Home Left

ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ଅମିତାଭଙ୍କ ନାତୁଣୀ!

ମୁମ୍ବାଇ: ବିଗ୍‌ ବି ତଥା ଅମିତାଭଙ୍କ ନାତୁଣୀ ନଭ୍ୟା ନଭେଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନଭ୍ୟା ପ୍ରତ୍ୟେକ ଦିନ ତାଙ୍କ ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ନିଜର ଏକ ଫଟୋ ଶେୟାର କରିଛନ୍ତି।…

କୋର୍ଟ କାର୍ଯ୍ୟ ୩ ଦିନ ସ୍ଥଗିତ

ବୌଦ୍ଧ, ୨୧।୧(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଜିଲାରେ ଆଉ ୭୬ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ ୪୩୧ ସକ୍ରିୟ ମାମଲା ରହିଛି। ବୌଦ୍ଧ ଜିଲା ନ୍ୟାୟାଳୟର ବିଚାରପତି ଓ…

‘ଭାରିଆଣ୍ଟ ବଦଳିପାରେ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କରୋନା ଭାଇରସ ଭାରିଆଣ୍ଟ ବଦଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଭାଇରସର ପ୍ରକୃତି ହେଲା ଚରିତ୍ର ବଦଳାଇବା । ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି। ଏ ନେଇ ଗବେଷଣା…

ସମୁଦ୍ର କୂଳରେ ମଣିଷ ନୁହେଁ, କେବଳ ପାଦ ଚାଲୁଥିଲା

ଗୁଗୁଲ ୟାର୍ଥରେ ପ୍ରତିଦିନ ନୂଆ ନୂଆ ରହସ୍ୟମୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ। ଗୁଗୁଲ ୟାର୍ଥ ବ୍ୟବହାରକାରୀମାନେ ଅନେକ ଥର ରହସ୍ୟମୟ ଜିନିଷ ଦେଖୁଥିବାର ଦାବି କରୁଛନ୍ତି। ଯାହା ବିଷୟରେ ଜାଣିବା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ସମୟରେ ଜଣେ ଗୁଗୁଲ…

ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୨୧।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ କମିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମର ଟେଷ୍ଟିଂ କମି ନାହିଁ । ଗାଇଡ୍‌ଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି ବୋଲି ସେ କହିଛନ୍ତି। ଆହୁରି କହିଛନ୍ତି ଆକ୍ଟିଭ…

ଟ୍ରେନ ଲାଇନରୁ ମିଳିଲା ମୃତଦେହ

କେସିଙ୍ଗା,୨୧।୧: ସମ୍ବଲପୁର ରେଳ ଡିଭିଜନ ଅଧୀନ କାଣ୍ଡେଲ ରୋଡ଼ଠାରୁ ୨ କି.ମି. ଦୂର ବୁଢ଼ୀପଦର ଗ୍ରାମ ଫାଟକ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜିଆର୍‌ପି ପୋଲିସ ଜବତ କରିଛି। ସେ ହେଲେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ପଞ୍ଚାୟତ…

ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ ଫେରି ଆସିଛି। ଏ ନେଇ ଆମେରିକାନ ଏୟାରଲାଇନ ଜେଟଲାଇନର ପକ୍ଷରୁ କୁହାଯାଇଛି। “ମିଆମିରୁ ଲଣ୍ଡନ…

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ ଶୀତ ଅନୁଭୂତ ହେଉଥିବା ଯୋଗୁ ଏଠାକୁ ଚାଲି ଆସିଥିବା ପରିବେଶବିତ୍‌ମାନେ ସୂଚନା ଦେଇଛନ୍ତି। ଏହି…

ସପ୍ତାହାନ୍ତ କର୍ଫ୍ୟୁ ଉଠାଇବାକୁ ନିବେଦନ

ନୂଆଦିଲ୍ଲୀ,୨୧।୧: କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶୁକ୍ରବାର  ରାତି ୧୦ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଉଠାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଅନୁମୋଦନ ପାଇଁ ଫାଇଲଟି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜାଲଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ରାଜ୍ୟରେ…

କୋଟିଆରେ ଆନ୍ଧ୍ରର ସାଲୁର ବିଧାୟକ କଲେ ନିର୍ମାଣାଧିନ କାର୍ଯ୍ୟର ତଦାରଖ

ପଟ୍ଟାଙ୍ଗୀ,୨୧ା୧(ଡି.ଏନ.ଏ.): କୋଟିଆ ପଞ୍ଚାୟତରେ ସର୍ବସମ୍ମତି ଭିତ୍ତିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ କୋରାପୁଟରେ ସର୍ବଦଳୀୟ ବୈଠକ ବସିଥିବା ବେଳେ ଏପଟେ ଆନ୍ଧ୍ରର ସାଲୁର ବିଧାୟକ ପିଡିକା ରାଜନା ଦୋରା ନେରିଡିବାଲସା ଗ୍ରାମରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ଚାଲିଥିବା ବିଭିନ୍ନ…

ଅହମ୍ମଦାବାଦ ଫ୍ରାଞ୍ଚାଇଜର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯିବ। ଏହା ପଛର ଉଦ୍ଦେଶ୍ୟ ଦଳକୁ ଗୁଜରାଟୀ ପରିଚୟ ଦେବା। ଗୁଜରାଟରେ ଜନ୍ମିତ…

ଅଧୁରା ରହିଗଲା ସୁଶାନ୍ତଙ୍କ ଏହିସବୁ ବଡ଼ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନେକ ବଡ଼ ସ୍ବପ୍ନ ଦେଖୁଥିଲେ। ସେଗୁଡ଼ିକ ପୂରଣ ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ସେ ଏହି ସ୍ବପ୍ନଗୁଡ଼ିକର ଏକ ହାତଲେଖା ତାଲିକା ବି ପ୍ରସ୍ତୁତ କରିଥିଲେ। ଯାହାକି ଦୁଇବର୍ଷ ତଳେ ସୁଶାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri