Home Left

ରାଜଧାନୀରେ ଉଠିପାରେ କୋଭିଡ୍‌ କଟକଣା

ନୂଆଦିଲ୍ଳୀ,୪।୨: ରାଜଧାନୀରେ କୋଭିଡ୍‌ ସ୍ଥିତି ଧିରେ ଧିରେ କମୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାତ୍ରି କର୍ଫ୍ୟୁ ଏବଂ ସ୍କୁଲ ଖୋଲିବା ନେଇ ଶୁକ୍ରବାର ଏକ ବୈଠକ ବସିବ। କୋଭିଡ୍‌ କଟକଣା ଉଠାଯିବ କି ତାହା ଆହୁରି କଡାକଡି କରାଯିବ ସେ…

ଟିମ୍‌ ଇଣ୍ଡିଆ ପାଇଁ ରେକର୍ଡ ମ୍ୟାଚ୍‌

ଅହମ୍ମଦାବାଦ୍‌,୪।୨: ଆସନ୍ତା ୬ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇବା କ୍ଷଣି ଏକ ସ୍ବତନ୍ତ୍ର ରେକର୍ଡ କରିବ ଟିମ୍‌ ଇଣ୍ଡିଆ। ଭାରତୀୟ ଦଳ ପାଇଁ ଏହା ହେବାକୁ ଯାଉଛି ଏକ ହଜାର ତମ ଦିନିକିଆ…

ଲିଭୁନି ଜୁଇ,ବଢିଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୯ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦୭୨ଙ୍କ ମୃତ୍ୟୁ ଘଟିଛି।…

ରାମ ଗୋପାଳ ବର୍ମାଙ୍କ ପ୍ରେମରେ ପାଗଳ ହୋଇ ଉର୍ମିଳା ବିବାହ କରିଥିଲେ ୧୦ ବର୍ଷ ସାନ ଯୁବକଙ୍କୁ

ମୁମ୍ବାଇ: ବଲିଉଡ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଫେବୃୟାରୀ ୪, ୧୯୭୪ରେ ମୁମ୍ବାଇରେ ଜନ୍ମ ନେଇଥିବା ଉର୍ମିଳା ଅଭିନୟ ସହ ରାଜନୀତିରେ ବି ନିଜର ଜଲୱା ଦେଖାଇ ଦେଇଛନ୍ତି । ଜଣେ ଶିଶୁ…

ନିର୍ଦ୍ଧାରିତଠାରୁ ମଣ୍ଡି ଅଧିକ ଧାନ ନେଉଥିବା ଅଭିଯୋଗ

ଗଞ୍ଜାମ,୪ା୨(ଡି.ଏନ୍‌.ଏ.): ଚାଷୀଙ୍କଠାରୁ ନିର୍ଦ୍ଧାରିତ ପରିମାଣରୁ ଅଧିକ ଧାନ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।  ଗୋଟିଏ ଧାନ ବସ୍ତା ପିଛା ୭୭ କେଜି ମଣ୍ଡି ନେବାର ନିୟମ ରହିଛି।  କିନ୍ତୁ ପୁଇଁତୋଳା ଗ୍ରାମର କିଛି ଚାଷୀଙ୍କ ଧାନମଣ୍ଡି…

ରୋଡ୍‌ଶୋ ବେଳେ ମୁହାଁମୁହିଁ ହେଲେ ଅଖିଳେଶ-ପ୍ରିୟଙ୍କା

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍‌ଶୋ ବେଳେ ପରସ୍ପରକୁ ଭେଟିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପ୍ରିୟଙ୍କା ତାଙ୍କର ଖୋଲା ଗାଡ଼ିରେ ଯାଉଥିବା ବେଳେ ଅଖିଳେଶ ବସ୍‌ରେ ବୁଲନ୍ଦଶହରରେ ପ୍ରଚାର କରୁଥିବା ବେଳେ…

ଆଜି ରାଜ୍ୟରୁ ୨୬୯୭ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର,୪ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୬୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୨,୧୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୬୯୭ ଜଣ ଚିହ୍ନଟ ହୋଇଥିବା…

ପଶ୍ଚିମବଙ୍ଗରେ ଖୋଲିବ ‘ପାରା ଶିକ୍ଷାଳୟ’

କୋଲକାତା,୪ ।୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଏବେ ମୁକ୍ତାକାଶ ବିଦ୍ୟାଳୟ କାର୍ଯ୍ୟକ୍ରମ ପାରା ଶିକ୍ଷାଳୟ(ନେବରହୁଡ ସ୍କୁଲ) ଖୋଲିବାକୁ ସ୍ଥିର କରାଯାଇଛି । ପ୍ରାଇମେରୀ ଓ ପ୍ରି-ପାଇମେରୀ ପିଲାଙ୍କ ପାଇଁ ଏହା ଫେବୃୟାରୀ ୭ରୁ ଖୋଲାଯିବ । ଦକ୍ଷିଣ ୨୪…

ୟୁପିର ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି, ୨ଜଣଙ୍କ ପାଖରେ କିଛି ନାହିଁ

ନୋଏଡା,୪।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି ଟଙ୍କାର ସମ୍ପତି ରହିଛି। ଅନ୍ୟପକ୍ଷରେ ଦୁଇ ଜଣଙ୍କ ପାଖରେ କିଛି ସମ୍ପତି ନ ଥିବା ଆଡ୍‌ଭୋକେସି ଗ୍ରୁପ୍‌ ଏଡିଆର୍‌ ପକ୍ଷରୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଗିରଫ

ଚଣ୍ଡିଗଡ଼,୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା ଭୁପେନ୍ଦ୍ର ସିଂ ହନିଙ୍କୁ ଅବୈଧ ବାଲି ଖନନ ମାମଲାରେ ଗିରଫ କରିଛି । ଇଡି ଗୁରୁବାର ହନିଙ୍କୁ…

ପରିତ୍ୟକ୍ତ ଅବସ୍ଥାରେ ଛାତ୍ରାବାସ

କଟକ ଅଫିସ,୪ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ କେଶରପୁର ଓ ବେପାରୀ ସାହି ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଗଣେଶ ପ୍ରସାଦ ଭଗତ ଛାତ୍ରାବାସ ପରିତ୍ୟକ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଗଳିବା ସହ କାଠରେ ଉଇ ଲାଗି ନଷ୍ଟ…

ଧଳା ଘୋଡ଼ାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ !

ପୋଙ୍ଗୟାଙ୍ଗ,୪ ।୨: କିମ ଜଙ୍ଗ ଉନ ଉତ୍ତର କୋରିଆର ଏକ ନୂଆ ପ୍ରଚାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓରେ କିମଙ୍କୁ ଏକ ଧଳା ଘୋଡା ଉପରେ ଦେଖିବାକୁ ମିଳିବ । ଏହି ଭିଡଓ କିମଙ୍କ ଆର୍ଥିକ ନେତୃତ୍ୱକୁ ବଢାଇଚଢାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri