ଜୟନ୍ତ ଚୌଧୁରୀଙ୍କୁ ପରାମର୍ଶ ଦେଲେ ଶାହ
ଲକ୍ଷ୍ନୌ,୨୯ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଜାଫରନଗରରେ ଦଳର ପ୍ରଚାରରେ ଅଛନ୍ତି । ସେଠାରେ ସେ କହିଛନ୍ତି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ସମାଜବାଦୀ ପାର୍ଟି(ସପା) ଓ ରାଷ୍ଟ୍ରୀୟ…
ଟ୍ରକ୍ ଜାଳିଦେଲେ ମାଓବାଦୀ
ମାଲକାନଗିରି,୨୯।୧(ଡି.ଏନ୍.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ମାଓହିଂସା ଦେଖିବାକୁ ମିଳିଛି। ୩ଟି ଟ୍ରକ୍କୁ ନିଆଁ ଲଗାଇ ମାଓବାଦୀ ପୋଡ଼ି ଦେଇଛନ୍ତି। ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ଟ୍ରକ୍ଗୁଡ଼ିକ ଜଗଦଲପୁରରୁ ରାୟପୁର ଯାଉଥିବା…
ଏତେ ରାଗ ଲାଗୁଥିଲା ଯେ, ଟିଭି ଭାଙ୍ଗି ଦେଇଥାନ୍ତି; କିଛି ଏଭଳି କହି ଜବାବ ରଖିଲେ…
ବମ୍ବେ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଚଳିତ ବର୍ଷ ବିଗ୍ବସ୍-୧୫ ସିଜନ୍ର ଅନ୍ତ ହେବାକୁ ଯାଉଛି। ଶନିବାର ଏବଂ ରବିବାର ଏହାର ଫିନାଲେ ଏପିସୋଡ ପ୍ରସାରିତ ହେବ, ଯାହା ପରେ କିଏ ବିଜେତା ହେବ ତାହା ସ୍ପଷ୍ଟ ହୋଇଯିବ। ଏହା…
୧୬ରେ ବିବାହ, ୧୭ରେ ମା’; ୨ ବର୍ଷରେ ଛାଡ଼ପତ୍ର; ଚର୍ଚ୍ଚାରେ ଥିଲା ‘କୋମଲିକା’ଙ୍କ ଜୀବନ
ବମ୍ବେ: ନାୟିକା ନୁହେଁ ବରଂ ଖଳନାୟିକା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଉର୍ବଶୀ ଢ଼ୋଲକିଆ। ଆଜି ବି ଦର୍ଶକ ତାଙ୍କର ଚରିତ୍ର ‘କୋମଲିକା’କୁ ବେଶ୍ ପସନ୍ଦ କରନ୍ତି। ଅଭିନୟକୁ ନେଇ ଉର୍ବଶୀ ଯେତେ ଚର୍ଚ୍ଚିତ ତା’ଠାରୁ ଅଧିକ…
ଉଠୁନି ଧାନ: ରାସ୍ତା ଅବରୋଧ କରି ବ୍ରହ୍ମପୁରକୁ ପାଣି ଯୋଗାଣ ବନ୍ଦ କଲେ ଚାଷୀ
ଛତ୍ରପୁର,୨୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣରେ ଅହେତୁକ ବିଳମ୍ବ ହେତୁ ଟୋକନ୍ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି। ଏ ନେଇ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
‘ଏବେବି ଡେଲ୍ଟା ଭାରିଆଣ୍ଟ ସକ୍ରିୟ’
ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭାରିଆଣ୍ଟ ସକ୍ରିୟ ରହିଛି। କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଏହା ଜଣାପଡିଛି। ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।…
ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
ମୁମ୍ବାଇ,୨୯।୧: : ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍ ଗାଡି ନଂ- ୧୨୯୯୩ରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଶନିବାର ଏହି ଘଟଣା ଘଟିଛି। ଏ ନେଇ ଓ୍ବେଷ୍ଟର୍ଣ୍ଣ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍ର ପ୍ୟାଣ୍ଟ୍ରି କାର୍ରେ ନିଆଁ ଲାଗିଥିବା…
ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଦୌଡ଼ି ପଳାଇଲେ ଦୁର୍ବୃତ୍ତ
ଗଞ୍ଜାମ,୨୯।୧(ଡି.ଏନ୍.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜା ସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ମୂଲ୍ୟବାନ୍ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଜଳୁଥିବା…
ସୀମାନ୍ତ ଗ୍ରାମ କୁହାକୁଣ୍ଡାରେ ଝାଡ଼ାବାନ୍ତି: ଜଣେ ମୃତ, ୧୭ ଆକ୍ରାନ୍ତ
ଝାରସୁଗୁଡ଼ା ଅଫିସ, ୨୯।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋର ପଞ୍ଚାୟତ ସୀମାନ୍ତବର୍ତ୍ତୀ କୁହାକୁଣ୍ଡା ଗ୍ରାମରେ ଶୁକ୍ରବାର ଝାଡ଼ାବାନ୍ତିରେ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲଖନପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି।…
ଜିଲା ଜଜ୍କୋର୍ଟ ପରିଦର୍ଶନରେ ରାଜ୍ୟ ମୁଖ୍ୟ ବିଚାରପତି
କେନ୍ଦ୍ରାପଡ଼ା ଅଫିସ,୨୯।୧- କେନ୍ଦ୍ରାପଡ଼ା ଜିଲା ଜଜ୍କୋର୍ଟକୁ ରାଜ୍ୟ ମୁଖ୍ୟ ବିଚାରପତି ଏସ୍ ମୂରଲୀଧର ଶନିବାର ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି ଏସ୍ ମୂରଲୀଧର ବିଚାର ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ଯୁବ ଆଇନଜୀବୀଙ୍କୁ ପରୀକ୍ଷା ମାଧ୍ୟମରେ…
୫ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ
ନୂଆଦିଲ୍ଲୀ,୨୯।୧: ୫ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ସମୀକ୍ଷା ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୫ ରାଜ୍ୟ କରୋନା ସ୍ଥିତି ଉପରେ ଆଲୋଚନା ହେବ । ତେବେ…
ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆହାନ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟିଙ୍କ ପୁଅ ଆହାନ ସେଟ୍ଟୀଙ୍କର ଫିଲ୍ମ ରିଲିଜ୍ ହୋଇଛି । ପ୍ରଥମ ଥର ପାଇଁ ସେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି । ଏହାରି ଭିତରେ ସେ ତାଙ୍କ ଲଭ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆହାନ…
Archives


