‘୨୦୨୪ରେ ଭାଜପାକୁ ହରାଇବା ସମ୍ଭବ’
ନୂଆଦିଲ୍ଲୀ,୨୪।୧: “୨୦୨୪ରେ ଭାଜପାକୁ ହରାଇବା ସମ୍ଭବ। କିନ୍ତୁ ଭାଜପାକୁ ବର୍ତ୍ତମାନ ବିରୋଧୀ ହରାଇ ପାରିବେ କି? ସମ୍ଭବତଃ ନା। ୨୦୨୪ରେ ଭାଜପାକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀ ମୋର୍ଚ୍ଚା ଗଠନ କରିବାରେ ସାହାଯ୍ୟ କରିବାକୁ ମୁଁ ଚାହେଁ” ଏକ ସାକ୍ଷାତ୍କାରରେ…
ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଲେ ବର, ଆଉ ତା’ପରେ…
ଚେନ୍ନାଇ,୨୪।୧: ତାମିଲନାଡୁର କୁଡାଲୋରରେ ଏକ ବିବାହ ଉତ୍ସବରେ ଅଜବ ଘଟଣା ଦେଖିବାକୁ ମିଳିଛି। ବର କୌଣସି ପ୍ରସଙ୍ଗରେ କନ୍ୟାଙ୍କୁ ଚାପୁଡା ମାରିଥିଲେ। ଏହାପରେ କନ୍ୟା ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, କନ୍ୟା କିଛି ଘଣ୍ଟା ମଧ୍ୟରେ ମଣ୍ଡପରେ…
ଦୁର୍ଘଟଣାରେ ଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର
ଭଦ୍ରକ ଅଫିସ, ୨୪।୧: ଭଦ୍ରକ ଜିଲା ସଦର ବ୍ଲକ ବାରିକପୁର କାଳିତ୍ରା ମନ୍ଦିର ଛକ ନିକଟରେ ଏକ ହାଇଓ୍ବା ପଛରେ କାର୍ ପିଟି ହେବାରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ସୋର ଅଞ୍ଚଳର…
ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୩୦ ରନ୍, ତା’ ପରେ ଘଟିଲା ଏମିତି
ବାରବାଡସ,୨୪।୧: ଇଂଲଣ୍ଡର ବୋଲିଂ ଲାଇନ୍ ଅପ୍ ଆଗରେ ୧୭୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ୧୫.୧ ଓଭରରେ ୯୫ ରନ୍ରେ ୮ ଉଇକେଟ ହରାଇ ସାରିଥିଲା। ଦଳ ନିଶ୍ଚିତ ପରାଜୟ ମୁହଁରେ ଛିଡ଼ା ହୋଇଥିବା ବେଳେ ରୋମାରିଓ ଶେଫର୍ଡଙ୍କ…
ମଙ୍ଗଳବାର ବସିବ ସମୀକ୍ଷା ବୈଠକ
ଭୁବନେଶ୍ବର,୨୪।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସମୀକ୍ଷା ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ମଙ୍ଗଳବାର ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବେ। ଅପରାହ୍ନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ କୋଭିଡ଼ର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।…
ସିଦ୍ଧୁଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ଅମରିନ୍ଦର
ଚଣ୍ଡିଗଡ,୨୪।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ଅମରିନ୍ଦର ସିଂ କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ ଯେ ଯଦି ତୁମେ ନବଜୋତ…
ଭୋଟର ତାଲିକାରେ ଗୋଟିଏ ଗାଁର ୫୪ଜଣଙ୍କ ନାଁ ନାହିଁ
ଭଦ୍ରକ ଅଫିସ,୨୪।୧: ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କେଦାରପୁର ପଞ୍ଚାୟତର ୧ ନଂ. ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ସାମ୍ବିଧାନିକ ଅଧିକାର ପାଇଁ…
ଫିଲ୍ମ ମେଜର ରିଲିଜ୍ ତାରିଖ ସ୍ଥଗିତ
ମୁମ୍ବାଇ: ଫିଲ୍ମ ମେଜରର ରିଲିଜ୍ ତାରିଖକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ନିର୍ମାତା। ଆସନ୍ତା ଫେବୃଆରୀ ୧୧ରେ ଏହି ଫିଲ୍ମଟି ବଡ ପରଦାରେ ଆସିବାର ଥିଲା। ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ପରିସ୍ଥିତି ଏବଂ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରିଲିଜ୍କୁ…
ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍: ଶୀଘ୍ର ବିବାହ ଯୋଗୁ…
ନୂଆଦିଲ୍ଲୀ,୨୪।୧:ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ କିଛି ଦିନ ହେବ ଖରାପ ଚାଲିଛି। ଗତ ଦୁଇ ବର୍ଷ ଧରି ସେ ଗୋଟିଏ ଶତକ ସ୍କୋର କରିବାରେ ସକ୍ଷମ ହୋଇନାହାଁନ୍ତି। ଏଥି ସହିତ ବିରାଟ କୋହଲି ମଧ୍ୟ ତିନୋଟି ଫର୍ମାଟରୁ…
ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ ରନ ଦେବା ସହ ପୂରା ସିରିଜ୍ରେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ…
ଏହି ଦିନ ପରଦାକୁ ଆସିବ ଫିଲ୍ମ‘ଲାଇଗର’
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଲାଇଗର’ ଆସନ୍ତା ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ସାଉଥ୍ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କୁ ଦର୍ଶକ ସାଙ୍ଗରେ ଦେଖିବାକୁ ପାଇବେ। ଏହି ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି…
ସୋନମ କପୁର ସ୍ବାମୀଙ୍କ ସମ୍ପତ୍ତି ଜାଣିଲେ…
ବଲିଉଡ୍ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ଜୀବନସାଥୀ ଫିଲ୍ମ ଇଣ୍ଡଷ୍ଟ୍ରି ବାହାରେ ବାଛିଛନ୍ତି। ଆଉ ସେମାନଙ୍କ ସ୍ବାମୀ କୋଟିକୋଟି ଟଙ୍କର ମାଲିକ । ସେମାନଙ୍କ ମଧ୍ୟରୁ ସୋନମ କପୁର ଅନ୍ୟତମ। ତେବେ ଜାଣନ୍ତୁ ସୋନମଙ୍କ ସ୍ବାମୀ କ’ଣ କରନ୍ତି। ତାଙ୍କର…
Archives


