ୍ଟ,ବାର୍ରେ ଖାଇବା ମନା
ନୂଆଦିଲ୍ଲୀ,୧୦।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। କିଛି ରାଜ୍ୟରେ କୋଭିଡ କଟକଣାକୁ କଡାକଡି କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ମଧ୍ୟ କଟକଣା କରାଯାଇଛି। ରେଷ୍ଟୁରାଣ୍ଟ ଏବଂ ବାର୍ରେ ଭୋଜନ କରିବାକୁ ଗ୍ରାହକଙ୍କୁ ଅନୁମତି ଦିଆଯିବ ନାହିଁ। କେବଳ ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇପାରିବେ।…
ପାର୍ଟନର ବଦଳାଇ ଧରାପଡ଼ିଲେ
କୋଟାୟାମ(କେରଳ),୧୦।୧: ପାର୍ଟନର ବଦଳାଇବା ସମ୍ପର୍କୀତ ମାମଲାରେ ୭ ଜଣଙ୍କୁ କେରଳରୁ ଗିରଫ କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ସ୍ବାମୀ ବାଧ୍ୟ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ପୂରା ର଼୍ୟାକେଟ। ଏହି…
ଡରାଇଲାଣି ୪ ଜିଲାର ସ୍ଥିତି
ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୪ଟି ଜିଲାର ସ୍ଥିତି ଉଦ୍ବେଗଜନକ ରହିଛି। ବିଶେଷ କରି ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାର ସ୍ଥିତି ଭୟଙ୍କର ରହିଛି। ଯଦିଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି,…
ହାର୍ଦ୍ଦିକଙ୍କୁ କ୍ୟାପଟେନ କରିପାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ
ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅହମ୍ମଦାବାଦର ନୂଆ ଆଇପିଏଲ ଫ୍ରାଞ୍ଚାଇଜକୁ ଲେଟର ଅଫ୍ ଇଣ୍ଟେଣ୍ଟ (ଉଦ୍ଦେଶ୍ୟ ପତ୍ର) ହସ୍ତାନ୍ତର କରିଛି। ବୋର୍ଡ ସହ ଆଇନଗତ ଲଢ଼େଇ ଚାଲିଥିବା ବେଳେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ତା’ର ଟିମ୍ ମ୍ୟାନେଜମେଣ୍ଟ ଗଠନ…
ବିହାର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍
ପାଟନା,୧୦।୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ ହୋମ୍ ଆଇସୋଲେଶନରେ ରହିଛନ୍ତି। ସତର୍କତା…
ଯାଇଥିଲେ ଭୋଜି କରିବାକୁ, ମିଳିଲା ମୃତଦେହ
ସୋନପୁର,୧୦।୧(ନି.ପ୍ର.): ସୋନପୁର ସହର ଯାତ୍ରୀ ନିବାସ ସମ୍ମୁଖ ମହାନଦୀ ପାଚେରୀ ଘାଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ବଡବଜାର ଘାସିପଡାର ଜଲାର ସିଂ ବାଗ(୩୨) । ମହାନଦୀ ନଦୀ କୂଳରେ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ…
Archives


