Home Left

ଚର୍ଚ୍ଚାରେ ଚନ୍ନିଙ୍କ ଟୁଇଟ୍‌

ଚଣ୍ଡିଗଡ଼,୩ ।୨: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଏବେ ଏହାକୁ ନେଇ ସବୁ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଘୋଷଣା କରିନାହିଁ ।…

ବେଲପାହାଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ

ଝାରସୁଗୁଡ଼ା ଅଫିସ,୩।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ରେ ଅବହେଳିତ ସ୍ବାସ୍ଥ୍ୟସେବାକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ ପକ୍ଷରୁ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ବେଲପାହାଡ଼…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ବାଚସ୍ପତି

ନୂଆଦିଲ୍ଲୀ,୩।୨: ଲୋକସଭାରେ ରାଷ୍ଟ୍ରପତି ରାମନାଥ ଅଭିଭାଷଣ ଉପରେ ବିତର୍କ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭୁଲ କରିଛନ୍ତି। ଏହାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କୁ ଗାଳି କରିଛନ୍ତି। ସଂସଦରେ ରାହୁଲ ଗାନ୍ଧୀ ବୁଧବାର ମୋଦି…

ୟୁପିରେ ଦୁଇ ତୃତୀୟାଂଶ ଭୋଟ ପାଇ ସରକାର ଗଢିବ ଭାଜପା: ଶାହ

ବୁଲନ୍ଦସର,୩ ।୨: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ସରକାର ଗଠନ କରିବ । ଦଳ ଦୁଇ ତୃତୀୟାଂଶ ଭୋଟ ସହ ସଂଖ୍ୟାଗରିଷ୍ଠତା ପାଇ ଶାସନ ଡୋର ହାତକୁ ନେବ…

ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇଲେ ବୃଦ୍ଧା, ଗୁହାରି କଲେ ଏମିତି

ସୋନପୁର,୩।୨(ନି.ପ୍ର.): ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ବୃଦ୍ଧା। ଏଭଳି ଏକ ଘଟଣା ଘଟିଛି ସୂବର୍ଣ୍ଣପୁରରେ। ପ୍ରିୟ ଗାଈକୁ ଫେରାଇ ଆଣିବା ଲାଗି ସେ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ସୂଚନାନୁଯାୟୀ, ସୁବର୍ଣ୍ଣପୁର ମେଡିକାଲ ବାରଣ୍ଡାରେ ୨୦ ବର୍ଷ ଧରି…

ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି ଅଭିନେତାଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ବହୁ ବଢ଼ିଯାଇଛନ୍ତି। ଟୁଇଟରରେ ଅର୍ଜୁନଙ୍କ ଫଲୋଅର୍ସ ବଢ଼ି ୬.୫…

ଲିଫ୍ଟ ଦେଇ ଲୁଟିନେଲେ, ସାହାଯ୍ୟ ମାଗି ମାଡ଼ ଖାଇଲେ ବାଙ୍ଗାଲୋର ଫେରନ୍ତା ଯୁବକ

ଭୁବନେଶ୍ୱର,୩।୨(ବ୍ୟୁରୋ): ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଲୁଟେରା। ପରେ ଯୁବକଜଣଙ୍କ ଉଦ୍ଧାର ପାଇଁ ସାହାଯ୍ୟ ମାଗିବାରୁ ନିର୍ଧୂମ ମାଡ଼ ଖାଇଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ଲିଫ୍ଟ ନେଇ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଯୁବକ ହେଲେ…

ମନ୍ତ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ବ୍ଲେଡ ଓ ବିଷରେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଜଣେ ଦୁର୍ବୃତ୍ତ ତେବେ ସଠିକ ସମୟରେ ଆକ୍ରମଣକାରୀଙ୍କୁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ଅଟକାଇ ପୋଲିସ…

ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ‘ ତଡପ’କୁ ନେଇ ଏବେ ସେ ଚର୍ଚ୍ଚାରେ। ସେ ଏହି ଫିଲ୍ମରେ ଅଭିନୟ ପାଇଁ ବହୁତ ଭଲ ରିଭିୟ୍ୟୁ ମଧ୍ୟ ପାଇଛନ୍ତି । ଆହାନ ନିର୍ମାତା ସାଜିଦ ନାଦିଆଡୱାଲାଙ୍କ ସହ ଚାରୋଟି ଫିଲ୍ମ…

ନୌପଡ଼ା-ଗୁଣପୁର-ଥେରୁବାଲି ରେଳପଥ ପାଇଁ ୧୦ କୋଟି

ଗୁଣପୁର,୩ା୨(ଡି.ଏନ୍‌.ଏ.) ବହୁ ଦାବି ପରେ ୨୦୧୭-୧୮ ସାଧାରଣ ବଜେଟରେ ଗୁଣପୁର-ଥେରୁବାଲି ରେଳପଥ ସ୍ଥାନ ପାଇଥିଲା। ଦୀର୍ଘ ୪୭ ବର୍ଷ ପରେ ଏହି ଦାବି ପୂରଣ ହୋଇଥିବାରୁୁ ଗୁଣପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ମଙ୍ଗଳବାର ଉପସ୍ଥାପିତ ରେଳ ବଜେଟରେ ନୌପଡ଼ା-ଗୁଣପୁର-ଥେରୁବାଲି…

ନିର୍ବନ୍ଧ ସରିଛି କହି ପ୍ରଶଂସକଙ୍କୁ ଭୁଆଁ ବୁଲାଇଲେ ଏହି ଅଭିନେତ୍ରୀ, ପରେ କହିଲେ…

ବମ୍ବେ: ନିର୍ବନ୍ଧ ହେବା କହି ଲୋକଙ୍କୁ ଭୁଆଁ ବୁଲାଇଲେ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ। ବୁଧବାର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏବଂ ବିଶାଲ ସିଂହ ପ୍ରପୋଜ ସହ ନିର୍ବନ୍ଧର ଭିଡିଓ ଶେୟାର କରିଥିଲେ। ଏହା ବେଶ ଭାଇରାଲ ହୋଇଥିଲା। ପ୍ରଶଂସକଙ୍କ…

ଟ୍ରେଲର ରିଲିଜ ପୂର୍ବରୁ ଅଜୟ ଦେବଗନଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ଚଳିତବର୍ଷ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନୂଆ ରୂପରେ ଦର୍ଶକେ ଦେଖିବେ। ଏହି ବର୍ଷ ଅଜୟ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବରେ ଓଟିଟିରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଛାଇ ରହିବେ। ଅଜୟ ଦେବଗନଙ୍କ ଫିଲ୍ମସ ବ୍ୟାନରରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri