Home Left

ଟିକାକରଣରେ ବିଏମ୍‌ସିର ରେକର୍ଡ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟିକାକରଣରେ ରେକର୍ଡ କରିଛି। ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡୋଜ ନେଇଥିବା…

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌ ରାହୁଲଙ୍କ…

ପରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ପାଣିମୋରା ଗ୍ରାମର…

ହରଭଜନଙ୍କୁ କରୋନା, ଖେଳିପାରିବେନି…

ନୂଆଦିଲ୍ଲୀ,୨୧।୧: ଭାରତର ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିନେଇ ସେ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏନେଇ ୪୧ ବର୍ଷୀୟ କ୍ରିକେଟର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମୋର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ମୋର…

ରାଜଧାନୀରୁ ହଟିବନି ୱିକଏଣ୍ଡ କର୍ଫ୍ୟୁ ଅବା ଅଡ ଇଭିନ: କେଜରିୱାଲଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୧ ।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କିଛିକାଂଶରେ କମିଛି ସତ । ହେଲେ ଏବେବି ରାଜଧାନୀବାସୀ ସୁରକ୍ଷିତ ନୁହେଁ । ଏବେବି ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଓ ବଜାରରେ ଅଡଇଭିନ ନମ୍ବର ନିୟମ ଜାରି ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ…

‘ଓସ୍କାର ୨୦୨୨’ ପାଇଁ ସର୍ଟଲିଷ୍ଟ ହେଲା ଜୟ ଭୀମ

ମୁମ୍ବାଇ: ଟିଜେ ଜାନାଭେଲଙ୍କ ନିର୍ଦ୍ଦେଶିତ ସୁରିଆର ଜୟ ଭୀମ ନଭେମ୍ବର ୨୦୨୧ରେ ସିଧାସଳଖ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଥିଲା। ତେବେ ଏହି ଫିଲ୍ମଟି ଓସ୍କାର ୨୦୨୨ରେ ବେଷ୍ଟ ଫିଚର ଫିଲ୍ମ ପାଇଁ ସର୍ଟଲିଷ୍ଟ ହୋଇଛି। ଜୟ ଭୀମଙ୍କ ସହ ମୋହନଲାଲଙ୍କ…

ବେରୋଜଗାର ସମସ୍ୟା ଦୂର କରିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉସ୍ମତା ବଢିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳଗୁଡିକ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର…

ବିନା ପରିବର୍ତ୍ତନରେ ଓହ୍ଲାଇଲା ଭାରତ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ ଶେଷ ଆଡ଼କୁ ପିଚ୍‌ ଧିରେ ଧିରେ ଧିମା ହୋଇଯାଉଥିବାରୁ ସେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୨୧।୧: ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।…

ଭାଜପା ବିଧାୟକଙ୍କୁ ଗୋଡ଼େଇ ଗୋଡ଼େଇ ଗାଁରୁ ତଡ଼ିଲେ ଗ୍ରାମବାସୀ

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରୁଥିବା ଜଣେ ଭାଜପା ବିଧାୟକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ତଡ଼ି ଦେଇଛନ୍ତି। ମୁଜାଫରନଗରରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାଟୌଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା…

ଚିନ୍ତା ବଢାଉଛି ଅଦିନିଆ ବର୍ଷା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ପଶ୍ଚିମା-ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଏଥିପାଇଁ ୬ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,…

‘କିଛି ଲୋକେ ଦେଶଭକ୍ତି ବୁଝିପାରନ୍ତି ନାହିଁ’

ନୂଆଦିଲ୍ଲୀ,୨୧।୧: ଦୀର୍ଘ ୫୦ ବର୍ଷ ହେଲା ଜଳୁଥିବା ଅମର ଜବାନ ଜ୍ୟୋତିକୁ ରାଜଧାନୀର ଇଣ୍ଡିଆ ଗେଟ୍‌ରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। “ଏହା ଏକ ବଡ଼ ଦୁଃଖର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri