ଭାରତ ଟେଷ୍ଟ ଦଳର ଅଧିନାୟକ କିଏ ହେବା ଉଚିତ? ପିଟରସନ କହିଲେ…
ମସ୍କାଟ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ କୋହଲି ଭାରତୀୟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ଏହାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ ଆଲୋଚନା ହେବାରେ ଲାଗିଛି। ଏହି କ୍ରମରେ ଇଂଲଣ୍ଡର…
ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍ର ବିଜୟ ଲକ୍ଷ୍ୟ
ପାର୍ଲ,୨୧।୧: ପାର୍ଲର ବୋଲାଣ୍ଡ ପାର୍କରେ ଶୁକ୍ରବାର ଖେଳାଯାଉଥିବା ଦ୍ୱତୀୟ ଦିନିକିଆ ମ୍ୟାଚରେ ଭାରତ ଟସ୍ ଜିତି ୫୦ ଓଭରରେ ୬ ଉଇକେଟ ହରାଇ ୨୮୭ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନ୍ର ବିଜୟ ଲକ୍ଷ୍ୟ ରଖିଛି ।…
ଦ୍ରାବିଡ୍-ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ନିଜ ନାମରେ କଲେ ଏହି ରେକର୍ଡ
ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଉଲ୍ଲେଖନୀୟ ବ୍ୟାଟିଂ କରିଛନ୍ତି। ପନ୍ତ ତାଙ୍କ ଇନିଂସରେ ୧୦ ଚୌକା ଏବଂ ୨ ଛକା ସହ ୭୧ ବଲ୍ରେ ୮୫ ରନ୍…
୨୬ ଜିଲା ପରିଷଦ ଆସନ ପାଇଁ ୯୮ ନାମାଙ୍କନ
ଭଞ୍ଜନଗର,୨୧ା୧(ଡି.ଏନ୍.ଏ.): ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଜିଲା ପରିଷଦ ଜୋନ ପାଇଁ ମୋଟ ୪୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ୨୬ଟି ଜିଲା ପରିଷଦ ଜୋନ ପାଇଁ ବିଭିନ୍ନ ଦଳରୁ…
ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ
ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କୋଟଗଡ ଥାନା ଅଞ୍ଚଳର ମୁକୁନ୍ଦ ମଲ୍ଲିକଙ୍କୁ ୧୦ ବର୍ଷ ସଶ୍ରମ…
ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ
ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ନାମ ରହିଛି । ଭାଜପା ରାଷ୍ଟ୍ରୀୟ ମହାସଚିବ ତରୁଣ…
ପ୍ରିୟଙ୍କା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା
ନୂଆଦିଲ୍ଲୀ,୨୧।୧: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଶୁକ୍ରବାର ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଯୁବବର୍ଗଙ୍କ ପାଇଁ ’ଭାରତୀ ବିଧାନ’ ନାମକ…
ଟିକେଟ୍ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ
ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ଜୋନ(ଖ) ପାଇଁ ଗୁରୁବାର ଟିକଟ ଦିଆଯାଇଥିଲା। ହେଲେ ଭୋଟର ତାଲିକାରେ…
କଂଗ୍ରେସରେ ସାମିଲ ହେଲେ ହରକ ସିଂ ରାୱତ
ଡେରାଡୁନ,୨୧ ।୧: ଉତ୍ତରାଖଣ୍ଡର ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହରକ ସିଂ ରାୱତ ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଏହାପରେ ସେ ହରିଶ ରାୱତଙ୍କ ସହ ସାକ୍ଷାତ୍ କରିଛନ୍ତି । ହରକ ସିଂ ରାୱତ ୧୫ ଜିଆର୍ପିର କଂଗ୍ରେସ…
ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ : ଚାକିରିରୁ ତଡ଼ାଖାଇଲେ ଜିଆରଏସ୍
ଚାନ୍ଦବାଲି,୨୧।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତର ଜିଆରଏସ୍ ପୁରୁଷୋତ୍ତମ ବାରିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ଗୁରୁବାର ଚାକିରିରୁ ଅନ୍ତର(ଡିସ୍ଏନ୍ଗେଜ୍ଡ) କରାଯାଇଛି। ଉକ୍ତ ପଞ୍ଚାୟତର ପିଇଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି…
୧୦୦ କୋଟିର ଘର, ପ୍ରାଇଭେଟ୍ ଜେଟ୍ର ମାଲିକ ଏହି ସୁପରଷ୍ଟାର; ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଷ୍ଟାରଙ୍କଠାରୁ କମ୍ ନୁହେଁ। ମାତ୍ର ୨ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିଲେ ସେ। ପରେ ‘ଆର଼୍ୟା’ ଫିଲ୍ମରୁ ତାଙ୍କୁ ବଡ଼ ବ୍ରେକ୍ ମିଳିଥିଲା। ସେବେଠାରୁ ଗୋଟିଏ ପରେ ଗୋଟିଏ…
ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଦାଖଲ କଲେ ନାମାଙ୍କନପତ୍ର
ନବରଙ୍ଗପୁର,୨୧।୧(ବି.ପ୍ର.): ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଲେ ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା। ରତିକାନ୍ତ ସଫ୍ଟୱେର ଇଞ୍ଜିନିୟର ଭାବେ କାନାଡ଼ାର ବିଭିନ୍ନ ନାମୀ କମ୍ପାନୀରେ ଚାକିରୀ କରୁଥିଲେ। ବର୍ତ୍ତମାନ…
Archives


