ଫିଲ୍ମର ସଫଳତା ପରେ ବାରଣାସୀରେ ପହଞ୍ଚିଲେ କାର୍ତ୍ତିକ

ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା-୨’ ରିଲିଜ୍‌ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । ଖୁବ୍‌ଶୀଘ୍ର ୧୦୦ ଛୁଇଁପାରେ ବୋଲି କୁହାଯାଉଛି। ନିକଟରେ ଫିଲ୍ମର ସଫଳତା ପରେ ଅଭିନେତା କାର୍ତ୍ତିକ ବାରଣାସୀରେ ପହଞ୍ଚିଛନ୍ତି। ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ଗଙ୍ଗା ଆରତୀ ମଧ୍ୟ କରିଛନ୍ତି। ଏ ନେଇ କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। କାର୍ତ୍ତିକଓ କିଆରାଙ୍କ ଫିଲ୍ମ ୱାଲର୍‌ଡୱାଇଡରେ ଜଲୱା ଦେଖାଉଛି । ଦୁହିଁଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଆଶା କରାଯାଉଛି ଯେ ଏହି ସପ୍ତାହ ଶେଷ ସୁଦ୍ଧା ଏହି ଫିଲ୍ମ ୧୦୦ କୋଟି ଅତିକ୍ରମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍‌ରେ ରାଜ୍‌ କରୁଥିଲେ। ଆଜି ହେଉଛି ତାଙ୍କର ୭୯...

ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ...

ମା’ଙ୍କ ଜନ୍ମଦିନରେ ଖାସ୍‌ ଫଟୋ ଶେୟାର କଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ସେବେଠାରୁ ପ୍ରଶଂସକମାନେ ତାଙ୍କ ଝିଅର ଟିକେ ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ପ୍ରିୟଙ୍କା...

ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ...

ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର...

୭୫% ଲିଭର ନଷ୍ଟ ସ୍ବୀକାର କଲେ ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ୭୫ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଥିବା ସେ ସ୍ବୀକାର କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍‌ର ‘ସ୍ବାସ୍ଥ୍ୟ ଇଣ୍ଡିଆ ଲଞ୍ଚ୍‌’ରେ...

ନୋରାଙ୍କ ଅପସରା ଲୁକ୍‌

ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍‌ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ...

ନୋରାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି...

Advertisement
Archives

Model This Week