Home Left

ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ: ବିକ୍ରି ପାଇଁ ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଜୋର୍‌ ଧରିଛି। ଜିଲାରେ ଗତମାସ ଶେଷ ସପ୍ତାହରୁ ଏହା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରି ନାହିଁ। ଚଳିତ ମାସ ଶେଷ ସପ୍ତାହ ଅର୍ଥାତ୍‌ ଆସନ୍ତା…

ଅଳ୍ପକେ ବର୍ତ୍ତିଲେ ରାହାନେ-ଅନୁପମ ଖେର, ଲ୍ୟାଣ୍ଡ ହେବାର ତୁରନ୍ତ ପରେ ହୋଇଗଲା ଏଭଳି;Video

ନୂଆଦିଲ୍ଲୀ, ୧୮।୧୧: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଫ୍ଲାଇଟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଫ୍ଲାଇଟରେ ଏକ ଭୟଙ୍କର ଘଟଣା ଘଟିଥିଲା, ଯେଉଁଥିଲାଗି…

ଦେବୀ ନଦୀରୁ ଧରାହେଲା ୧୦୦ କିଲିଆ ‘ଶାଙ୍କୁଚ’ ମାଛ, ୫୦ ହଜାର ଟଙ୍କାରେ ହେଲା ବିକ୍ରି

ପୁରୀ,୧୮।୧୧: ଓଡ଼ିଶାର ଉପକୂଳ ଅଞ୍ଚଳରେ ଏକ ବିରଳ ଘଟଣାରେ ପୁରୀ ଜିଲା ଅସ୍ତରଙ୍ଗର ଦେବୀ ନଦୀରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଶହେ କିଲୋଗ୍ରାମରୁ ଅଧିକ ଓଜନର ଏକ ବିଶାଳ ‘ଶାଙ୍କୁଚ’ ମାଛ ଧରିଛନ୍ତି। ପ୍ରାୟ ୧୨ ଫୁଟ ଲମ୍ବର ଏହି ବିରାଟ ମାଛଟି…

ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ‘ଅବୈଧ, ଅସମର୍ଥନୀୟ ଏବଂ ଲାଗୁ ହେବା ଅସମ୍ଭବ’: ରିପୋର୍ଟ

ନୂଆଦିଲ୍ଲୀ,୧୮।୧୧: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ-ବାଂଲାଦେଶ (ICT-B) ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡର ବୈଧତା ଉପରେ ଗୁରୁତର ଆଇନଗତ, ସାମ୍ବିଧାନିକ ଏବଂ ପ୍ରକ୍ରିୟାଗତ ତ୍ରୁଟି ହେତୁ ବ୍ୟାପକ ଚିନ୍ତା ପ୍ରକାଶ ପାଇଛି। ସୂତ୍ର ଅନୁଯାୟୀ, ଏହି ସମ୍ପୂର୍ଣ୍ଣ…

ରାୟରଙ୍ଗପୁରରେ ଜାତୀୟ ଆଦିବାସୀ ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା ରାଷ୍ଟ୍ରପତିଙ୍କୁ ଅନୁରୋଧ

ଭୁବନେଶ୍ୱର,୧୮।୧୧: ଜାତୀୟ ସ୍ମାରକୀ ପ୍ରାଧିକରଣ (NMA)ର ଅଧ୍ୟକ୍ଷ ପ୍ରଫେସର କିଶୋର ବାସା ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ସେ ଓଡ଼ିଶାର ମୟୂରଭଞ୍ଜ ଜିଲା ରାୟରଙ୍ଗପୁରରେ ଏକ ଜାତୀୟ ଆଦିବାସୀ ବିକାଶ ପ୍ରତିଷ୍ଠାନ (NITD)…

କେତେ ସମ୍ପତ୍ତି ଛାଡିଗଲେ ହ୍ୟୁମାନ ସାଗର, ଗୋଟିଏ ଗୀତ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୮।୧୧: ହ୍ୟୁମାନଙ୍କ ଦେହାନ୍ତ ଖବର ଶୁଣି ସମଗ୍ର ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଓଲିଉଡର କଣ୍ଠଶିଳ୍ପୀ, ଅଭିନେତା ଓ ତାଙ୍କ ସହ କାମ କରୁଥିବା ଲୋକମାନେ ଏମ୍ସକୁ ଛୁଟି ଆସିଥିଲେ। ପରେ ପାର୍ଥିବ…

Baba Vanga: ଆଗାମୀ ଦିନରେ ସୁନା ଦର ବଢ଼ିବ ନା କମିବ? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ…

ଭାରତରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଭବିଷ୍ୟତରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସୁନା ମୂଲ୍ୟ ଉପରେ କ’ଣ ପ୍ରଭାବ ପକାଇବ? ୨୦୨୬ରେ ସୁନା ଶସ୍ତା ହେବ ନା ମହଙ୍ଗା ହେବ? ଲୋକମାନେ ପୂର୍ବରୁ ଅନୁମାନ କରିବା ଆରମ୍ଭ କରିସାରିଛନ୍ତି।…

ବାର୍‌ହା ଉପଦ୍ରବ: ଚିନ୍ତାରେ ଚାଷୀ

ପାରଳାଖେମୁଣ୍ଡି,୧୮ା୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବାର୍‌ହା ଉପଦ୍ରବ ବଢିବାରେ ଲାଗିଛି। ଫଳରେ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ହେକ୍ଟର ହେକ୍ଟର ଧାନ ଚାଷ ପ୍ରଭାବିତ ହେଉଛି । ବ୍ଲକର ଜଙ୍ଗଲପାଡୁ, ବଡନିଳାପୁର, ଉତ୍ତରସେଲି, ଗୋଷାଣି, ମହାଦେଈପୁର, ଗୁରାଣ୍ଡି…

କେତେ ସମ୍ପତ୍ତିର ମାଲିକ ନୀତିଶ କୁମାର? ଜାଣିଲେ ହୋଇଯିବେ ତାଜୁବ…

ନୂଆଦିଲ୍ଲୀ,୧୮।୧୧: ବିହାରରେ ପୁଣି ସରକାର ଗଠନ କରିବାକୁ ଯାଉଛି ଏନ୍‌ଡିଏ । ପ୍ରଚଣ୍ଡ ବହୁମତ ପାଇବା ପରେ ଗୁରୁବାର ଅର୍ଥାତ ନଭେମ୍ବର ୨୦ ତାରିଖରେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ବିଜେପି…

ବାଚସ୍ପତି ପଦ ପାଇଁ ଛିଡ଼ୁନି ଅଙ୍କ: ଭାଜପା ଆଗରେ ବଡ଼ ସର୍ତ୍ତ ରଖିଲା ଜେଡିୟୁ

ପାଟନା,୧୮।୧୧: ବିହାରରେ ବାଚସ୍ପତି ପଦ ପାଇଁ ଭାଜପା ଏବଂ ଜେଡିୟୁ ଉଭୟ ଦାବି କରୁଛନ୍ତି। ସୂତ୍ର ଅନୁଯାୟୀ, ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ ପ୍ରୟାସ ଚାଲିଛି। ଜେଡିୟୁ ଚାହୁଁଛି ଯେ, ଯଦି ଭାଜପା ବାଚସ୍ପତି ପଦବୀ ପାଏ, ତେବେ କେବଳ…

ବିହାର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ…

ପାଟଣା,୧୮।୧୧: ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ମଙ୍ଗଳବାର ବିହାର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଉତ୍ତାପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ କେନ୍ଦ୍ରମନ୍ତ୍ରୀ ଅର୍ଜୁମ ରାମ ମେଘୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଏପରିକି ଭାଜପା ନେତା ସ୍ବାଧୀ ନିରଞ୍ଜନଙ୍କୁ…

ମନମାନି ଚଳାଇଛନ୍ତି କି ଗ୍ୟାସ ଡିଲର୍‌? ଡେଲିଭରି ପାଇଁ ନେଉଛନ୍ତି ଅତିରିକ୍ତ ଟଙ୍କା? ଏଭଳି କରିଦିଅନ୍ତୁ ଅଭିଯୋଗ, ଫସିବେ…

ନୂଆଦିଲ୍ଲୀ,୧୮।୧୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ ନିଜର ମନମାନି କରନ୍ତି। ଘରକୁ ସିଲିଣ୍ଡର ପହଞ୍ଚାଇବା ନାଁରେ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri