Home Left

ମ୍ୟାଚ୍‌ ପୂର୍ବରୁ ଗ୍ରାଉଣ୍ଡରେ ସିଗାରେଟ୍‌ ଟାଣୁଥିଲେ

ଢାକା,୬।୨: ପୁଣି ଥରେ ବିବାଦରେ ଘେରି ହୋଇଯାଇଛନ୍ତି ଆଫଗାନିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ଶେହଜାଦ। ଫିଲ୍ଡ ଭିତରେ ପ୍ରଦର୍ଶନ ଓ ବାହାରେ ବୟାନ ଲାଗି ସର୍ବଦା ବିବାଦରେ ଘେରି ହୋଇ ରହୁଥିବା ଏହି କ୍ରିକେଟରଙ୍କୁ ଫିଲ୍ଡରେ ସିଗାରେଟ୍‌ ଟାଣିବା ମହଙ୍ଗା ପଡ଼ିଛି।…

ମାଂସ ଖାଇବାକୁ ବସିଥିଲେ, ବାନ୍ଧିଲା ପୋଲିସ

କଣିହାଁ,୬।୨,(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ତରଫରୁ କୁଟୁରା ଶିକାର ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରି ଶନିବାର ରାତିରେ କୋର୍ଟଚାଲାଣ କରାଯାଇଛି। ରେଞ୍ଜ ଅଫିସର ନୀଳମଣି ଦେହୁରୀଙ୍କ ସୂଚନାରୁ ଜଣାଯାଏ ରେଙ୍ଗାଳି ଫରେଷ୍ଟ ସେକ୍ସନର ବିରୁପାଳ ସଂରକ୍ଷିତ ଜଙ୍ଗଲରେ ଶନିବାର…

ରୋହିତଙ୍କ ଶେଷକୃତ୍ୟ ସମ୍ପନ୍ନ

ଏମ୍‌ ରାମପୁର,୬।୨(ଡି.ଏନ୍‌.ଏ.): ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି । ଶୋକାକୁଳ ପରିବେଶରେ ଗାଁରେ ରୋହିତଙ୍କର ମୃତଦେହ ସତ୍କାର କରାଯାଇଛି। ସିଆରପିଏଫ୍‌ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ପୋଷ୍ଟର ମାରିଥିଲେ ।…

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ ହାସଲ କରିଥିଲା। ହାସଲ କରିଥିଲା। ରୋମାଞ୍ଚକର ଫାଇନାଲ ମୁକାବିଲାରେ ରାଜ ବାୱା ଓ ରବି…

ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ସହ ତୁଳନା କଲା ଆଇସିସି

ନୂଆଦିଲ୍ଲୀ,୬।୨: ଟିମ୍‌ ଇଣ୍ଡିଆ ରେକର୍ଡ ୫ମ ଥର ପାଇଁ ହାତେଇଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଇତିହାସରେ ସବୁଠୁ ସଫଳତମ ଦଳ ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଟ୍ରଫି ଜିତିଥିଲା। ଆଣ୍ଟିଗୁଆର…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ ଅଫିସ,୬ା୨: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ କନ୍ଧମାଳ ଜିଲା ଭେଟକୋଲ ଘାଟି ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିଲେ। ଭେଟକୋଲ ଘାଟି…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ହିରୋ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କ ନାତି

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳ ତା’ର ପ୍ରାଧାନ୍ୟ ବଜାୟ ରଖି ରେକର୍ଡ ୫ମ ଥର ପାଇଁ ଜିତିଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ପୂରା ଟୁର୍ନାମେଣ୍ଟରେ ଅନେକ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଅପରାଜେୟ ରହିଥିଲା। କିନ୍ତୁ ଟୁର୍ନାମେଣ୍ଟର ସବୁଠୁ…

ଚିରକାଳ ଅମର ରହିବେ ମେଲୋଡି କୁଇନ୍‌

ଭୁବନେଶ୍ୱର,୬।୨(ବ୍ୟୁରୋ): ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ ।…

ଏହି ଦୁଇଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିଲେ ଲତା

ଭୁବନେଶ୍ୱର,୬ା୨(ବ୍ୟୁରୋ): ଚାଲିଗଲେ ସୁରର ରାଣୀ ଲତା ମଙ୍ଗେସକର। ସଙ୍ଗୀତ ବ୍ୟତୀତ ସେ ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ସେ ୩୦ରୁ ଊର୍ଦ୍ଧ୍ୱ ଭାଷାରେ ଏବଂ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ତାଙ୍କ ବିୟୋଗରେ ଆଜି…

କ୍ଷେତ ବୁଲି ଚଣା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ହାଇଦ୍ରାବାଦ ଗସ୍ତରେ ଥିଲେ। ସେ ଅଇସିଆର୍‌ଆଇଏସ୍‌ଏଟ(ICRISAT)ର ୫୦ତମ ବାର୍ଷିକ ଉତ୍ସବ ଯୋଗଦେବାକୁ ଆସିଥିଲେ। ହାଇଦ୍ରାବାଦର ଅନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କ୍ୟାମ୍ପସ ପରିଦର୍ଶନ କରି ଚାଷ ଜମିରୁ କିଛି ଚଣା…

କଳା ଆର୍ମବ୍ୟାଣ୍ଡ ପିନ୍ଧିଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳର ଖେଳାଳିମାନେ ହାତରେ କଳା ଆର୍ମବ୍ୟାଣ୍ଡ ପିନ୍ଧିଥିଲେ। ‘ଭାରତ ରତ୍ନ’ ସୁର ସମ୍ରାଜ୍ଞୀ ଲତା ମାଙ୍ଗେଶକରଙ୍କ ସ୍ମୃତିରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ସଦସ୍ୟମାନେ ଏହି…

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ଚୋରି ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷା ବଳ ନିୟୋଜିତ ସତ୍ତ୍ୱେ କିଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri