Home Left

‘ଅଙ୍ଗୁର ଭାବି’ରେ ଅଭିନୟ ପୂର୍ବରୁ ଅଭିନେତ୍ରୀ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ: ଛୋଟପରଦାର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ନିଜର ସୁନ୍ଦର ଅଭିନୟ ପାଇଁ ‘ଅଙ୍ଗୁର ଭାବି’ ଭାବେ ଘରେ ଘରେ ପରିଚିତ। ‘ଭାବିଜୀ ଘର ପର ହୈ’ ସିରିୟଲ ତାଙ୍କର ବେଶ୍‌ ଲୋକପ୍ରିୟ। ଆଜି ବି ଲୋକେ ଶିଳ୍ପାଙ୍କ ଅଭିନୟ ଦେଖିବାକୁ…

ଟି୨୦ ଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ଭାରତୀୟଙ୍କ ପାଇଁ ସ୍ଥାନ ନାହିଁ

ଦୁବାଇ,୨୦।୧: ଆଇସିସି ପୁରୁଷ ଟି୨୦ ଭଳି ବର୍ଷର ଦିନିକିଆ ଦଳରେ ମଧ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। କେବଳ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳି ନାହିଁ, ତା’ ନୁହେଁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ ଦଳର…

କେନ୍ଦ୍ର ମନ୍ତ୍ରୀ କିଶାନ ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତର ଉତ୍ତର ପୂର୍ବାଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଜି କିଶାନ ରେଡ୍ଡୀ କରୋନା ପଜିଟିଭ୍‌ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ନିଜେ ଗୁରୁବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ କୋଭିଡ୍‌ ପରୀକ୍ଷା କରାଇଥିଲେ…

ଗୋଆ ବିଧାନସଭା ନିର୍ବାଚନ: ଭାଜପା ତାଲିକାରେ ନାହିଁ ଉତ୍ପଳ ପାରିକରଙ୍କ ନାଁ, ଏଏପିକୁ କେଜରିୱାଲଙ୍କ ନିମନ୍ତ୍ରଣ

ପଣଜି,୨୦ ।୧: ଗୋଆ ବିଧାନସଭା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଥମ ପର୍ଯ୍ୟାୟରେ ୩୪ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି । ହେଲେ ସେଥିରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନାଁ ନ…

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଖଟିମାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୦ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି(ଭଜପା) ୫୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମାରୁ ନିର୍ବାଚନ ଲଢିବେ । ସେହିପରି ମଦନ କୌଶିକ ହରିଦ୍ୱାର ଓ…

ବ୍ଲକ ଅଧ୍ୟକ୍ଷଙ୍କ ସ୍ତ୍ରୀ ସମିତିସଭ୍ୟା ପାଇଁ ଦାଖଲ କଲେ ନାମାଙ୍କନପତ୍ର

ଗଞ୍ଜାମ,୨୦ା୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସ୍ତ୍ରୀ ଦୀପାଳି ନାୟକ ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତର ସମିତିସଭ୍ୟା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଗୁରୁବାର ସ୍ବାମୀଙ୍କ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଗୋଷ୍ଠୀ ଉନ୍ନୟନ…

ପରଲୋକରେ ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ଅଭିନେତା ଅରୁଣ ବର୍ମାଙ୍କ ଭୋପାଳରେ ଦେହାନ୍ତ ହୋଇଛି। ଭୋପାଳର ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅରୁଣ ଗୁରୁବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲ୍‌ମାନ ଖାନ ଏବଂ…

‘ଫୁଲଓ୍ବା’ର ଶିଶୁ କଳାକାର ଏବେ ଗ୍ଲାମର୍‌ ଗର୍ଲ, ଦେଖିଲେ ଚିହ୍ନି ହେଉନି

ବମ୍ବେ: ଚାହୁଁ ଚାହୁଁ ଦିନଗୁଡ଼ିକ କିଭଳି ବିତିଗଲା ଜାଣି ହେଲାନାହିଁ। ଶିଶୁ କଳାକାରରୁ ସେ ଏବେ ଗ୍ଲାମର୍ସ ଅଭିନେତ୍ରୀ ପାଲଟିଲେଣି। ଆମେ କଥା ହେଉଛୁ ଜନ୍ନତ ଜୁବେରଙ୍କ ବିଷୟରେ। ଏକଦା ସମୟ ଥିଲା ଜନ୍ନତ ଧାରାବାହିକ ‘ଫୁଲଓ୍ବା’ରେ ସାଧାସିଧା କୁନି ଝିଅ…

ମହାରାଷ୍ଟ୍ରରେ ପୁଣି ଖୋଲିବ ସ୍କୁଲ୍‌

ମୁମ୍ବାଇ,୨୦।୧:ମହାରାଷ୍ଟ୍ରର କୋଭିଡ୍‌ ସ୍ଥିତିରେ ସୁଧାର ଆସୁଥିବା ବେଳେ ଆସନ୍ତା ୨୪ରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ। ଏ ନେଇ ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍‌ଓ୍ବାର୍ଡ ଗୁରୁବାର ସୂଚନା ଦେଇଛନ୍ତି। ପ୍ରି-ପ୍ରାଇମେରୀ ସ୍କୁଲ୍‌ ମଧ୍ୟ ଖୋଲାଯିବ। ବିଦ୍ୟାଳୟଗୁଡିକରେ କୋଭିଡ୍‌ ପ୍ରୋଟୋକଲ…

ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ପୁଣି ଯୁକ୍ତିତର୍କ କରି ଚର୍ଚ୍ଚାରେ କୋହଲି; ଭିଡିଓରେ ଦେଖନ୍ତୁ ପୁରା ଘଟଣା

ପର୍ଲ,୨୦।୧: ବିରାଟ କୋହଲି ଆଉ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନାହାନ୍ତ ସତ କିନ୍ତୁ ପଡ଼ିଆରେ ତାଙ୍କ ଆକ୍ରୋଶ ଅକ୍ଷୁର୍ଣ୍ଣ ରହିଛି। ନିକଟରେ ଷ୍ଟମ୍ପ ମାଇକ୍‌ରେ କ୍ରୋଧ ଜାହିର କରିବାକୁ ନେଇ ସେ ସମାଲୋଚିତ ହୋଇଥିବା ବେଳେ ପୁଣି ଥରେ…

ଚାଇନାରେ ଖାଦ୍ୟାଭାବ: ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କଲେ ଲୋକେ

ବେଜିଂ,୨୦ା୧: ଚାଇନାରେ କରୋନାକୁ ରୋକିବା ପାଇଁ କଡ଼ା ଲକ୍‌ଡାଉନ୍‌ ହେତୁ ଦେଶର ଲକ୍ଷଲକ୍ଷ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛନ୍ତି। ଚାଇନାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ଚାଇନା ସରକାର ଲୋକମାନଙ୍କୁ ଅତ୍ୟାବଶ୍ୟକ…

ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଶାନଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri