Home Left

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି ସପ୍ତାହ ପୂର୍ବରୁ ଭାରତୀୟ ଦଳକୁ ଟି-୨୦ ବିଶ୍ୱକପ ବିଜୟୀ କରାଇଥିବା ଅଧିନାୟକ ସୂର୍ଯ୍ୟକୁମାର…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରିବାକୁ ବିହାରରୁ ଆସିଥିଲେ ଶାର୍ପସୁଟର, ମର୍ଡର ପାଇଁ ହୋଇଥିଲା ଏତିକି ଟଙ୍କାର ଡିଲ୍‌

କୋଲକାତା,୮ା୫: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ(ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡର ତଦନ୍ତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଶୁଭେନ୍ଦୁ ନିଜେ କହିଛନ୍ତି ଯେ, ତଦନ୍ତ ସଠିକ୍‌ ଦିଗରେ ଆଗକୁ ବଢ଼ୁଛି। ହତ୍ୟାକାଣ୍ଡ ସମ୍ପର୍କରେ ଏବେ ଏକ ବଡ଼ ଖୁଲାସା…

ମଦ ନିଶାରେ ଝିଅକୁ ବଳାତ୍କାର କଲେ ବାପା, ଦେଢ଼ବର୍ଷରେ ପରେ ଥାନାରେ ଏତଲା

ମୁମ୍ବାଇ,୮।୫: ମହାରାଷ୍ଟ୍ରର ପୁଣେରୁ ରକ୍ତ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ, ଜଣେ ବାପା ନିଜେ ତାଙ୍କ ନିଜ ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ଅଗଷ୍ଟ ୨୦୨୪…

ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନଆକ୍ରୋଶ ସମାବେଶ: ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି…

ମୋହନା,୮।୫( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ମଣ୍ଡଳ ଦମାଦୁଆଠାରେ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ, ସମ୍ପାଦକ ସସ୍ମିତା ମିଶ୍ର,…

ନିଜ ବାପାମାଆଙ୍କ ବାହାଘର ଦେଖିଥିଲେ ଥାଲାପତି ବିଜୟ! ସତ ଜାଣିଲେ ତାଜୁବ ହେବେ

ତାମିଲନାଡୁ ନିର୍ବାଚନ ଫଳାଫଳ ଦେଶକୁ ଚମକାଇ ଦେଇଛି । TVK ମୋଟ ୧୦୮ଟି ଆସନ ଜିତିଛି। ରିଲ ଦୁନିଆରେ ଜନନାୟକ ଭାବେ ଅଭିନୟ କରିଥିବା ବିଜୟ ଏବେ ରିଏଲ ଜନନାୟକ ଭାବେ ଶାସନ ଭାର ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି। ସାଉଥରେ ଥାଲାପତି…

ତାମିଲନାଡୁର ସେହି ବ୍ୟକ୍ତି, ଯାହାଙ୍କ ହାତରେ ବିଜୟଙ୍କ ଭାଗ୍ୟ, ଗୋଟିଏ ନିଷ୍ପତ୍ତିରେ TVKର ଖେଳ ଶେଷ!

ଚେନ୍ନାଇ,୮।୫: ତାମିଲନାଡୁରେ ଏକ ଅଜବ ଖେଳ ଚାଲିଛି। ସରକାରକୁ ନେଇ ବହୁତ ସସପେନ୍ସ ରହିଛି। ଥଲାପଥି ବିଜୟଙ୍କ ଟିଭିକେ ହେଉ, ଡିଏମକେ ହେଉ, କିମ୍ବା ଏଆଇଏଡିଏମକେ, କାହା ପାଖରେ ବହୁମତ ନାହିଁ। ଫଳସ୍ବରୂପ, ତାମିଲନାଡୁରେ ସରକାର ଦ୍ୱନ୍ଦ୍ୱରେ ଅଛି। ଥଲାପଥି ବିଜୟଙ୍କ…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…

ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖି…

ଶତ୍ରୁଙ୍କ ପାଇଁ କାଳ ସାଜିବ ‘ତାରା’, ସଫଳ ପରୀକ୍ଷଣ କଲା DRDO

ନୂଆଦିଲ୍ଲୀ,୮।୫: ଭାରତ ଏକ ଅତ୍ୟାଧୁନିକ ଗାଇଡେଡ୍ ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି ଯାହା ଯେକୌଣସି ପାରମ୍ପରିକ ଅସ୍ତ୍ରକୁ ଏକ ଘାତକ, ସଠିକ୍-ପ୍ରହାର ଯୁଦ୍ଧାସ୍ତ୍ରରେ ପରିଣତ କରିପାରିବ। DRDO ଏବଂ ଭାରତୀୟ ବାୟୁସେନା ଓଡ଼ିଶା ଉପକୂଳରେ ଏହି ଉନ୍ନତ ରେଞ୍ଜ ଅସ୍ତ୍ର ପ୍ରଣାଳୀର…

ସ୍ତ୍ରୀଙ୍କ ସହ ଖୋଲନ୍ତୁ ଏହି ଖାତା, ୧୦ବର୍ଷରେ ମିଳିବ ୪୧ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ନିବେଶ…

ସଞ୍ଚୟ ଆରମ୍ଭ କରିବା ପାଇଁ କେବେବି “ଆସନ୍ତାକାଲି” ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଲୋକମାନେ ପ୍ରାୟତଃ ଭାବନ୍ତି ଯେ ସେମାନେ କେବଳ ସେତେବେଳେ ନିବେଶ କରିବେ ଯେତେବେଳେ ସେମାନଙ୍କ ପାଖରେ ଏକ ବଡ଼ ଏକକାଳୀନ ରାଶି ଥିବ, କିନ୍ତୁ ସତ…

ଭାଜପାର ବଙ୍ଗ ବିଜୟକୁ ନେଇ ଏମିତି କଥା କହିଦେଲେ ଟ୍ରମ୍ପ: ରାଗରେ ନିଆଁବାଣ ହେଲେ ସଞ୍ଜୟ ରାଉତ

ଓ୍ବାଶିଂଟନ୍‌,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିପୁଳ ବିଜୟ ପାଇଁ କେବଳ ଦେଶ ଭିତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର…

ଆଜି ବଙ୍ଗକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ: ରେସ୍‌ରେ ୪, କାହା ନାଁ ଉପରେ ମୋହର ମାରିବେ ମୋହନ-ଶାହା

କୋଲକାତା,୮।୫: ପଶ୍ଚିମବଙ୍ଗରେ ଭାଜପା ଟିଏମସିକୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି। ୨୦୭ ଆସନ ପାଇ ଭାଜପା ବଙ୍ଗଳାରେ ବଡ଼ ବାଜି ମାରିଛି। ୧୫ ବର୍ଷ ଧରି ବଙ୍ଗଳାରେ କ୍ଷମତାରେ ଥିବା ଟିଏମସି ମାତ୍ର ୮୦ ଆସନକୁ ହ୍ରାସ…

ସୂର୍ଯ୍ୟକୁମାର ଯାଦବଙ୍କୁ ହଟାଇ ଶ୍ରେୟସ ଆୟର ହେବେ T-20 କ୍ୟାପେଟେନ, ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୫: ସୂର୍ଯ୍ୟକୁମାର ଯାଦବ ଭାରତୀୟ T-20 ଦଳର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି। ଏହା ପ୍ରାୟତଃ ନିଶ୍ଚିତ ଯେ ୨୦୨୬ ଆଇପିଏଲ ସିଜିନ ପରେ ତାଙ୍କ ଉପରେ କୁଠାରଘାତ ପଡ଼ିବ। ଏହା ବୁଝାପଡୁଛି ଯେ ଜୁନରେ ବରିଷ୍ଠ ଦଳର ଚୟନକର୍ତ୍ତାମାନେ ବୈଠକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?