ଏହି ଦେଶରେ ଅଛି ବିଶ୍ୱର ସର୍ବବୃହତ ସାର୍ବଜନୀନ ଶୌଚାଳୟ: ଏକାସାଙ୍ଗେ ୧,୦୦୦ ଲୋକ…
ପରିମଳ ଏବଂ ସାର୍ବଜନୀନ ଶୌଚାଳୟ କେବଳ ଦୈନନ୍ଦିନ ଆବଶ୍ୟକତା ନୁହେଁ, ବରଂ ସ୍ବାସ୍ଥ୍ୟ ଏବଂ ସମାଜ ପାଇଁ ମୌଳିକ ଆବଶ୍ୟକତା। ଦୁନିଆରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ଏକ ସମୟରେ ୧,୦୦୦ ଲୋକ ଶୌଚାଳୟ ବ୍ୟବହାର କରିପାରିବେ। ଏହା କୌଣସି…
ଧମାକା କରିବେ ରଣବୀର: ଦର୍ଶକଙ୍କୁ ଦେବେ ସର୍ପ୍ରାଇଜ୍
ଅଭିନେତା ରଣବୀର ସିଂହଙ୍କ ବହୁ ପ୍ରତୀକ୍ଷିତ ‘ଧୂରନ୍ଧର’ର ଧମାକାଦାର ଟ୍ରେଲର ରିଲିଜ୍ କରିଛି। ୪ ମିନିଟ ୭ ସେକେଣ୍ଡର ଏହି ଟ୍ରେଲର୍ରେ ରଣବୀର ସିଂହଙ୍କ କେବେ ଦେଖା ନ ଯାଇଥିବା ଅବତାର ଦର୍ଶକଙ୍କ ମନକୁ ଚକିତ କରିବ। ଫିଲ୍ମର ତିନି ଜଣ…
ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ଆଉ କାମ କରିବନି ଆପଣଙ୍କ ପାନ୍ କାର୍ଡ, ଜାଣିନିଅନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା…
ନୂଆଦିଲ୍ଲୀ,୧୯।୧୧: ଭାରତରେ ରହୁଥିବା ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ, ଯାହା ପ୍ରତିଦିନ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଆବଶ୍ୟକ। ଏଥିରେ ବହୁ ସଂଖ୍ୟକ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ। ପାନ କାର୍ଡ ଭାରତରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହା ବିନା, ଅନେକ…
ଗର୍ଲଫ୍ରେଣ୍ଡଙ୍କ ସହ କୀର୍ତ୍ତନ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭିଡିଓ ହେଉଛି ଭାଇରାଲ
ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜିକାଲି ପଡ଼ିଆରେ ପ୍ରଦର୍ଶନ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଧଳା ବଲ ସିରିଜ ପୂର୍ବରୁ ଦଳକୁ ଫେରିବା ନେଇ ଚର୍ଚ୍ଚା ଚାଲିଛି। ହାର୍ଦ୍ଦିକ…
ଜେସିବି ଧକ୍କାରେ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସାରା ରାତି ପଡ଼ି ରହିଲା ମୃତଦେହ, ୧୬ ଘଣ୍ଟା ପରେ ଉଦ୍ଧାର
ଅମରପାଲି,୧୯।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡ ଗ୍ରାମରେ ଗତ ସୋମବାର ରାତିରେ ଜେସିବି ଧକ୍କାରେ ଏକ କନଷ୍ଟ୍ରକସନ କମ୍ପାନୀର ମ୍ୟାନେଜରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲ। ମୃତଦେହ ଉଦ୍ଧାର ପାଇଁ ପୋଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ…
୧୫ ହଜାରରୁ ଅଧିକ ରୋଜଗାର କରୁଥିବା ଲୋକ ପାଇବେ ପେନସନ! ବଡ଼ ଘୋଷଣା କଲେ…
ନୂଆଦିଲ୍ଲୀ,୧୯।୧୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ପେନସନ କଭରେଜକୁ ବିସ୍ତାର କରିବା ପାଇଁ ସରକାର ବିଚାର ଆରମ୍ଭ କରିଛନ୍ତି। ଆର୍ଥିକ ସେବା ବିଭାଗ ସଚିବ ଏମ. ନାଗରାଜୁ କହିଛନ୍ତି ଯେ ଜନସଂଖ୍ୟାକୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ବାଧ୍ୟତାମୂଳକ ପେନସନ…
ହାରିବା ପରେ ଘାସିରାମ କହିଦେଲେ ଏମିତି: ପୁରା ରାଜନୀତିିରେ ହଲଚଲ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଅର୍ଥବଳ ନ ହେବାରୁ ଦ୍ୱିତୀୟ ସ୍ଥାନରେ ରହିଲୁ ବୋଲି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ କହିଛନ୍ତି। ମଙ୍ଗଳବାର ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘାସିରାମ କହିଛନ୍ତି, ମୁଁ ହାରିଥିଲେ ମଧ୍ୟ…
ବିହାରରେ ନୂତନ ସରକାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ଆଜି ଆସିବ ମନ୍ତ୍ରୀମାନଙ୍କର ଚୂଡ଼ାନ୍ତ ତାଲିକା, ଜାଣନ୍ତୁ କାହାକୁ ମିଳିବ…
ପାଟନା,୧୯।୧୧: ବିହାରରେ ନୂତନ NDA ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟପାଳଙ୍କ ନିକଟରେ ତାଙ୍କର ବହୁମତ ଦାବି ଉପସ୍ଥାପନ କରିବେ, ଯାହା ପରେ ମନ୍ତ୍ରୀମାନଙ୍କର ଚୂଡ଼ାନ୍ତ ତାଲିକା ଚୂଡ଼ାନ୍ତ ହେବ ବୋଲି ଆଶା…
ଜଗାଦର୍ଶନ ସାରି ଫେରୁଥିଲେ ହଠାତ୍ ଟ୍ରେନ୍ଭିତରେ ଛାତିରେ ହେଲା ଯନ୍ତ୍ରଣା , ଟଳିପଡିଲେ…
ଗଞ୍ଜାମ,୧୯।୨୫: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ହରିବନ୍ଧୁ ରାଓ (୫୫) ମଙ୍ଗଳବାର ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ ଯୋଗେ ଫେରୁଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ…
ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ପିତୃଗଣଙ୍କୁ ଦୀପଦାନ କରିବେ ମହାପ୍ରଭୁ
ପୁରୀ,୧୯ା୧୧(ଅଜିତ୍ କୁମାର ମହାନ୍ତି):ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ବୁଧବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଏହିଦିନ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନପୂର୍ବକ ଦୀପଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ସମ୍ପନ୍ନ…
ନୂଆପଡ଼ା ଉପନିର୍ବାଚନ ଜନାଦେଶ ନୁହେଁ, ଯନ୍ତ୍ରାଦେଶ: ସ୍ନେହାଙ୍ଗିନୀ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅର୍ଥବଳ, ବାହୁବଳ, ସରକାରୀ କଳ ପ୍ରୟୋଗ କରି ଜନାଦେଶରେ ନୁହେଁ ଯନ୍ତ୍ରାଦେଶରେ ବିଜୟୀ ହୋଇଛି ବୋଲି ମଙ୍ଗଳବାର ସ୍ଥାନୀୟ ଖୁଣ୍ଟିଆ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ…
ବାର୍ହା ଉପଦ୍ରବ: ଚାଷୀ ହିଡ଼ମୁଣ୍ଡରେ ମଞ୍ଚା ବାନ୍ଧି ରାତି ଅନିଦ୍ରା
ମହାକାଳପଡ଼ା, ୧୯ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଜମିରେ ବାର୍ହା ପଲ ଉପଦ୍ରବ କରୁଛନ୍ତି। ବାର୍ହା କ୍ଷେତରେ ପ୍ରବେଶ କରି ଧାନ ନଷ୍ଟ କରୁଥିବା ନେଇ ସ୍ଥାନୀୟ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ବାର୍ହାଙ୍କୁ…
Archives


