ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍ ହେବ ଫିଲ୍ମ‘ତଡପ’
ମୁମ୍ବାଇ: ବଲିଉଡ୍ ଅଭିନେତା ଆହାନ ଶେଟ୍ଟୀ-ତାରା ସୂତରିଆଙ୍କ ଅଭିନୀତ ଫିଲ୍ମ‘ତଡପ’ ଡିସେମ୍ବର ୩ରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ପ୍ରଭାବ ପକାଇବାରେ ବିଫଳ ହୋଇଥିଲା। ବର୍ତ୍ତମାନ ଏହି ରୋମାଣ୍ଟିକ୍ ଆକ୍ସନ ଫିଲ୍ମଟି ଜାନୁଆରୀ ୨୮ରେ ଓଟିଟି ପ୍ଲାର୍ଟଫର୍ମରେ…
୨ ଅଫିସରଙ୍କୁ ପିଟିଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ, ୨୧ା୧-ମୟୂରଭଞ୍ଜ ଭାଜପା ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶୁକ୍ରବାର ବାରିପଦା ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଡାକି ୨ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣଙ୍କର ହାତ ଭାଙ୍ଗିଯାଇଥିବା…
ଏଏସ୍ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…
କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍ଓ ପଦବୀ ନିମନ୍ତେ ଏଥର ୩୮…
ଭାରତ ବିରୋଧୀ କାର୍ଯ୍ୟ ଲାଗି ୩୫ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି। ଏଥିସହ ୨ ଓ୍ବେବ୍ସାଇଟ୍, ୨ ଟୁଇଟର ଆକାଉଣ୍ଟ, ଦୁଇ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୧ ଫେସବୁକ୍ ଆକାଉଣ୍ଟ ଉପରେ…
ସରିଲା ନାମାଙ୍କନ: ପ୍ରାର୍ଥିପତ୍ର ଦାଖଲକଲେ କୋକସରା ବ୍ଲକର ୬୯୨
କୋକସରା,୨୧ା୧(ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୧୭ ତାରିଖରୁ ୨୧ ପର୍ଯ୍ୟନ୍ତ କୋକସରା ବ୍ଲକରେ ୨୨ ପଞ୍ଚାୟତ ପାଇଁ ୬୯୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏ ନେଇ ବ୍ଲକ ନିର୍ବାଚନ ଅଧିକାରୀ…
୧୧ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦବୀକୁ ପଦୋନ୍ନତି; ଜାଣନ୍ତୁ ଅଛନ୍ତି କିଏ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଆଇଏଏସ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ…
ଘାରୁଛି ଭୟ: ୫ ପଞ୍ଚାୟତର ଜଣେ ବି ପ୍ରାର୍ଥୀ କରିନାହାନ୍ତି ନାମାଙ୍କନ ଦାଖଲ
ଦେବଗଡ଼,୨୧।୧(ଡି.ଏନ୍.ଏ.): ଦେବଗଡ଼ ଜିଲା ତିଳେଇବଣି ବ୍ଲକର ୫ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ୱାର୍ଡସଭ୍ୟ, ସରପଞ୍ଚ ଏବଂ ସମିତିସଭ୍ୟ ପାଇଁ ଜଣେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ନାମାଙ୍କନପତ୍ର…
ଟିକେଟ ଦେଲାନି ଭାଜପା, ସ୍ବାଧୀନ ଭାବେ ଲଢ଼ିବେ ପାରିକରଙ୍କ ପୁଅ ଉତ୍ପଳ
ପାଣାଜୀ,୨୧।୧: ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଧାନସଭା ନିର୍ବାଚନ ଲଢ଼ିବେ। ଭାଜପା ତାଙ୍କୁ ସ୍ବର୍ଗତ ପାରିକରଙ୍କ ଗଡ଼ ଭାବେ ପରିଚିତ ପାଣାଜୀରୁ ଟିକେଟ ଦେବ ବୋଲି ଉତ୍ପଳ ଆଶା କରିଥିଲେ। ହେଲେ ଦଳରୁ ନିରାଶ…
ସୁକୁମାରଙ୍କ ‘ରଙ୍ଗସ୍ଥଳମ’ର ଆସିବ ହିନ୍ଦୀ ଭର୍ସନ, ଫେବୃୟାରୀରେ ହେବ ରିଲିଜ
ମୁମ୍ବାଇ: ଉତ୍ତର ଭାରତର ଦର୍ଶକଙ୍କ ମନକୁ ଖୁସି କରିବାକୁ ଫିଲ୍ମ ନିର୍ମାତା ‘ରଙ୍ଗସ୍ଥଳମ’ର ହିନ୍ଦୀ ଭର୍ସନ ରିଲିଜ୍ କରିବାକୁ ପ୍ଲାନିଂ କରୁଛନ୍ତି । ୨୦୧୮ରେ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ରାମ ଚରଣ, ସାମନ୍ଥା ରୁଥ ପ୍ରଭୁଙ୍କ ଷ୍ଟାରର ‘ରଙ୍ଗସ୍ଥଳମ’ ଫିଲ୍ମ…
ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!
ବଲିଉଡ୍ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ ବରଂ ସଲମାନଙ୍କ ଅପକମିଂ ଆଲବମ ଗୀତରେ ଦେଖିବାକୁ ମିଳିବ। ଏହାର ଟିଜର ରିଲିଜ ହୋଇଛି।…
କ୍ରିକେଟରଙ୍କୁ ପରିହାସ କଲେ ଉର୍ବଶୀ: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡର ବୋଲ୍ଡ ଆକ୍ଟ୍ରେସଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉର୍ବଶୀ ରୌତେଲା । ତାଙ୍କର ଇନଷ୍ଟାଗ୍ରାମରେ ରହିଛନ୍ତି ୪୫ ମିଲିୟନ ଫ୍ୟାନ ଫଲୋଇଙ୍ଗସ୍ । ସେ ତାଙ୍କ ଫ୍ୟାନଙ୍କ କମେଣ୍ଟର ରିଆକ୍ସନ ଦେଇଥାଆନ୍ତି । ହେଲେ ନିକଟରେ ଉର୍ବଶୀଙ୍କ ଏକ କମେଣ୍ଟ…
ସୁଶାନ୍ତଙ୍କୁ ଝୁରୁଛନ୍ତି ପ୍ରେମିକା, ଭିଡିଓ ଶେୟାର କରି ଲେଖିଲେ…
ବମ୍ବେ: ପ୍ରେମିକ ତଥା ସ୍ବର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦକୁ ଚାଲିଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଧିରେ ଧିରେ କଥା ଜେଲ ଯିବା ଯାଏ ବଢ଼ିଥିଲା। ଏବେ ଜେଲରୁ ମୁକୁଳି ସ୍ବାଭାବିକ ଜୀବନ ଜିଇଁବାକୁ ଚେଷ୍ଟା…
Archives


