୧୦ ଲକ୍ଷ ଟଙ୍କାର ଫୋନ୍ ପାଇ ଫେରାଇଦେଲେ ଡ୍ରାଇଭର
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାସ୍ତା କଡ଼ରୁ ୧୦ ଲକ୍ଷ ଟଙ୍କାର ମୋବାଇଲ ଫୋନ ଏବଂ ଆସୋସରିଜ ପାଇ ଫେରାଇଦେଲେ ଡ୍ରାଇଭର। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଏକ୍ସପ୍ରେସ୍ କୋରିୟର ନାମକ ଏକ ସଂସ୍ଥା ବଲାଙ୍ଗୀରର ଏକ ଡିଷ୍ଟ୍ରିବ୍ୟୁଟର ପାଖକୁ ବସ୍ ଯୋଗେ ୧୧ଟି ପେଟି…
ବ୍ରିଜରୁ ଖସି ପଡିଲା କାର: ବିଧାୟକଙ୍କ ପୁଅ ସହ ୭ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ
ୱାର୍ଡ଼(ମହାରାଷ୍ଟ୍ର),୨୫।୧: ମହାରାଷ୍ଟ୍ରର ସେଲସୁରା ନିକଟରେ ସାମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭାଜପା ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ ରାହଙ୍ଗଦେଲଙ୍କ ସମେତ ୭ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ମୁତାବକ, ୱାର୍ଡର…
ବ୍ରାଣ୍ଡେଡ୍ ପୋଷାକ କିଣୁଥିଲେ…
ମାର୍କେଟ୍କୁ ଆସୁଥିବା ବିଭିନ୍ନ ବ୍ରାଣ୍ଟର ନୂଆ କଲେକ୍ସନ କିଣିବାକୁ ମହିଳାମାନେ ବେଶ୍ ତତ୍ପର। ହେଲେ ବେଳେବେଳେ ଏହି ଆଳରେ ସେମାନେ ଅଜାଣତରେ ଠକାମିର ଶିକାର ହୋଇଥା’ନ୍ତି। କାରଣ ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍କୁ ଆସୁଛି, ଯାହାକି ସହଜରେ…
ଦେଶରେ ହ୍ରାସ ପାଇଛି ଦୈନିକ ସଂକ୍ରମଣ, ଆଜି ୨,୫୫,୮୭୪ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ,୨୫।୧: ଦେଶରେ ଦୈନିକ ସଂକ୍ରମଣ ଧିରେ ଧିରେ କମୁଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୫୫,୮୭୪ ଥିବା ଜଣାପଡିଛି । ଗତକାଲି ଠାରୁ ୫୦ ହଜାର ୧୯୦ଜଣ କମ୍ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏହାସହ ୬୧୪ ଜଣଙ୍କ ମୃତ୍ୟୁ ହୋଇଛି…
୨ ଚଳନ୍ତା ଟ୍ରେନ୍ ମଝିରେ ଘୋଡ଼ା: ଭୟଙ୍କର ଭିଡ଼ିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଖସୁଛି ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ ୫୮୯୧ ପଜିଟିଭ୍
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୮୯୧ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮୫୨ଜଣ ପିଲା ଅଛନ୍ତି। ୩୪୧୩ ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୨୪୭୮ ଲୋକାଲ କେସ୍ ରହିଛି। ଏ ନେଇ…
ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୩୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…
ଓ୍ବିଣ୍ଟର କ୍ୟାପ୍ ଫ୍ୟାଶନ୍
ଶୀତଦିନେ ନିଜକୁ ନୂଆ ଲୁକ୍ ଦେବା ପାଇଁ ଅଧିକାଂଶ କିଛି ନା କିଛି ନୂଆ ଗେଟ୍ଅପ୍ ଆପଣାନ୍ତି। ତେବେ ଏଦିନେ ସାଲ୍ ହେଉ କି ସ୍ବେଟର୍ କିମ୍ବା ଷ୍ଟୋଲ୍ ହେଉ କି ଗ୍ଲୋବ୍ସ- ସବୁଥିରେ ଆପଣ ଷ୍ଟାଇଲିସ୍ ଲାଗିପାରିବେ। ହେଲେ ଏସବୁକୁ…
ଆଉ ହେବନି ସ୍କିନ୍ ଡ୍ରାଏ
ତ୍ୱଚା ଡ୍ରାଏ ହେବା ଦ୍ୱାରା ଏହାର ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟ କମିଥାଏ। ବିଶେଷକରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ। ଯଦି ଆପଣ ବି ଏଭଳି ସମସ୍ୟା ପାଇଁ ଚିନ୍ତିତ, ତେବେ ଜାଣିରଖନ୍ତୁ ତ୍ୱଚାକୁ ନରମ ଚିକ୍କଣ ରଖିବାର କେତୋଟି ସରଳ…
ଭାଜପାର ଜିଲା ପରିଷଦ ପ୍ରାର୍ଥୀ ନିଖୋଜ
କାଲିମେଳା,୨୫।୧(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ଅଞ୍ଚଳରୁ ଜିଲା ପରିଷଦ ଜୋନ-୨ର ଭାଜପା ପ୍ରାର୍ଥୀ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ପର୍ଯ୍ୟନ୍ତ ସବୁ ଠିକ୍ ଥିବା ବେଳେ ସୋମବାର ସକାଳୁ ଜିଲା…
ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ‘ଭୁଲ ଭୁଲେୟା ୨’
ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ମେକର୍ସ ସ୍ଥିର କରିଛନ୍ତି କି ଭୁଲ ଭୁଲେୟା ୨ର ରିଲିଜ ଡେଟକୁ ସ୍ଥଗିତ କରାଯିବ ନାହିଁ କି ଘୁଞ୍ଚାଇ ଦିଆଯିବ ନାହିଁ । ପୂର୍ବ ନିର୍ଦ୍ଧାରତ ତାରିଖ ଅନୁଯାୟୀ ଏହା ରିଲିଜ୍ କରାଯିବ ।…
ଜମ୍ମୁ-କଶ୍ମୀର ସୀମାରେ ହାଇଆଲର୍ଟ
ଜମ୍ମୁ,୨୫।୧: ସାଧାରଣତନ୍ତ୍ର ଦିବସରେ ସୀମାରେ ଦେଶବିରୋଧୀ ତତ୍ତ୍ୱ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମା (ଆଇବି)ରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ବିଏସ୍ଏଫ୍ ପକ୍ଷରୁ…
Archives


