Home Left

ପ୍ରଚାର ବେଳେ କାନ୍ଦି କାନ୍ଦି ପ୍ରାର୍ଥୀ କହିଲେ ‘ଏଥର ପରାଜୟ ସହି ପାରିବି ନାହିଁ’

ନୂଆଦିଲ୍ଲୀ,୩।୨: ଏଥର ପରାଜୟ ସହି ପାରିବି ନାହିଁ। ଲୁହ ଭରା ଆଖିରେ ହାତ ଯୋଡ଼ି ଜଣେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭୋଟରଙ୍କ ଆଗରେ ଆକୁଳ ନିବେଦନ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ସୁନୀଲ ଚୌଧାରୀଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି…

ଲଙ୍ଗଳ ଧରି ପ୍ରଚାର କଲେ

କୋକସରା,୩।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ମିଳିବା ପରେ ଜୋର ଧରିଛି ପ୍ରଚାର। ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। କିଏ ହାତରେ ଜୀଅନ୍ତା ମାଛ ଧରି ଭୋଟ ମାଗୁଛନ୍ତି ତ କିଏ ବହି ଧରି…

ଆଇଏସ୍‌ଆଇଏସ୍‌ ମୁଖ୍ୟଙ୍କୁ ନିପାତ କଲା ଆମେରିକା

ଓ୍ବାଶିଂଟନ,୩।୨: ଇସ୍ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟଆବୁ ଇବ୍ରାହିମ ଅଲ ହାଶିମି ଅଲ କୁରାଶଙ୍କୁ ଯୁଦ୍ଧ କ୍ଷେତ୍ରରୁ ହଟାଇ ଦେଇଛି ଆମେରିକୀୟ ସେନା। ଏ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଘୋଷଣା କରିଛନ୍ତି। “ଗତ ରାତିରେ ମୋ ନିର୍ଦ୍ଦେଶରେ…

ପ୍ରାର୍ଥୀଙ୍କ ବ୍ୟାନର ପୋଡ଼ିଦେଲେ

ନୂଆଗାଁ ୩।୧(ଡି.ଏନ.ଏ.): ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କ ବ୍ୟାନର ପୋଡ଼ାଯିବା ସହିତ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଅଛି । ତେଣୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନେଇବା ପାଇଁ…

ପୂଜାରା, ରାହାନେଙ୍କ ଫର୍ମ ଉପରେ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: ବରିଷ୍ଠ ଟେଷ୍ଟ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଏବେ ଫର୍ମରେ ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦୁହେଁ ୬ଟି ଇନିଂସ ଖେଳି କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରିଥିଲେ। ଏଥିଯୋଗୁ ଟେଷ୍ଟ ଦଳରେ ଏମାନଙ୍କ ସ୍ଥାନ…

ସରପଞ୍ଚ ପଦବୀ ଲାଗି ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ

ପାରଳାଖେମୁଣ୍ଡି,୩ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗୁରାଣ୍ଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆଈ ମନୋରମା ଜେନା ଏବଂ ନାତୁଣୀ ଶିଳ୍ପା ପାତ୍ର ଉଭୟେ ନିଜ ନିଜ ଢଙ୍ଗରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଗୁରାଣ୍ଡି…

‘ପୁଷ୍ପା’ ଷ୍ଟାଇଲରେ ଲାଲ ଚନ୍ଦନ କାଠ ଚୋରୀ

ନୂଆଦିଲ୍ଲୀ,୩ ।୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ର ଏବେ ସବୁଠି ଚର୍ଚ୍ଚା । ଲୋକେ ଏହାର ଗୀତ ଓ ଡାଏଲଗକୁ ମନେ ମନେ ଗୁଣି ହେଉଛନ୍ତି । ତେବେ ଏହି ପୁଷ୍ପା ଷ୍ଟାଇଲରେ ଏବେ ଜଣେ ବ୍ୟକ୍ତି…

ଓଟିଟି ସ୍ପେଶରେ ଏଣ୍ଟ୍ରି କଲା ଟି ସିରିଜ

ମୁମ୍ବାଇ: ବର୍ଷ ବର୍ଷ ଧରି ନିର୍ବିବାଦରେ ସଙ୍ଗିତ ଦୁନିଆରେ ସଫଳତା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୁଷଣ କୁମାର ଏବେ ଟି ସିରିଜକୁ ଆଗକୁ ବଢାଇବାକୁ ଆଉ ଏକ ପ୍ରୟାସ କରିଛନ୍ତି । ଏବେ ସେ ୱେବ ସିରିଜ…

ଅଲିମ୍ପିକ୍ସ ଟର୍ଚ୍ଚ ରାଲିରେ ଗଲଓ୍ବାନ ସୈନ୍ୟ ସାମିଲ ହେବାରୁ ବଡ଼ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ସହ ଲଢ଼େଇ କରିଥିବା ଜଣେ ଚାଇନିଜ ସୈନିକଙ୍କୁ ଓ୍ବିଣ୍ଟର ଅଲିମ୍ପିକ୍ସ ଭଳି କ୍ରୀଡ଼ା ମହାକୁମ୍ବର ଟର୍ଚ୍ଚ ଧରିବା ଭଳି ଗୁରୁଦାୟିତ୍ୱ ଦିଆଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଆୟୋଜକ ବେଜିଂକୁ…

ପରୀକ୍ଷା ବାତିଲ୍‌ ଦାବିରେ ତାତିଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମହାମାରୀ କରୋନା ଯୋଗୁ ଯୁକ୍ତ ୨ ଫାଇନାଲ୍‌ ପରୀକ୍ଷା ବାତିଲ୍‌ କରିବା ପାଇଁ ଦାବି କରିଛନ୍ତି। ଗୁରୁବାର ଅଲ୍‌ ଓଡ଼ିଶା ଷ୍ଟୁଡ଼େଣ୍ଟ ୟୁନିଅନ୍‌ ଜିଲା ଶାଖା ନେତୃତ୍ୱରେ ସହରର ଓଟିରୋଡ୍‌ର…

କାଠ ମିଲ୍‌ ଉପରେ ଚଢ଼ାଉ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଗଞ୍ଜାମ,୩ା୨(ଡି.ଏନ୍‌.ଏ.): ଖଲ୍ଲିକୋଟ ରେଞ୍ଜ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମରେ ଥିବା ଏକ କାଠ ମିଲ୍‌ ଉପରେ ଗୁରୁବାର ବନବିଭାଗ ପକ୍ଷରୁ ଚାଢ଼ାଉ କରାଯାଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଯାହାକୁ ନେଇ ଗ୍ରାମରେ…

ବୁନ୍ଦେଲଖଣ୍ଡରୁ ଟିକେଟ ପାଇଲେ ବୀରାପାନଙ୍କ ପୁଅ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଜଙ୍ଗଲ ଦସ୍ୟୁ ବୀରାପାନଙ୍କ ନାଁ ପୁଣି ଚର୍ଚ୍ଚାକୁ ଆସିଛି। ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ବୀରାପାନ ନିଜ ପ୍ରଭାବ ବିସ୍ତାର କରି ଚନ୍ଦନ କାଠ ଚୋରି କରୁଥିଲେ। ଶେଷରେ ପୋଲିସ ବୀରାପାନଙ୍କୁ ଏନ୍‌କାଉଣ୍ଟର କରିଥିଲା। ଏନ୍‌କାଉଣ୍ଟରକୁ ୧୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri