Home Left

ଆଜି ରାଜ୍ୟରେ ସୁସ୍ଥ ହେଲେ ୬୧୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟରେ ଦୈନିକ କୋଭିଡ୍‌ ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ମଧ୍ୟ ବୃଦ୍ଧିପାଉଛି। ଶୁକ୍ରବାର ରାଜ୍ୟରେ ୬୧୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ଏ ଯାଏ ମୋଟ ୧୨ ଲକ୍ଷ…

ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ

ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍‌ ଟାଇମ୍‌ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି। ଏଥିରେ ମୁକେଶ ଅମ୍ବାନୀ…

ପରପାରିରେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା,୪।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନଧରି ଅସୁସ୍ଥ ଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା…

କେତେଟାରୁ କେତେଟା ଖୋଲିବ ସ୍କୁଲ? ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସମୟ

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ରୁ ଖୋଲିବ ସ୍କୁଲ। ଏହାପୂର୍ବରୁ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ସମୟ ନେଇ ସୂଚନା ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ ୧୦ଟାରୁ ଦିନ ୧ଟା ଯାଏ କ୍ଲାସ ହେବ। ସେହିଭଳି ନବମରୁ ଦ୍ୱାଦଶ ଶ୍ରେଣୀ…

୮ରୁ ଖୋଲିବ ପ୍ଲାନେଟାରିଅମ୍‌

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୮ ତାରିଖରୁ ଖୋଲିବ ପ୍ଲାନେଟାରିଅମ୍‌। କୋଭିଡ୍‌ କଟକଣାରେ ଭୁବନେଶ୍ୱରର ପଠାଣୀ ସାମନ୍ତ, ବୁର୍ଲାର ଅବ୍‌ଦୁଲ କାଲାମ ପ୍ଲାନେଟାରିଅମ୍‌ ଖୋଲିବ। ଏଥିସହ ଖଣ୍ଡପଡ଼ାରେ ଥିବା ପଠାଣୀ ସାମନ୍ତ ମ୍ୟୁଜିୟମ୍‌ ମଧ୍ୟ ଖୋଲିବ। ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ୫୦% ଦର୍ଶକଙ୍କ…

ଖୋଳାଗଲା ଏମାର ମଠ: ହେଲେ ମିଳିଲାନି କିଛି

ପୁରୀ ଅଫିସ,୪।୨: ବହୁ ଚର୍ଚ୍ଚିତ ଏମାର ମଠର ଶୁକ୍ରବାର ପୁଣିଥରେ ଯାଞ୍ଚ କରାଯିବା ସହ ଖନନ କାର୍ଯ୍ୟ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୧୬ରେ ଏମାର ମଠରେ ୩ଟି ସ୍ଥାନକୁ ଚିହ୍ନଟ ପରେ ବୈଷୟିକ ଟିମ୍‌ ସହାୟତାରେ ଖନନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ…

ସ୍କୁଲ-କଲେଜକୁ ମିଳିବ ଜମି ପଟ୍ଟା

ଭୁବନେଶ୍ୱର,୪।୨(ବ୍ୟୁରୋ): ସ୍କୁଲ, କଲେଜଗୁଡ଼ିକୁ ଜମି ପଟ୍ଟା ଯୋଗାଇ ଦିଆଯିବ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ୫ ମଧ୍ୟରେ ଏଗୁଡ଼ିକୁ ପଟ୍ଟା ମିଳିବ। ଗୁରୁବାର ବସିଥିବା ସମୀକ୍ଷା ବୈଠକରେ ଏନେଇ ଅତିରିକ୍ତ ଜିଲାପାଳମାନଙ୍କୁ ରାଜସ୍ବ ସଚିବ ନିର୍ଦ୍ଦେଶ ଦେଇଥିବା…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭୁବନେଶ୍ୱର,୪।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ପୋଲିସ ବାବୁ। ରାଜଧାନୀ ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରବି ସାହୁ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ସେ ୫ ହଜାର ନେଉଥିଲେ। ତାଙ୍କ ନାମରେ ସାନି ମାମଲା ପାଇଁ ଧମକ…

ସୋମବାରରୁ ପୁଣି ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ ତାରିଖରୁ ପୁଣି ଖୋଲିବ ଏମ୍ସ ଓପିଡି। କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିଥିବା ବେଳେ ସୋମବାରରୁ ଏହା ପୁଣି ଆରମ୍ଭ ହେବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଗୁରୁବାର…

ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ୍‌: ଅଜଣା ଲୋକଙ୍କ ସହ ନ ଯିବାକୁ ଡିସିପିଙ୍କ ଅପିଲ୍‌

ଭୁବନେଶ୍ୱର,୪।୨(ବ୍ୟୁରୋ):ରାଜଧାନୀ ଭୁବନେଶ୍ବରରୁ ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ୍‌ ମାମଲାରେ ଡିସିପି ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି। ମମାଲାକୁ ଗମ୍ଭୀରତାର ଶହ ତଦନ୍ତ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି, ସହୀଦ ନଗର…

୬ରୁ ଖୋଲିବ ହଷ୍ଟେଲ୍‌, ୭ରୁ ସ୍କୁଲ

ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ। ୧୪ରୁ କେଜିରୁ ନେଇ ସପ୍ତମ ଯାଏ କ୍ଲାସ ଖୋଲିବ । ଏହାକୁ ଦୃଷ୍ଟିରେ ରଖି…

ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ

କଟକ ଅଫିସ,୪।୨: ଓଡ଼ଶା ହାଇକୋର୍ଟ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲିବ । ଫେବୃୟାରୀ ୭ରୁ ହାଇକୋର୍ଟରେ ଏହି ବ୍ୟବସ୍ଥା ଲାଗୁ ହେବ। ଜାନୁୟାରୀ ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri