ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ଓ୍ବେଲିଙ୍ଗଟନ୍‌, ୧୪।୫: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଆର୍ଡେନଙ୍କ ସ୍ବାମୀ କ୍ଲାର୍କ ଗେଫୋର୍ଡ ପ୍ରଥମେ କୋଭିଡ ଆକ୍ରାନ୍ତ ହୋଇଥିଲେ। ତେବେ ରବିବାରଠାରୁ ଉଭୟ ଆଇସୋଲେଶନରେ ରହିଥିବା ବେଳେ ଆର୍ଡେନଙ୍କଠାରେ ମଧ୍ୟମ ଧରଣର ଲକ୍ଷଣ ରହିଥିବା କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣା ଭୋଗିବେ ଆଫଗାନ୍‌ ମହିଳା

ଆଫ୍‌ଗାନସ୍ଥାନରୁ ଆମେରିକା ସେନା ପ୍ରତ୍ୟାହାର ସହ ତାଲିବାନ ଅଧିକାଂଶ ଅଞ୍ଚଳକୁ ଅକ୍ତିଆର କରିଛି। ଆଗକୁ ଆଫଗାନ ମହିଳାମାନେ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ବଢ଼ିଥିବାବେଳେ ଆମେରିକାର...

କରୋନା ଭାଇରସ: ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲା ଇଟାଲୀର ଭୋ ସହର

ରୋମ,୨୮।୩: କରୋନା ଭାଇରସ ଏବେ ଇଟାଲୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି କହିଲେ ଚଳେ। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୯ହଜାର ଅତିକ୍ରମ କରିଥିବା ବେଳେ...

ବିଶ୍ୱକୁ ବିପଦ ବାଣିଜ୍ୟ ଯୁଦ୍ଧ

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ଜାପାନର ଓସାକାରେ ଶୁକ୍ରବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ବିଶ୍ୱ ଅର୍ଥନୀତି, ବହୁପାକ୍ଷିକ ବାଣିଜ୍ୟ ଓ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ସଚ୍ଚୋଟ ପଣିଆ ତାଲିକା: ସୁଇଜରଲାଣ୍ଡ୍‌ ୧ ନମ୍ବର; ୩୦ତମ ସ୍ଥାନରେ ଭାରତ

ଜୁରିକ୍‌,୨୨।୬: ପ୍ରକାଶ ପାଇଛି ବିଶ୍ୱ ସଚ୍ଚୋଟ ପଣିଆ ତାଲିକା। ଏଥିରେ ସୁଇଜରଲାଣ୍ଡ୍‌ ୧ ନମ୍ବର ସ୍ଥାନରେ ରହିଥିବାବେଳେ ଭାରତର ସ୍ଥାନ ୩୦ ରହିଛି। ରାସ୍ତାରୁ ପର୍ସ...

ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି...

ଉତ୍ତର କୋରିଆକୁ ଘାରିଛି ଏକଛତ୍ରବାଦୀ ଶାସକଙ୍କ ସ୍ବାସ୍ଥ୍ୟ ଚିନ୍ତା…

ପ୍ୟୋଙ୍ଗୟାଙ୍ଗ,୩୧।୭: ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟ ଚିନ୍ତା ଏବେ ଉତ୍ତର କୋରିଆକୁ ଘାରିଛି। ଇତିମଧ୍ୟରେ କିମ୍‌ଙ୍କ ଓଜନ ୨୦ କିଲୋଗ୍ରାମ କମିଯାଇଛି। ନିକଟରେ...

ମୋଦିଙ୍କ ଆମେରିକା ଗସ୍ତ: ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଚୁକ୍ତି

ହ୍ୟୁଷ୍ଟନ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶକ୍ତି କ୍ଷେତ୍ରରେ ବୃହତ୍‌ ବୁଝାମଣା ହୋଇଛି। ଏନେଇ ଆୟୋଜିତ...

ଅନ୍ଧାରରେ ରଖିଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୮: ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କାଲିଫର୍ନିଆ ସିନେଟର କମଲା ହାରିସ୍‌ ନିଜ ନିଜ ପ୍ରାର୍ଥତ୍ତ୍ୱକୁ ଗ୍ରହଣ କରିଛନ୍ତି। ଡେମୋକ୍ରାଟିକ୍‌...

Advertisement
Archives

Model This Week