‘ରାହୁଲ ଯାହା ନିଷ୍ପତ୍ତି ନେବେ ତାକୁ ମାନିବି’
ଚଣ୍ଡିଗଡ଼/ନୂଆଦିଲ୍ଲୀ,୬।୨: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନକୁ ନେଇ ବିବାଦ ଦେଖାଦେଇଛି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣେ ନେତାଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି। ତେବେ ରାଜ୍ୟ…
ଲତାଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଲୀ,୬।୨: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ବିୟୋଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏନେଇ ଜାତୀୟ ପତାକା ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ। ଏପରିକି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ…
ଡରାଇଲାଣି ମୃତ୍ୟୁ ସଂଖ୍ୟା: ଆଉ ୨୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟରେ ଆଉ ୨୩ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭଦ୍ରକର ୮୮ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ୫୬ ବର୍ଷୀୟ ମହିଳା, ୫୨ ବର୍ଷୀୟ ବ୍ୟକ୍ତି, ୬୮ ବର୍ଷୀୟ ବୃଦ୍ଧ, ୭୦ ବର୍ଷୀୟ ବୃଦ୍ଧ, ୫୯ ବର୍ଷୀୟ ବ୍ୟକ୍ତି, ବଲାଙ୍ଗୀରର…
ନିର୍ବାଚନ ପ୍ରଚାର କଲେ ବିଧାୟକ ନରସିଂହ
ଲୋଇସିଂହା,୬।୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମରେ କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ତନୟା ବେହେରାଙ୍କ ପାଇଁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ନିର୍ବାଚନ ସଭା କରିଥିଲେ। ଏପରକି ଦଳୀୟ ପ୍ରାର୍ଥୀଙ୍କ ପାଇଁ ୮ଟି ଗାଁରେ ଘରକୁ ଘର…
ମହିଳାଙ୍କ ପାଇଁ ନୁହେଁ ପୁରୁଷଙ୍କ ଉଦ୍ଦିଷ୍ଟ ଥିଲା ହାଈ ହିଲ୍ସ
ସବୁ ମହିଳାଙ୍କର ପସନ୍ଦ ହାଈ ହିଲ୍ ସୁଜ। ଏହା ଷ୍ଟାଇଲିଶ୍ ଲୁକ୍ ଦେବା ସହ ହାଈ କ୍ଲାସ୍ର ଫିଲିଂ ବି ଦିଏ। କାହିଁ କେବେଠାରୁ ମହିଳାମାନେ ହାଈ ହିଲ୍ସ ପିନ୍ଧି ଆସୁଛନ୍ତି। ଆଉ ଏହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି…
ଏହି ଗାଁରେ ୱାର୍ଡମେମ୍ବର ପଦବୀ ଲାଗି ପ୍ରଥମ ଥର ହେବ ନିର୍ବାଚନ
ବୌଦ୍ଧ,୬ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତର ବିରାମଚନ୍ଦ୍ରପୁର ଗ୍ରାମରେ ପ୍ରଥମ ଥର ପାଇଁ ୱାର୍ଡମେମ୍ବର ପଦବୀ ଲାଗି ନିର୍ବାଚନ ହେବାକୁ ଯାଉଛି। ଏହି ଗ୍ରାମରେ ଦେଶ ସ୍ବାଧୀନ ହେବା ପରଠାରୁ କେବେ ବି ୱାର୍ଡମେମ୍ବର ପଦବୀ ଲାଗି ନିର୍ବାଚନ…
ଶୀର୍ଷ ସ୍ଥାନରେ ୮ ବର୍ଷ ବାଳକଙ୍କ ଦ୍ୱାରା ଲିଖିତ ପୁସ୍ତକ, ଏଥିରେ ଲେଖାଅଛି ଏମିତି କିଛି…
ଆମେରିକାର ଆଇଡାହୋ ରାଜ୍ୟର ଜଣେ ୮ ବର୍ଷର ବାଳକ ପୁସ୍ତକ ଲେଖି ଏହାକୁ ବିନା ଅନୁମତିରେ ସ୍ଥାନୀୟ ଲାଇବ୍ରେରୀ ସେଲ୍ଫରେ ଲୁଚାଇ ରଖିଥିଲେ। ଖୁବଶୀଘ୍ର ଏହି ପୁସ୍ତକଟି ପାଠକମାନଙ୍କଠାରେ ଆଦୃତ ହୋଇଗଲା। ବର୍ତ୍ତମାନ ପୁସ୍ତକଟି ଦୀର୍ଘ ତାଲିକା ଅପେକ୍ଷାରେ ରହିଛି। ଆଇଡାହୋରେ…
ପ୍ରଥମ ରୋଜଗାର ଟଙ୍କା ବୋଉ ହାତରେ ଦେଇଥିଲି: ସତ୍ୟବତୀ ସ୍ବାଇଁ
ପ୍ରଥମ ରୋଜଗାର ଖୁସିକୁ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ କ’ଣ ଅଛି! ଏମିତି ଲାଗିଥିଲା ଏହା ମୋତେ ବେଜାଏ ଖୁସି ସହ ମେଞ୍ଚାଏ ଆତ୍ମବିଶ୍ୱାସ ଦେଇଥିଲା। ମୋ ବୋଉର ଖଡୁ ବିକି ମୁଁ ରେଭେନ୍ସାରେ ଆଡ଼ମିଶନ୍ କରିଥିଲି। ଆମ ଅଞ୍ଚଳର…
କାହାଣୀର ନାଁ କନକ ମଞ୍ଜରୀ
କାମ କରୁ କରୁ ଛାନ୍ଦ, ଚଉପଦୀ, ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କୁ ସ୍ବର କରି ଗାଇ ଯାଉଥିବା ମାଆ ଏବଂ ଜେମାଆଙ୍କଠାରୁ ଶୁଣି ଶୁଣି ସାହିତ୍ୟ ପ୍ରତି ଅନୁରକ୍ତ ହୋଇଥିଲେ ସେ। ଆଦୌ ଚାଟଶାଳୀ ମାଡି ନଥିବା ଜେଜେମାଆଙ୍କର ଅଭିଧାନ ପ୍ରୀତି ଏବଂ…
ଆଉ ନାହାନ୍ତି ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା
ଭୁବନେଶ୍ୱର,୬।୨(ବ୍ୟୁରୋ): ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦାର ହୋତାଙ୍କ ପରଲୋକ ଘଟିଛି। ଶନିବାର ରାତିରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ…
ଗତ ୨୪ ଘଣ୍ଟାରେ ୨,୧୦୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୬।୨(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଗତ ୨୪ ଘଣ୍ଟାରେ ଆଉ ୨,୧୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧,୨୨୯ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୮୭୭ ଲୋକାଲ କେସ୍ ଏବଂ ୩୨୪ ପିଲା ରହିଛନ୍ତି।…
ଫ୍ଲୋରାଲ୍ ବ୍ଲାଉଜ୍ ଫ୍ୟାଶନ
ଫ୍ଲୋରାଲ୍ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍ ଅଫ୍ ଟ୍ରେଣ୍ଡ ହୁଏ ନାହିଁ। ଏହି ପ୍ରିଣ୍ଟ ରିଫ୍ରେଶିଂ ଲୁକ୍ ଦେଇଥାଏ। କେବଳ ଓ୍ବେଷ୍ଟର୍ନ ନୁହେଁ ଇଣ୍ଡିଆନ୍ ଆଉଟ୍ଫିଟ୍ରେ ମଧ୍ୟ ଫ୍ଲୋରାଲ୍ ପ୍ରିଣ୍ଟ ଖୁବ୍ ସୁନ୍ଦର ଲାଗେ। ଏପରିକି ଫ୍ଲୋରାଲ୍ ପ୍ରିଣ୍ଟବାଲା ବ୍ଲାଉଜ୍ର…
Archives


