Home Left

ଛାତ୍ରୀଙ୍କୁ କଲେଜ ଗେଟ୍‌ରେ ଅଟକାଇଲେ

ବେଙ୍ଗାଲୁରୁ,୩।୨: କର୍ନାଟକ ଏକ କଲେଜରେ ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କୁ କ୍ଲାସରୁମ୍‌ରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ରାଜ୍ୟର ଏଭଳି ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କର୍ନାଟକର…

ଝିଅକୁ ଭାଲୁ ମୁହଁକୁ ଫୋପାଡ଼ି ଦେଲା ମା’

ତାଶକେଣ୍ଟ,୩।୨: ଉଜବେକିସ୍ତାନର ଏକ ଜୁ (ପ୍ରାଣୀ ଉଦ୍ୟାନ କେନ୍ଦ୍ର)ରେ ୩ ବର୍ଷୀୟା ଝିଅକୁ ଭାଲୁ ମୁହଁକୁ ଫିଙ୍ଗି ଦେଇଥିଲେ ମା’। ଆହତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ମା’ଙ୍କୁ ହତ୍ୟା ଉଦ୍ୟାମ ଲାଗି ଗିରଫ କରିଛି ପୋଲିସ। ତାଶକେଣ୍ଟ ଜୁ’ରେ ଘଟିଥିବା…

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ ଆମେ ଅନେକ କିଛି ଜାଣିବାକୁ ପାଉଛେ। ଏହା ଛଡା ଯେତେ ଦୂରରେ ଥିଲେ ବି…

ଫସିଲେ ହନି ସିଂ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ଏକ ଜିଲା ଅଦାଲତ ୟୋ ୟୋ ହନି ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ତାଙ୍କ ଭଏସ ସାମ୍ପଲ ଡିପୋଜିଟ କରିବେ । ଘଟଣା ହେଉଛି ଇଣ୍ଟରନେଟରେ ଅଶ୍ଳିଳ ଗୀତ ଅପଲୋଡ କରିବା ଘଟଣାକୁ ନେଇ ଅଦାଲତ ଏହି…

ଓଡ଼ିଶାକୁ ଇତିହାସରେ ସର୍ବାଧିକ ରେଳ ଅନୁଦାନ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତା ସମ୍ମିଳନୀରେ ରେଳ ବଜେଟକୁ ନେଇ ସେ କହିଛନ୍ତି, ଓଡ଼ିଶା ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି।…

କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଚନ୍ନି ଇନ୍‌, ସିଦ୍ଧୁ ଆଉଟ୍‌

ନୂଆଦିଲ୍ଲୀ,୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୩୦ ଜଣଙ୍କ ନାମ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଲେ ‘ଚାଚା ମ୍ୟାଗି ୱାଲା’

ପଟିଆଲା,୩।୨: ପଟିଆଲା ବିଧାନସଭା ଆସନରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚ୍ୟାଲେଞ୍ଜ କରିବାକୁ ‘ଚାଚା ମ୍ୟାଗି ୱାଲା’ ମୈଦାନରେ ଅଛନ୍ତି। ‘ଚାଚା ମ୍ୟାଗି ୱାଲା’ ନାମରେ ଜଣାଶୁଣା ଜସବୀର ସିଂ ଦ୍ୱିତୀୟ ଥର ପାଇଁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ବିପକ୍ଷରେ ଲଢିବାକୁ ନିଷ୍ପତ୍ତି…

ଦେଶରେ ଗୋଟିଏ ଧର୍ମ ସହ ଆଉ ଏକ ଧର୍ମକୁ ଲଢେଇ କରାଯାଉଛି: ରାହୁଲ

ରାୟପୁର,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଛତିଶଗଡ଼ର ରାୟପୁର ଗସ୍ତ କରିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ପରୋକ୍ଷ ଭାବେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି…

ଅନିଲ ଅମ୍ବାନୀଙ୍କ ସହ ବିବାହ ବାର୍ଷିକୀ ଫଟୋ ଶେୟାର କଲେ ସ୍ତ୍ରୀ

ଫେବୃୟାରୀ ୨ ଅର୍ଥାତ୍‌ ବୁଧବାର ବିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀ ସେମାନଙ୍କର ୩୧ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଟିନା ତାଙ୍କ ଇନଷ୍ଟାଗ୍ରାମରେ ଅନେକ ପୁରୁଣା ଫଟୋ ଶେୟାର କରିଛନ୍ତ। ଫଟୋ…

ଦୁବାଇ ଶାସକଙ୍କ ମାଲାୟାଲମ ଟୁଇଟ୍‌ର ଉତ୍ତର ଆରବିକ୍‌ରେ ଦେଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩।୨: ଦୁବାଇର ଶାସକ ତଥା ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମାକତୁମ ଗୁରୁବାର ମାଲାୟାଲମ ଭାଷାରେ ଏକ ଟୁଇଟ୍‌ କରିଥିଲେ। ଏମିରେଟ୍ସରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ ବୈଠକ ପରେ ଶେଖ ମହମ୍ମଦ କରିଥିବା ଟୁଇଟ୍‌…

ବଜେଟକୁ ନେଇ ସରକାରଙ୍କ ଉପରେ ବର୍ଷିଲେ କୃଷକ ନେତା

ନୂଆଦିଲ୍ଲୀ,୩।୨: କୃଷକ ନେତା ରାକେଶ ଟିକାୟତ ବଜେଟ ୨୦୨୨କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଜେଟରେ କୃଷକମାନଙ୍କ ଆଶା ମୁତାବକ ସର୍ବନିମ୍ନ ସହାୟତା ମୂଲ୍ୟ ପାଇ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ବଜେଟ ଉପରେ ଚାଷୀଙ୍କ…

ଆଇପିଏଲ୍‌କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଆଇପିଏଲ ୨୦୨୨ର ଲିଗ ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ ନକ୍‌ଆଉଟ୍‌ ମୁକାବିଲା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri